Salmos 75

Oriya Bible (GL_ORIYA) vs ARIB

Sair da comparação
ARIB Almeida Revisada Imprensa Bíblica
1 ହେ ପରମେଶ୍ବର, ଆମ୍ଭମାନେେ ତୁମ୍ଭଙ୍କୁ ପ୍ରଶଂସା କରୁଛୁ। ଆମ୍ଭମାନେେ ତୁମ୍ଭଙ୍କୁ ଧନ୍ଯବାଦ କରୁଛ! କାରଣ ତୁମ୍ଭେ ଅତି ନିକଟବର୍ତ୍ତୀ ଲୋକମାନେ ତୁମ୍ଭର ଆଶ୍ଚର୍ୟ୍ଯ କ୍ରିଯା ସକଳ ବର୍ଣ୍ଣନା କରନ୍ତି।
1 Damos-te graças, ó Deus, damos-te graças, pois o teu nome está perto; os que invocam o teu nome anunciam as tuas maravilhas.
2 ପରମେଶ୍ବର କହିଲେ, ମୁଁ ବିଚାର ଦିନ ନିରୂପିତ କଲେ। ମୁଁ ନିରପେକ୍ଷଭାବେ ବିଚାର କରିବି।
2 Quando chegar o tempo determinado, julgarei retamente.
3 ପୃଥିବୀ ଓ ତହିଁରେ ବାସ କରୁଥିବା ସମସ୍ତ ଜୀବନ ଟଳମଳ ହାଇେ ପତନ ହବୋକୁ ଯାଉଛନ୍ତି। କିନ୍ତୁ ମୁଁ ତାକୁ ସ୍ଥିର କରିବି।
3 Dissolve-se a terra e todos os seus moradores, mas eu lhe fortaleci as colunas.
4 କିଛି ଲୋକ ବହୁତ ଗର୍ବୀ, ସମାନେେ ଭାବନ୍ତି ସମାନେେ ବହୁତ ଶକ୍ତିଶାଳୀ। ଏବଂ ନିଜକୁ ବହୁତ ମୁଖ୍ଯବ୍ଯକ୍ତି ବୋଲି ଭାବନ୍ତି।
4 Digo eu aos arrogantes: Não sejais arrogantes; e aos ímpios: Não levanteis a fronte;
5 କିନ୍ତୁ ମୁଁ ସହେି ଲୋକମାନଙ୍କୁ କ ହେ, ଆତ୍ମଶ୍ଲାଘା ହୁଅ ନାହିଁ' ଗର୍ବ କର ନାହିଁ।'
5 não levanteis ao alto a vossa fronte, nem faleis com arrogância.
6 କୌଣସି ବ୍ଯକ୍ତିକୁ ମହତ୍ବପୂର୍ଣ୍ଣ କରିବାରେ ପୃଥିବୀର କୌଣସି ଶକ୍ତି ନାହିଁ।
6 Porque nem do oriente, nem do ocidente, nem do deserto vem a exaltação.
7 ପରମେଶ୍ବର ବିଚାରକର୍ତ୍ତା ଅଟନ୍ତି ଏବଂ ପରମେଶ୍ବର ନିଷ୍ପତ୍ତି ନବେେ କିଏ ୟେ ମହାନ୍ ହବେ। ପରମେଶ୍ବର ହିଁ ୟେ କୌଣସି ବ୍ଯକ୍ତିକୁ ମହତ୍ବପୂର୍ଣ୍ଣ ସ୍ଥାନରେ ସ୍ଥାପନ କରିପାରନ୍ତି।
7 Mas Deus é o que julga; a um abate, e a outro exalta.
8 ସଦାପ୍ରଭୁଙ୍କ ହସ୍ତରେ ଏକ ପିଆଲା ଅଛି, ୟାହାକି ବିଷାକ୍ତ ଦ୍ରାକ୍ଷାରସରେ ପରିପୂର୍ଣ୍ଣ। ତାହା ମିଶ୍ରିତ ଦ୍ରବ୍ଯରେ ପୂର୍ଣ୍ଣ ଓ ସେ ତହିଁରୁ ଢ଼ାଳିବେ ଏବଂ ପୃଥିବୀର ଦୁଷ୍ଟ ଲୋକ ସମସ୍ତେ ତହିଁର ପାନୀଯ ନିଗାଡ଼ି ପିଇବେ।
8 Porque na mão do Senhor há um cálice, cujo vinho espuma, cheio de mistura, do qual ele dá a beber; certamente todos os ímpios da terra sorverão e beberão as suas fezes.
9 ମୁଁ ଏହିସବୁ ବିଷଯରେ ସଦାକାଳ ପ୍ରଚାର କରିବି। ମୁଁ ଇଶ୍ରାୟେଲ ପରମେଶ୍ବରଙ୍କର ପ୍ରଶଂସା କରିବି।
9 Mas, quanto a mim, exultarei para sempre, cantarei louvores ao Deus de Jacó.
10 ପରମେଶ୍ବର କହନ୍ତି, ମୁଁ ଦୁଷ୍ଟ ଲୋକମାନଙ୍କର ଶକ୍ତିସବୁ ପୋଛି ଦବେି ଏବଂ ଧାର୍ମିକ ଲୋକମାନଙ୍କର ଶକ୍ତି ଉଚ୍ଚ କରିବି।
10 E quebrantarei todas as forças dos ímpios, mas as forças dos justos serão exaltadas.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Salmos 75, comparar traduções ou montar um estudo — tudo direto pelo WhatsApp.