Salmos 70

Oriya Bible (GL_ORIYA) vs NVI

Sair da comparação
NVI Nova Versão Internacional
1 ହେ ପରମେଶ୍ବର, ମାେତେ ରକ୍ଷା କର ! ହେ ପରମେଶ୍ବର, ମାେତେ ଶୀଘ୍ର ଉତ୍ତର କର !
1 Livra-me, ó Deus! Apressa-te, Senhor, a ajudar-me!
2 ଲୋକମାନେ ମାେତେ ମାରିବା ପାଇଁ ଚେଷ୍ଟା କରୁଛନ୍ତି। ସମାନଙ୍କେୁ ନିରାଶ ଓ ଅପମାନିତ କର ! ଲୋକମାନେ ମାରେ କ୍ଷତି କରିବା ପାଇଁ ଚାହୁଁଛନ୍ତି। ମୁଁ ଆଶାକରେ ତାଙ୍କୁ ଲଜ୍ଜା ଦଇେ ବିଦାକର।
2 Sejam humilhados e frustrados os que procuram tirar-me a vida; retrocedam desprezados os que desejam a minha ruína.
3 ଲୋକମାନେ ମାେତେ ପରିହାସ କରନ୍ତି। ସମାନେେ ସମାନଙ୍କେର ଲଜ୍ଜାର କାରଣ ପାଇଁ ଆସିପାରନ୍ତି।
3 Retrocedam em desgraça os que zombam de mim.
4 ମୁଁ ଆଶାକରେ ଯେଉଁମାନେ ତୁମ୍ଭଙ୍କୁ ଅନ୍ବଷେଣ କରନ୍ତି, ସମାନେେ ବହୁତ ଉଲ୍ଲସିତ ଓ ଖୁସି ହୁଅନ୍ତି। ଯେଉଁମାନେ ତୁମ୍ଭର ପରିତ୍ରାଣକୁ ଆଶା କରନ୍ତି, ସର୍ବଦା କହିବେ, ପରମେଶ୍ବର ମହାନ ଅଟନ୍ତି।
4 Mas regozijem-se e alegrem-se em ti todos os que te buscam; digam sempre os que amam a tua salvação: "Como Deus é grande! "
5 ମୁଁ ଏକ ନିଃସହାୟ ଲୋକ। ହେ ପରମେଶ୍ବର, ଶୀଘ୍ର ମାେତେ ଉଦ୍ଧାର କର ! ହେ ପରମେଶ୍ବର !ତୁମ୍ଭେ ହିଁ କବଳେ ମାରେ ସହାୟ ଓ ରକ୍ଷା କର। ସଦାପ୍ରଭୁ ବିଳମ୍ବ କର ନାହିଁ।
5 Quanto a mim, sou pobre e necessitado; apressa-te, ó Deus. Tu és o meu socorro e o meu libertador; Senhor, não te demores!

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Salmos 70, comparar traduções ou montar um estudo — tudo direto pelo WhatsApp.