Salmos 68
Oriya Bible (GL_ORIYA) vs NVT
1 ପରମେଶ୍ବର ଉଠନ୍ତୁ ଏବଂ ତାଙ୍କର ଶତ୍ରୁଗଣଙ୍କୁ ଛିନ୍ନଭିନ୍ନ କରନ୍ତୁ। ସମସ୍ତ ଶତ୍ରୁ ତାଙ୍କଠାରୁ ପଳାଇ ୟାଆନ୍ତୁ।
1 Levanta-te, ó Deus, e dispersa teus inimigos; fujam de ti todos que te odeiam.
2 ୟମେିତି ପବନ ଦ୍ବାରା ଧୂଆଁ ବିଚ୍ଛୁରିତ ହୁଏ, ସହେିପରି ତୁମ୍ଭର ଶତ୍ରୁ ଛିନ୍ନଭିନ୍ନ ହୁଅନ୍ତୁ। ୟପରେି ନିଆଁରେ ମହମ ତରଳି ୟାଏ, ଏହିପରି ତୁମ୍ଭର ଶତ୍ରୁମାନଙ୍କର ବିନାଶ ହେଉ।
2 Sopra-os para longe como fumaça e derrete-os como cera no fogo. Que os perversos sejam destruídos na presença de Deus.
3 ପରମେଶ୍ବରଙ୍କ ସହିତ ଧାର୍ମିକ ଲୋକମାନେ ଖୁସି ହୁଅନ୍ତି ଓ ଧାର୍ମିକ ଲୋକମାନେ ପରମେଶ୍ବରଙ୍କ ସମ୍ମୁଖରେ ଆନନ୍ଦିତ ହୁଅନ୍ତି, ସମାନେେ ଆନନ୍ଦର ସହିତ ପାଳନ କରନ୍ତି।
3 Que os justos, porém, se alegrem; exultem na presença de Deus e sejam cheios de alegria.
4 ପରମେଶ୍ବରଙ୍କ ନିମନ୍ତେ ସଂଗୀତ ଗାନ କର, ତାଙ୍କର ନାମର ଗୁଣଗାନ କର। ପରମେଶ୍ବରଙ୍କର ପ୍ରଶଂସା ହେଉ। ୟିଏ ମେଘ ଉପରେ ଆରୋହଣ କରନ୍ତି, ତାଙ୍କ ଆଗରେ ଆନନ୍ଦିତ ହୁଅ।
4 Cantem louvores a Deus e a seu nome, exaltem aquele que cavalga sobre as nuvens. Seu nome é S alegrem-se em sua presença!
5 ତାଙ୍କର ପବିତ୍ର ମନ୍ଦିରରେ ପରମେଶ୍ବର ଅନାଥମାନଙ୍କର ନାଥ ଏବଂ ସେ ବିଧବାମାନଙ୍କୁ ସୁରକ୍ଷା କରନ୍ତି।
5 Pai dos órfãos, defensor das viúvas, esse é Deus, cuja habitação é santa.
6 ୟିଏ ପରିବାରରେ ଏକାକୀ ଥାଏ, ପରମେଶ୍ବର ଲୋକ ପଠାନ୍ତି, ଏପରିକି ଏକାକୀ ଲୋକଙ୍କୁ ପରମେଶ୍ବର ଆନନ୍ଦ ଦିଅନ୍ତି ଓ ବନ୍ଦୀମାନଙ୍କୁ ବନ୍ଧନରୁ ମୁକ୍ତ କରନ୍ତି। କିନ୍ତୁ ୟିଏ ପରମେଶ୍ବରଙ୍କର ବି ରୋଧ ହୁଏ, ସମାନଙ୍କେୁ ଶୁଷ୍କ ଭୂମିରେ ରହିବାକୁ ପଡ଼େ।
6 Deus dá uma família aos que vivem sós; liberta os presos e os faz prosperar. Os rebeldes, porém, ele faz morar em terra árida.
7 ହେ ପରମେଶ୍ବର, ତୁମ୍ଭେ ଆପଣା ଭକ୍ତମାନଙ୍କୁ ମିଶରରୁ ବାହାର କରି ଆଣିଲ ଏବଂ ପାଦରେ ଚଲାଇ ମରୁଭୂମିକୁ ପାର କରାଇଲ।
7 Ó Deus, quando conduziste teu povo, quando marchaste através do deserto, Interlúdio
8 ସୀନଯ ପରମେଶ୍ବରଙ୍କର ! ଇସ୍ରାଯଲରେ ପରମେଶ୍ବର! ତୁମ୍ଭ କାରଣରୁ ପୃଥିବୀ କମ୍ପିତ ହେଲା ଓ ଆକାଶ ମେଘ ବୃଷ୍ଟି କଲା।
8 a terra tremeu, e o céu derramou chuva, diante de ti, o Deus do Sinai, diante de ti, o Deus de Israel.
9 ହେ ପରମେଶ୍ବର ! ତୁମ୍ଭେ ବର୍ଷାକୁ ପଠାଇଲ ଏବଂ ପୁରୁଣା ଓ ଦୁର୍ବଳ ଧରିତ୍ରୀକୁ ତୁମ୍ଭେ ପୁଣି ସତଜେ କଲ।
9 Enviaste muitas chuvas, ó Deus, para refrescar a terra exausta.
10 ତୁମ୍ଭର ଲୋକମାନେ ସଠାେରେ ବାସ କଲେ। ହେ ପରମେଶ୍ବର, ସଠାେରେ ଗରିବ ଲୋକମାନଙ୍କୁ ତୁମ୍ଭେ ଉତ୍ତମ ବସ୍ତୁ ଦଇେଅଛ।
10 Ali teu povo se estabeleceu, e com farta colheita, ó Deus, proveste aos necessitados.
11 ତୁମ୍ଭର ଲୋକମାନେ ଉତ୍ତମ ଖବର ଘୋଷଣା କରିବାକୁ ବାହାରି ଗଲେ।
11 O Senhor dá a ordem, e um grande exército
12 ବଳଶାଳୀ ରାଜାମାନଙ୍କର ସୈନ୍ଯମାନେ ଏଣତେଣେେ ଦୌଡ଼ି ପଳାଇଲେ। ଗୃହରେ ଥିବା ସ୍ତ୍ରୀ ଲୋକମାନେ ସୈନ୍ଯମାନଙ୍କର ଅତ୍ଯାଚାର ସହିଲେ।
12 Reis inimigos e seus exércitos fogem, enquanto as mulheres repartem em casa os despojos.
13 ଘରେ ରହୁଥିବା ଲୋକମାନେ ମଧ୍ଯ ଧନ ଭାଗ ପାଇବେ। ସମାନେେ ରେ ୗପ୍ୟ ମଣ୍ଡିତ କପୋତର ଡ଼ଣୋ ପାଇବେ। ସମାନେେ ସୁବର୍ଣ୍ଣରେ ଝଲମଲ କରୁଥିବା ଡ଼ଣୋ ପାଇବେ।
13 Mesmo os que viviam entre os currais de ovelhas encontraram pombas com asas de prata e penas de ouro.
14 ପରମେଶ୍ବର ଯେତବେେଳେ ସଲମାନୋ ପର୍ବତରେ ଶତ୍ରୁ ରାଜାମାନଙ୍କୁ ଛିନ୍ନଛତ୍ର କଲେ। ସମାନେେ ବରଫପାତ ପରି ଛିନ୍ନଛତ୍ର ହେଲେ।
14 O Todo-poderoso dispersou os reis, como uma tempestade de neve sobre o monte Zalmom.
15 ବାଶନ ପର୍ବତ ମହାନ ପର୍ବତ ଅଟେ, ୟାହାର ବୃହତ ଶୃଙ୍ଗ ଅଛି।
15 Os montes de Basã são majestosos, com cumes altos que chegam até o céu.
16 ବାଶନ ପର୍ବତ, ତୁମ୍ଭେ କାହିଁକି ସିୟୋନ୍ ପର୍ବତକୁ ଇର୍ଷା ଦୃଷ୍ଟିରେ ଦେଖୁଛ ? ପରମେଶ୍ବର ଏହାକୁ ପ୍ରମେ କରନ୍ତି। ପରମେଶ୍ବର ଏହାକୁ ସଠାେରେ ଚିରଦିନ ରହିବା ପାଇଁ ମନୋନୀତ କରିଛନ୍ତି।
16 Ó montes elevados, por que olham com inveja para o monte Sião, onde Deus escolheu habitar, onde o S
17 ପରମେଶ୍ବରଙ୍କର ଅଯୁତ ଅଯୁତ ଓ ଲକ୍ଷ ଲକ୍ଷ ରଥ ଅଛି। ସଦାପ୍ରଭୁ ସିୟୋନ୍ ପର୍ବତରୁ ତାଙ୍କର ପବିତ୍ର ସ୍ଥାନକୁ ଆସିଲେ।
17 Cercado de milhares e milhares de carruagens, o Senhor veio do monte Sinai para seu santuário.
18 ସେ ଉଚ୍ଚ ପର୍ବତ ପର୍ୟ୍ଯନ୍ତ ଗଲେ, ସେ ବହୁତ ନିର୍ବାସିତମାନଙ୍କୁ ଆଗଇେ ନଲେେ ଏବଂ ୟଥେଷ୍ଟ ଉପହାରସବୁ ଗ୍ରହଣ କଲେ। ସମାନଙ୍କେଠାରୁ ଯେଉଁ ଲୋକମାନେ ତାଙ୍କ ବିରୁଦ୍ଧରେ ବିଦ୍ରୋହ କଲେ। ସଦାପ୍ରଭୁ ପରମେଶ୍ବର ସମାନଙ୍କେ ମଧ୍ୟରେ ବାସ କରିବେ।
18 Quando subiste às alturas, levaste muitos prisioneiros; recebeste dádivas do povo, até mesmo dos que se rebelaram contra ti. Agora o S
19 ସଦାପ୍ରଭୁଙ୍କର ପ୍ରଶଂସା କର। ପରମେଶ୍ବର ୟିଏ ଆମ୍ଭମାନଙ୍କୁ ରକ୍ଷା କରନ୍ତି, ପ୍ରତିଦିନ ଆଶୀର୍ବାଦ ସଂଗ୍ରହ କରି ଦିଅନ୍ତି।
19 Louvado seja o Senhor; louvado seja Deus, nosso salvador! A cada dia ele nos carrega em seus braços. Interlúdio
20 ଆମ୍ଭର ପରମେଶ୍ବର ହେଉଛନ୍ତି ପରମେଶ୍ବର ୟିଏକି ରକ୍ଷା କରନ୍ତି। ଆମ୍ଭମାନଙ୍କର ସଦାପ୍ରଭୁ ମୃତ୍ଯୁଠାରୁ ରକ୍ଷା କରନ୍ତି।
20 O nosso Deus é Deus que salva! O S
21 ପରମେଶ୍ବର ତାଙ୍କର ଶତ୍ରୁମାନଙ୍କର ମସ୍ତକକୁ ଚୂର୍ଣ୍ଣ କରିବେ। ସେ ସମାନଙ୍କେର ଖପୁରୀକୁ ଚୂର୍ଣ୍ଣ କରିବେ, ଯେଉଁମାନେ କ୍ରମାଗତ ପାପ କରନ୍ତି।
21 Deus esmagará a cabeça de seus inimigos, esmagará o crânio dos que insistem em pecar.
22 ମାରେ ପ୍ରଭୁ କହିଲେ, ମାରେ ଶତ୍ରୁଗଣ ହୁଏତ ବାଶନ ପର୍ବତକୁ ଅଥବା ଭୂମଧ୍ଯ ସାଗରର ଗଭୀରକୁ ପଳାଇ ୟାଇପାରନ୍ତି। କିନ୍ତୁ ମୁଁ ସମାନଙ୍କେୁ ଅକ୍ତିଆର କରିବି ଏବଂ ସମାନଙ୍କେୁ ଫରୋଇ ଆଣିବି।
22 O Senhor diz: “De Basã farei descer meus inimigos; das profundezas do mar os farei subir.
23 ୟାହାଫଳରେ ତୁମ୍ଭେ ସମାନଙ୍କେ ରକ୍ତରେ ଚାଲିପାରିବ। ତୁମ୍ଭମାନଙ୍କର କୁକୁରଗୁଡ଼ିକ ସମାନଙ୍କେର ରକ୍ତ ଚାଟି ପାରିବେ।
23 Você, meu povo, lavará os pés no sangue deles, e até seus cães terão sua porção!”.
24 ପରମେଶ୍ବର, ତୁମ୍ଭେ ବିଜଯ ପଥର ନତେୃତ୍ବ ନବୋର ଲୋକାମନେ ଦେଖୁଛନ୍ତି। ସମାନେେ ମାରେ ପରମେଶ୍ବର, ମାରେ ରାଜା, ତାଙ୍କର ପବିତ୍ରସ୍ଥାନ ନିକଟକୁ ଯାଉଥିବାର ଦେଖନ୍ତି।
24 Já se vê teu cortejo, ó Deus, o cortejo de meu Deus e Rei, entrando no santuário.
25 ଆଗେ ଆଗେ ଗାଯକମାନଙ୍କର ମଣ୍ଡଳୀ ଯାଉଛନ୍ତି। ପଛେ ପଛେ ବାଦ୍ଯକାରମାନଙ୍କର ମଣ୍ଡଳୀ ଆସୁଛନ୍ତି ଏବଂ ମଝିରେ କୁମାରୀ କନ୍ଯାଗଣ ତୁମ୍ବୁରା ବଜାଉଛନ୍ତି।
25 À frente vão os cantores, atrás vêm os músicos, no meio vêm as moças tocando tamborins.
26 ପରମେଶ୍ବରଙ୍କର ପ୍ରଶଂସା ଜନସମାଗମ ମଧ୍ୟରେ କର। ଇଶ୍ରାୟେଲ ଲୋକାମନେ, ତୁମ୍ଭମାନେେ ସଦାପ୍ରଭୁଙ୍କର ଗୁଣ ଗାଅ।
26 Louvem a Deus, todos vocês, louvem o S
27 ସଠାେରେ ଏକ େଛାଟିଆ ଗୋଷ୍ଠୀ ଅଛନ୍ତି। ବିନ୍ଯାମୀନ ସମାନଙ୍କେର ନତେୃତ୍ବ କରୁଛନ୍ତି। ବହୁତ ଭିଡ଼ ଏବଂ ୟିହୂଦାର ଏକ ପ୍ରଦାନ ସଠାେରେ ଅଛନ୍ତି। ଜବଲୁନ୍ ଓ ନପ୍ତାଲିର ନେତାମାନେ ସଠାେରେ ଅଛନ୍ତି।
27 Vejam, à frente vai a pequena tribo de Benjamim; logo atrás vem a grande multidão de governantes de Judá e todos os governantes de Zebulom e Naftali.
28 ହେ ପରମେଶ୍ବର, ଆମ୍ଭକୁ ଆପଣାର ଶକ୍ତି ଦଖାେଅ, ୟାହାର ଉପ ଭୋଗ ତୁମ୍ଭେ ଆମ୍ଭ ପାଇଁ ବିତିୟାଇଥିବା ଦିନରେ କରିଥିଲ।
28 Manifesta tua força, ó Deus, mostra teu poder divino por nós, como fizeste no passado.
29 ହେ ପରମେଶ୍ବର, ତୁମ୍ଭର ୟିରୁଶାଲମସ୍ଥ ମନ୍ଦିରରୁ ରାଜାମାନେ ତୁମ୍ଭ ନିକଟକୁ ଉପହାର ଆଣିବାର ତୁମ୍ଭେ ଦେଖିବ।
29 Os reis levam tributos ao teu templo, em Jerusalém.
30 ନଳବଣର ସହେି ବନ୍ଯ ପଶୁମାନଙ୍କୁ ଦଣ୍ଡ ଦିଅ। ସହେି ଜାତିଗୁଡ଼ିକର ଷଣ୍ଢଗୁଡ଼ିକୁ ଓ ଗାଈଗୁଡ଼ିକୁ ଆଦେଶ ମାନିବାକୁ ପ୍ରସ୍ତୁତ କରାଅ। ତୁମ୍ଭେ ସହେି ଜାତିଗୁଡ଼ିକୁ ୟୁଦ୍ଧରେ ହରାଇଥିଲ। ବର୍ତ୍ତମାନ ସହେି ଲୋକମାନଙ୍କୁ ତୁମ୍ଭ ପାଇଁ ରୂପା ଆଣିବେ। ସହେି ଜାତିମାନଙ୍କୁ ବିକ୍ଷିପ୍ତ କର, ଯେଉଁମାନେ ୟୁଦ୍ଧକୁ ଭଲ ପାଆନ୍ତି।
30 Repreende-os, esses animais selvagens à espreita entre os juncos, essa manada de touros no meio de bezerros fracos. Faze-os trazer barras de prata como humilde tributo, dispersa as nações que têm prazer em guerrear.
31 ମିଶରୀଯମାନଙ୍କୁ ମୂଲ୍ଯବାନ ପିତ୍ତଳର ଉପହାରଗୁଡ଼ିକ ଆଣିବାକୁ ଆଜ୍ଞା କରାଅ। ପରମେଶ୍ବର, ଇଥିଓପିଆର ଲୋକମାନଙ୍କୁ ଉପହାରଗୁଡ଼ିକ ତୁମ୍ଭ୍ ନିକଟକୁ ଆଣିବାକୁ ଚଞ୍ଚଳ କରାଅ।
31 Que o Egito venha com dádivas de metais preciosos, que a Etiópia
32 ହେ ଧରଣୀର ରାଜ୍ଯଗୁଡ଼ିକ, ପରମେଶ୍ବରଙ୍କ ପାଇଁ ଗୀତ ଗାନ କର। ଆମ୍ଭର ପ୍ରଭୁଙ୍କୁ ପ୍ରଶଂସାଗାନ କର।
32 Cantem a Deus, reinos da terra, cantem louvores ao Senhor! Interlúdio
33 ପରମେଶ୍ବରଙ୍କ ପାଇଁ ଗାଅ। ସେ ରଥ ଉପରେ ଚଢ଼ି ମହାକାଶରୁ ବାହାରି ଆସନ୍ତି। ତୁମ୍ଭେ ତାଙ୍କର ଗୁରୁ ଗମ୍ଭୀର ସ୍ବରକୁ ଶୁଣ।
33 Cantem àquele que cavalga pelos céus antigos, cuja voz poderosa troveja dos céus.
34 ଘୋଷଣା କର ୟେ, ପରମେଶ୍ବର ଶକ୍ତିଶାଳୀ ଅଟନ୍ତି। ସେ ଇଶ୍ରାୟେଲ ଉପରେ ରାଜତ୍ବ କରନ୍ତି ଏବଂ ଆକାଶରେ ତାଙ୍କର ଶକ୍ତି ପ୍ରଦର୍ଶିତ ହୁଏ।
34 Anunciem a todos o poder de Deus; sua majestade está sobre Israel, sua força é poderosa nos céus.
35 ପରମେଶ୍ବର ତୁମ୍ଭେ ଆପଣା ମନ୍ଦିରରେ ଭକ୍ତିର ଉତ୍ସ। ଇଶ୍ରାୟେଲର ପରମେଶ୍ବର ଲୋକମାନଙ୍କୁ ଶକ୍ତି ଓ ସାମର୍ଥ୍ଯ ପ୍ରଦାନ କରନ୍ତି। ପରମେଶ୍ବରଙ୍କର ପ୍ରଶଂସା ଗୁଣଗାନ କର।
35 Deus é temível em seu santuário; o Deus de Israel dá poder e força a seu povo. Louvado seja Deus!
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Salmos 68, comparar traduções ou montar um estudo — tudo direto pelo WhatsApp.