Salmos 66
Oriya Bible (GL_ORIYA) vs VC
1 ହେ ପୃଥିବୀର ସକଳ ବସ୍ତୁ। ପରମେଶ୍ବରଙ୍କ ଉଦ୍ଦେଶ୍ଯରେ ଆନନ୍ଦ ଧ୍ବନି କର!
1 Ao mestre de canto. Cântico. Salmo. Aclamai a Deus, toda a terra,
2 ତାହାଙ୍କ ନାମର ମହିମା ଗାନ କର। ସ୍ତୁତି ଗାନ କରି ଗୌରବାନ୍ବିତ କର।
2 Cantai a glória de seu nome, rendei-lhe glorioso louvor.
3 ପରମେଶ୍ବରଙ୍କୁ କୁହ, ତୁମ୍ଭର କାର୍ୟ୍ଯ ଆଶ୍ଚର୍ୟ୍ଯଜନକ ଅଟେ। ପରମେଶ୍ବର ତୁମ୍ଭର ଶକ୍ତି ମହାନ୍ ! ତୁମ୍ଭର ଶତ୍ରୁମାନେ ତୁମ୍ଭ ସମ୍ମୁଖରେ ନତମସ୍ତକ ହୁଅନ୍ତି। ସମାନେେ ତୁମ୍ଭକୁ ଭୟ କରନ୍ତି!
3 Dizei a Deus: Vossas obras são estupendas! Tal é o vosso poder que os próprios inimigos vos glorificam.
4 ସମୁଦାଯ ପୃଥିବୀ ତୁମ୍ଭର ପ୍ରଣାମ କରୁ ଏବଂ ସମୁଦାଯ ଲୋକ ତୁମ୍ଭର ନାମ ପ୍ରଶଂସା ଗାନ କରନ୍ତୁ। ପ୍ରେତ୍ୟକକ ବ୍ଯକ୍ତି ଗୀତ ଦ୍ବାରା ତୁମ୍ଭର ନାମକୁ ପ୍ରଶଂସା କରନ୍ତୁ।
4 Diante de vós se prosterne toda a terra, e cante em vossa honra a glória de vosso nome.
5 ଦେଖ, ଯେଉଁ ସବୁ କାର୍ୟ୍ଯ ପରମେଶ୍ବର କରିଛନ୍ତି। ସେ ସମସ୍ତ କାର୍ୟ୍ଯ ଆମ୍ଭମାନଙ୍କୁ ଆଶ୍ଚର୍ୟ୍ଯ କରେ।
5 Vinde contemplar as obras de Deus: ele fez maravilhas entre os filhos dos homens.
6 ପରମେଶ୍ବର ପର୍ୟ୍ଯାଯକ୍ରମେ ସମୁଦ୍ରକୁ ଶୁଖାଇ ଥିଲେ। ତାଙ୍କର ଲୋକ ନଦୀକୁ ଅତିକ୍ରମ କରି ଚାଲିଲେ।
6 Mudou o mar em terra firme; atravessaram o rio a pé enxuto; eis o motivo de nossa alegria.
7 ପରମେଶ୍ବର ତାଙ୍କର ମହାନ୍ ଶକ୍ତିରେ ପୃଥିବୀରେ ଶାସନ କରନ୍ତି। ପରମେଶ୍ବର ଜାତିଗଣକୁ ନିରୀକ୍ଷଣ କରନ୍ତି। ତାଙ୍କ ବିପକ୍ଷରେ ଜିଦ୍ଖୋର ହାଇେ ବିଦ୍ରୋହୀ ଭାବେ ଛିଡ଼ା ହବୋ ଉଚିତ୍ ନୁହେଁ।
7 Domina pelo seu poder para sempre, seus olhos observam as nações pagãs; que os rebeldes não levantem a cabeça.
8 ହେ ମାନବ ସମାଜ, ଆମ୍ଭ ପରମେଶ୍ବରଙ୍କର ପ୍ରଶଂସାଗାନ କର। ଉଚ୍ଚ ସ୍ବରରେ ତାଙ୍କର ମହିମା ଗାନ କର।
8 Bendizei, ó povos, ao nosso Deus, publicai seus louvores.
9 ପରମେଶ୍ବର ଆମ୍ଭମାନଙ୍କୁ ଜୀବନ ଦେଲେ ଏବଂ ଆମ୍ଭକୁ ଖସିୟିବାକୁ ଅନୁମତି ଦଇେ ନାହାନ୍ତି।
9 Foi ele quem conservou a vida de nossa alma, e não permitiu resvalassem nossos pés.
10 ହେ ପରମେଶ୍ବର, ତୁମ୍ଭେ ଆମ୍ଭକୁ ଲୋକ ବୋଲି ପରୀକ୍ଷା କରିଅଛ। ୟପରେି ଅଗ୍ନିରେ ଲୋକମାନେ ରୂପକୁ ପରୀକ୍ଷା କରନ୍ତି।
10 Pois vós nos provastes, ó Deus, acrisolastes-nos como se faz com a prata.
11 ପରମେଶ୍ବର ତୁମ୍ଭେ ଆମ୍ଭମାନଙ୍କୁ ଜାଲରେ ପକାଇଅଛ। ତୁମ୍ଭେ ଆମ୍ଭକୁ ଭାଗୀ ବୋଝ ଦଇେଅଛ।
11 Deixastes-nos cair no laço, carga pesada pusestes em nossas costas.
12 ତୁମ୍ଭେ ଆମ୍ଭର ଶତ୍ରୁମାନଙ୍କୁ ସମାନଙ୍କେର ଘୋଡ଼ାରେ ଚଢ଼ି ଆମ୍ଭମାନଙ୍କ ମସ୍ତକ ଉପରେ ୟିବାକୁ ଦଇେଛ। ତୁମ୍ଭେ ଅଗ୍ନି ଓ ଜଳ ମଧ୍ଯ ଦଇେ ଚାଲିବାକୁ କହିଛ। କିନ୍ତୁ ତୁମ୍ଭେ ଆମ୍ଭମାନଙ୍କୁ ସୁରକ୍ଷିତ ସ୍ଥାନକୁ ନଇେ ଆସିଛ।
12 Submetestes-nos ao jugo dos homens, passamos pelo fogo e pela água; mas, por fim, nos destes alívio.
13 ତଣେୁ, ମୁଁ ତୁମ୍ଭ ପବିତ୍ର ମନ୍ଦିରକୁ ହାମବେଳି ନଇେ ଆସିବି। ଯେତବେେଳେ ମୁଁ ସଂଙ୍କଟରେ ଥିଲି, ମୁଁ ତୁମ୍ଭର ସାହାୟ୍ଯ ପାଇଁ ଅନୁ ରୋଧ କରିଥିଲି।
13 É, pois, com holocaustos que entrarei em vossa casa, pagarei os votos que fiz para convosco,
14 ମୁଁ ତୁମ୍ଭ ଆଗରେ ଶପଥ କରିଛି। ବର୍ତ୍ତମାନ ମୁଁ କରିଥିବା ଶପଥ ତୁମ୍ଭକୁ ସମର୍ପଣ କରୁଛି।
14 votos proferidos pelos meus lábios, quando me encontrava na tribulação.
15 ମୁଁ ତୁମ୍ଭକୁ ମାଂସାଳ ପଶୁମାନଙ୍କୁ ପାପାର୍ଥକବଳି ଆକାରରେ ପ୍ରଦାନ କରିବି। ମୁଁ ମଷେ ସହିତ ସମାନଙ୍କେର ସୁଗନ୍ଧି ପ୍ରଦାନ କରିବି। ମୁଁ ଛାଗ ସଙ୍ଗେ ବୃଷ ବଳିଦାନ କରିବି।
15 Oferecerei em holocausto as mais belas ovelhas, com os mais gordos carneiros; imolarei touros e cabritos.
16 ହେ ସମସ୍ତ ଲୋକ ଯେଉଁମାନେ ପରମେଶ୍ବରଙ୍କୁ ଉପାସନା କର, ଆସ ଏବଂ ମୁଁ ତୁମ୍ଭମାନଙ୍କୁ କହିବି ପରମେଶ୍ବର ମାେ ପାଇଁ କ'ଣ ସବୁ କରିଛନ୍ତି।
16 Vinde, ouvi vós todos que temeis ao Senhor. Eu vos narrarei quão grandes coisas Deus fez à minha alma.
17 ମୁଁ ତାଙ୍କୁ ପ୍ରାର୍ଥନା କରିଥିଲି। ମୁଁ ତାଙ୍କର ପ୍ରଶଂସା କରିଥିଲି।
17 Meus lábios o invocaram, com minha língua o louvei.
18 ମୁଁ ୟବେେ ମାରେ ମନ ମଧ୍ୟରେ ଅଧର୍ମକୁ ଆଦର କରେ। ତବେେ ମାରେ ପ୍ରଭୁ ମାରେ କଥା ଶୁଣିବେ ନାହିଁ।
18 Se eu intentasse no coração o mal, não me teria ouvido o Senhor.
19 ପରମେଶ୍ବର ମାରେ କଥା ଶୁଣିଅଛନ୍ତି। ପରମେଶ୍ବର ମାରେ ପ୍ରାର୍ଥନା ଗ୍ରହଣ କରିଛନ୍ତି।
19 Mas Deus me ouviu; atendeu a voz da minha súplica.
20 ପରମେଶ୍ବରଙ୍କର ପ୍ରଶଂସା କର !ପରମେଶ୍ବର ମାେ ପାଖରୁ ମୁହଁ ଫରୋଇ ନାହାନ୍ତି। ସେ ମାରେ ପ୍ରାର୍ଥନା ଶୁଣିଛନ୍ତି। ପରମେଶ୍ବର ତାଙ୍କର ପ୍ରମେ ମାେତେ ଦଖାଇେଛନ୍ତି।
20 Bendito seja Deus que não rejeitou a minha oração, nem retirou de mim a sua misericórdia.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Salmos 66, comparar traduções ou montar um estudo — tudo direto pelo WhatsApp.