Salmos 64

Oriya Bible (GL_ORIYA) vs VC

Sair da comparação
VC Versão Católica
1 ହେ ପରମେଶ୍ବର, ମାହେର ଅଭିଯୋଗ ଶୁଣ। ମାେ ଶତ୍ରୁମାନେ ମାେତେ ଭୟଭୀତ କରିଛନ୍ତି। ସମାନଙ୍କେଠାରୁ ମାରେ ଜୀବନ ରକ୍ଷା କର।
1 Ao mestre de canto. Salmo de Davi. Ouvi, Senhor, minha lastimosa voz. Do terror do inimigo protegei a minha vida,
2 ମାେ ଶତ୍ରୁମାନଙ୍କର ଗୁପ୍ତମନ୍ତ୍ରଣାରୁ, ମାେତେ ରକ୍ଷା କର। ଦୁଷ୍ଟ ଲୋକମାନଙ୍କ ଦଳଠାରୁ ତୁମ୍ଭେ ମାେତେ ଲୁଚାଇ ରଖ।
2 preservai-me da conspiração dos maus, livrai-me da multidão dos malfeitores.
3 ସମାନେେ ସମାନଙ୍କେର ଜିହ୍ବାକୁ କ୍ଷୁରପରି ଶାଣିତ କରନ୍ତି, ସମାନେେ ସମାନଙ୍କେର ବିଷାକ୍ତ ଶବ୍ଦଗୁଡ଼ିକ ତୀର ତୁଲ୍ଯ ନିକ୍ଷପେ କରନ୍ତି।
3 Eles aguçam suas línguas como espadas, desferem como flechas palavras envenenadas,
4 ହଠାତ୍ ଭାବରେ ସମାନଙ୍କେର ଲୁଚିବା ସ୍ଥାନରୁ ସମାନେେ ସମାନଙ୍କେର ତୀରଗୁଡ଼ିକ ଉତ୍ତମ ନିଷ୍ଠାପର ଲୋକମାନଙ୍କ ଉପରକୁ ବିନା ଭୟରେ ନିକ୍ଷପେ କରନ୍ତି।
4 para atirarem, do esconderijo, sobre o inocente, a fim de feri-lo de improviso, não temendo nada.
5 ସମାନେେ ଭୁଲ୍ କରିବା ପାଇଁ ପରସ୍ପରକୁ ଉତ୍ସାହିତ କରନ୍ତି। ସମାନେେ ଏହା କହି ଫାନ୍ଦ ବସାଇବା ବିଷଯରେ କଥାବାର୍ତ୍ତା ହୁଅନ୍ତି, କହେି ଏଠାରେ ସଗେୁଡ଼ିକୁ ଦେଖି ପାରିବେ ନାହିଁ।
5 Obstinam-se em seus maus desígnios, concertam, às ocultas, como armar seus laços, dizendo: Quem é que nos verá?
6 କହେି ଆମ୍ଭର ଦୋଷକୁ ଆବିଷ୍କାର କରିବେ ନାହିଁ। କିଏ ଦୋଷକୁ ଅନୁସନ୍ଧାନ କରିବ ? ଆମ୍ଭମାନଙ୍କର ସଂପୂର୍ଣ୍ଣ ଯୋଜନା ଅଛି। ଲୋକମାନେ ବହୁତ କୁଟିଳ ଏବଂ ବୁଝିବା ବହୁତ କଷ୍ଟ।
6 Planejam crimes e ocultam os seus planos; insondáveis são o espírito e o coração de cada um deles.
7 କିନ୍ତୁ ହଠାତ୍ ଭାବରେ ପରମେଶ୍ବର ତାଙ୍କର ତୀର ନିକ୍ଷପେ କରିବେ ଏବଂ ଦୁଷ୍ଟମାନେ ଆଘାତ ହବେେ।
7 Mas Deus os atinge com as suas setas, eles são feridos de improviso.
8 ସମାନଙ୍କେ ନିଜ ଜିହ୍ବା ସମାନଙ୍କେୁ ଧ୍ବଂସର ବିଷଯ ଆଣିବ। ସମାନଙ୍କେୁ ୟିଏ ଦେଖିବେ ସମାନେେ ଦୁଃଖରେ ମୁଣ୍ଡ ହଲାଇବେ।
8 Sua própria língua lhes preparou a ruína. Meneiam a cabeça os que os vêem.
9 ତା' ହେଲେ ପ୍ରେତ୍ୟକକ ବ୍ଯକ୍ତି ଭୟଭୀତ ହବେେ। ସମାନେେ ପରମେଶ୍ବରଙ୍କର କାର୍ୟ୍ଯ ବିଷଯରେ କହିବେ ଏବଂ ସେ ୟାହା କରିଛନ୍ତି ସମାନେେ ତାହା ଶିକ୍ଷା କରିବେ।
9 Tomados de temor, proclamam ser obra de Deus, e reconhecem o que ele fez.
10 ଧାର୍ମିକ ଲୋକମାନେ ସଦାପ୍ରଭୁଙ୍କ ସବୋରେ ଆନନ୍ଦ କରିବେ। ସମାନେେ ତାହାଙ୍କର ଶରଣାଗତ ହବେେ। ପୁଣି ସମସ୍ତ ସଜ୍ଜନମାନେ, ସଦାପ୍ରଭୁଙ୍କର ପାଳନ କରିବେ।
10 Alegra-se o justo no Senhor e nele confia. E triunfam todos os retos de coração.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Salmos 64, comparar traduções ou montar um estudo — tudo direto pelo WhatsApp.