Salmos 63
Oriya Bible (GL_ORIYA) vs NVT
1 ହେ ପରମେଶ୍ବର, ତୁମ୍ଭେ ମାରେ ପରମେଶ୍ବର। ମୁଁ ତୁମ୍ଭକୁ ବହୁତ ଚାହୁଁଛି। ମାରେ ସମସ୍ତ ପ୍ରାଣ ତୁମ୍ଭ ପାଇଁ ଶୁଷ୍କ ଭୂମି ତୁଲ୍ଯ ତୃଷାର୍ତ୍ତ।
1 Ó Deus, tu és meu Deus; eu te busco de todo o coração. Minha alma tem sede de ti; todo o meu corpo anseia por ti nesta terra seca, exausta e sem água.
2 ହଁ, ମୁଁ ତୁମ୍ଭକୁ ପବିତ୍ର ମନ୍ଦିରରେ ଦେଖିଅଛି। ମୁଁ ତୁମ୍ଭର ପରାକ୍ରମ ଓ ଗୌରବ ଦେଖିଅଛି।
2 Eu te vi em teu santuário e contemplei teu poder e tua glória.
3 ତୁମ୍ଭର ସ୍ନହପେୂର୍ଣ୍ଣ କରୁଣା ଜୀବନ ଅପେକ୍ଷା ଉତ୍ତମ। ମାରେ ଓଷ୍ଠାଧର ତୁମ୍ଭର ପ୍ରଶଂସା ଗାନ କରେ।
3 Teu amor é melhor que a própria vida; com meus lábios te louvarei.
4 ହଁ, ମୁଁ ଜୀବନସାରା ତୁମ୍ଭର ପ୍ରଶଂସା କରିବି। ମୁଁ ତୁମ୍ଭର ନାମ ଡ଼ାକି ପ୍ରାର୍ଥନା କଲା ସମଯରେ ମାରେ ହସ୍ତ ଉଠାଇବି।
4 Sim, te louvarei enquanto viver; a ti em oração levantarei as mãos.
5 ୟମେନ୍ତ ମଦେ ଓ ମଜ୍ଜା, ସହେିପରି ମାରେ ପ୍ରାଣ ପରିତୃପ୍ତ ହବେ। ମାେ ଆନନ୍ଦିତ ଓଷ୍ଠାଧାରରେ ତୁମ୍ଭର ପ୍ରଶଂସା କରିବି।
5 Tu me satisfazes mais que um rico banquete; com cânticos de alegria te louvarei.
6 ମୁଁ ଶୟ୍ଯା ଉପରେ ଗଡ଼ୁଥିବା ସମଯରେ ତୁମ୍ଭକୁ ମନେ କରିବି। ରାତି ସମଯରେ ମଧ୍ଯ ମୁଁ ତୁମ୍ଭ ବିଷଯରେ ଭାବିବି।
6 Quando me deito, fico acordado pensando em ti, meditando a teu respeito a noite toda.
7 ପ୍ରକୃତରେ ତୁମ୍ଭେ ମାେତେ ସାହାୟ୍ଯ କଲ। ମୁଁ ତୁମ୍ଭର ପକ୍ଷ ତଳେ ଆଶ୍ରଯ ନଇେ ଆନନ୍ଦରେ ଗାନ କରିବି।
7 Pois tu és meu auxílio; à sombra de tuas asas canto de alegria.
8 ମୁଁ ତୁମ୍ଭଠାରେ ଲାଗିରହେ। ତୁମ୍ଭର ଡ଼ାହାଣ ହସ୍ତ ମାେତେ ସମର୍ଥନ କରେ।
8 Minha alma se apega a ti; tua forte mão direita me sustenta.
9 କେତକୋଳ ମାରେ ପ୍ରାଣ ନବୋ ପାଇଁ ଚେଷ୍ଟା କରୁଛନ୍ତି। କିନ୍ତୁ ସମାନଙ୍କେୁ ଧ୍ବଂସ କରାୟିବ। ସମାନେେ ନିଜ କବରରେ ମିଶି ଯିବେ।
9 Aqueles, porém, que tramam me destruir descerão às profundezas da terra.
10 ସମାନଙ୍କେୁ ଖଡ୍ଗରେ ହତ୍ଯା କରାୟିବ। ସମାନଙ୍କେର ଶବକୁ ଜଙ୍ଗଲି ଶୃଗାଳ ଖାଇବେ।
10 Morrerão pela espada e servirão de comida para os chacais.
11 କିନ୍ତୁ ରାଜା ପରମେଶ୍ବରଙ୍କଠାରେ ଆନନ୍ଦ କରିବେ। ଯେଉଁମାନେ ପରମେଶ୍ବରଙ୍କ ନାମରେ ଶପଥ କରନ୍ତି, ସମାନେେ ଆନନ୍ଦିତ ହବେେ କାରଣ ମିଥ୍ଯାବାଦୀମାନଙ୍କର ମୁଖ ବନ୍ଦ ହାଇଯେିବ।
11 O rei, contudo, se alegrará em Deus; todos que juraram falar a verdade o louvarão, mas os mentirosos serão calados.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Salmos 63, comparar traduções ou montar um estudo — tudo direto pelo WhatsApp.