Salmos 61

Oriya Bible (GL_ORIYA) vs ARC

Sair da comparação
ARC Almeida Revista e Corrigida 2009
1 ପରମେଶ୍ବର, ସାହାୟ୍ଯ ପାଇଁ ମାରେ କ୍ରନ୍ଦନ ଶୁଣ। ମାରେ ପ୍ରାର୍ଥନାରେ ମନୋୟୋଗ କର।
1 Ouve, ó Deus, o meu clamor; atende à minha oração.
2 ମୁଁ ଯେତବେେଳେ ଭୟଭୀତ ହୁଏ, ପୃଥିବୀର ଶଷେ ପ୍ରାନ୍ତରୁ ମୁଁ ତୁମ୍ଭକୁ ଡାକେ। ତୁମ୍ଭେ ମାେତେ ଉଚ୍ଚସ୍ଥାନରେ ଥିବା ନିରାପଦ ସ୍ଥାନକୁ ନଇୟୋଅ।
2 Desde o fim da terra clamo a ti, por estar abatido o meu coração. Leva-me para a rocha que é mais alta do que eu,
3 ତୁମ୍ଭେ ମାରେ ନିରାପଦ ଆଶ୍ରଯସ୍ଥଳୀ! ମାରେ ଶତ୍ରୁମାନଙ୍କ କବଳରୁ ରକ୍ଷା କରୁଥିବା ତୁମ୍ଭେ ହିଁ ମାରେ ଉଚ୍ଚ ଦୁର୍ଗ।
3 pois tens sido o meu refúgio e uma torre forte contra o inimigo.
4 ମୁଁ ଚିରଦିନ ତୁମ୍ଭ ତମ୍ବୁରେ ବାସ କରିବାକୁ ଚା ହେଁ। ମୁଁ ତୁମ୍ଭ ପକ୍ଷର ଛାଯାରେ ଆଶ୍ରଯ ନବେି।
4 Habitarei no teu tabernáculo para sempre; abrigar-me-ei no oculto das tuas asas. (Selá)
5 ହେ ପରମେଶ୍ବର, ତୁମ୍ଭେ ଶୁଣିଛ ମୁଁ ତୁମ୍ଭକୁ କ'ଣ ଦବୋପାଇଁ ପ୍ରତିଜ୍ଞା କରିଛି। ଯେଉଁମାନେ ତୁମ୍ଭକୁ ସମ୍ମାନ କରନ୍ତି, ସମାନଙ୍କେୁ ସର୍ବଦା ତୁମ୍ଭେ ୟାହା ଦିଅ, ତାହା ତୁମ୍ଭେ ମାେତେ ଦଲେ।
5 Pois tu, ó Deus, ouviste os meus votos; deste- me a herança dos que temem o teu nome.
6 ତୁମ୍ଭେ ରାଜାଙ୍କୁ ଦୀର୍ଘ ଜୀବନ ପ୍ରଦାନ କର। ତାଙ୍କୁ ଚିରଦିନ ପାଇଁ ବଞ୍ଚିବାକୁ ଦିଅ।
6 Prolongarás os dias do rei; e os seus anos serão como muitas gerações.
7 ସେ ପରମେଶ୍ବରଙ୍କ ଆଶୀର୍ବାଦରେ ଚିରଦିନ ବାସ କରିବେ। ଆପଣାର ସତ୍ଯତା ଓ ସ୍ନହପେୂର୍ଣ୍ଣ କରୁଣାନୁସାରେ ତାଙ୍କୁ ରକ୍ଷା କର।
7 Ele permanecerá diante de Deus para sempre; prepara- lhe misericórdia e verdade que o preservem.
8 ଏବଂ ମୁଁ ସର୍ବଦା ତୁମ୍ଭ ନାମର ପ୍ରଶଂସା ଗାନ କରିବି ଓ ପ୍ରେତ୍ୟକକ ଦିନ, ମୁଁ ମାରେ ପ୍ରତିଜ୍ଞା ପାଳନ କରିବି।
8 Assim, cantarei salmos ao teu nome perpetuamente, para pagar os meus votos de dia em dia.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Salmos 61, comparar traduções ou montar um estudo — tudo direto pelo WhatsApp.