Salmos 60
Oriya Bible (GL_ORIYA) vs ARA
1 ପରମେଶ୍ବର, ତୁମ୍ଭେ ଆମ୍ଭମାନଙ୍କୁ ପ୍ରତ୍ଯାଖ୍ଯାନ କରି ପରାଜିତ କରିଅଛ। ତୁମ୍ଭେ ଆମ୍ଭମାନଙ୍କ ସହିତ ରାଗିଛ। କିନ୍ତୁ ଦୟାକରି ତୁମ୍ଭେ ଆମ୍ଭମାନଙ୍କୁ ପୁନଃସ୍ଥାପନ କର।
1 Ó Deus, tu nos rejeitaste e nos dispersaste; tens estado indignado; oh! Restabelece-nos!
2 ତୁମ୍ଭେ ଧରଣୀକୁ କମ୍ପିତ କରିଅଛ ଏବଂ ତାକୁ ଦୁଇ ଭାଗରେ ବିଦୀର୍ଣ୍ଣ କରିଛ। ଏହାର ଫାଟକକୁ ମରାମତି କର, କାରଣ ଏହାର ପତନ ହେଉଅଛି।
2 Abalaste a terra, fendeste-a; repara-lhe as brechas, pois ela ameaça ruir.
3 ତୁମ୍ଭେ ଆପଣା ଲୋକମାନଙ୍କୁ ବହୁତ ସମସ୍ଯା ଦଇେଛ। ଆମ୍ଭେ ମଦ୍ଯପ ପରି ଟଳମଳ ହେଉଛୁ ଓ ପଡ଼ୁଛୁ।
3 Fizeste o teu povo experimentar reveses e nos deste a beber vinho que atordoa.
4 ତୁମ୍ଭକୁ ଉପାସନା କରୁଥିବା ଲୋକଙ୍କୁ ତୁମ୍ଭେ ସତର୍କ କରିବା ପାଇଁ ପତାକା ଉଠାଇଲ। ୟାହାଫଳରେ ସମାନେେ ନିଜକୁ ତାଙ୍କର ଶତ୍ରୁମାନଙ୍କଠାରୁ ରକ୍ଷା କରିପାରିବେ।
4 Deste um estandarte aos que te temem, para fugirem de diante do arco.
5 ୟପରେି ତୁମ୍ଭର ମହାଶକ୍ତି ବଳରେ ଆମ୍ଭକୁ ଉଦ୍ଧାର କର! ମାରେ ପ୍ରାର୍ଥନାର ଉତ୍ତର ଦିଅ। ତୁମ୍ଭେ ଶ୍ରଦ୍ଧା କରୁଥିବା ଆପଣାର ଲୋକଙ୍କୁ ରକ୍ଷାକର।
5 Para que os teus amados sejam livres, salva com a tua destra e responde-nos.
6 ପରମେଶ୍ବର ତାଙ୍କ ମନ୍ଦିରରେ କହିଲେ, ମୁଁ ୟୁଦ୍ଧରେ ଜିତିବି ଏବଂ ଜଯଲାଭ ବିଷଯରେ ବହୁତ ଖୁସି ହବେି। ତା'ପରେ ମୁଁ ଏହି ଭୂମିକୁ ମାରେ ଲୋକମାନଙ୍କ ମଧ୍ୟରେ ବାଣ୍ଟିଦବେି। ମୁଁ ଶିଖିମ ଓ ସୁକ୍କୋଥ ଉପତ୍ୟକାକୁ ସମାନଙ୍କେୁ ଦଇଦେବେି।
6 Falou Deus na sua santidade: Exultarei; dividirei Siquém e medirei o vale de Sucote.
7 ଗିଲିଯଦ ଓ ମନଃଶି ମାରେ ହବେେ। ଇଫ୍ରଯିମ ମାରେ ଶିରସ୍ତ୍ରାଣ ହବେ। ଯିହୁଦା ମାରେ ରାଜଦଣ୍ଡ ହବେ।
7 Meu é Gileade, meu é Manassés; Efraim é a defesa de minha cabeça; Judá é o meu cetro.
8 ମାୟୋବ ମାରେ ପାଦ ଧୋଇବା ପାଇଁ ପ୍ରକ୍ଷାଳନ ପାତ୍ର। ଇଦୋମ ମାରେ ପାଦୁକା ବହନ କରିବ। ମୁଁ ପଲେଷ୍ଟୀୟମାନଙ୍କୁ ପରାସ୍ତ କରିବି। ତୁମ୍ଭେ ବିଜଯ ସକାଶେ ଜଯଧ୍ବନି କର।
8 Moabe, porém, é a minha bacia de lavar; sobre Edom atirarei a minha sandália; sobre a Filístia jubilarei.
9 କିଏ ମାେତେ ସହେି ଦୃଢ଼ ନଗର ଭିତରକୁ ଆଣିବ ? କିଏ ମାେତେ ଇଦୋମ ବିରୁଦ୍ଧରେ ୟୁଦ୍ଧ କରିବା ପାଇଁ ଆଗଇେ ନବେ ? ପରମେଶ୍ବର, ତୁମ୍ଭେ ନୁହଁ କି ?
9 Quem me conduzirá à cidade fortificada? Quem me guiará até Edom?
10 କିନ୍ତୁ ତୁମ୍ଭେ ଆମ୍ଭକୁ ପ୍ରତ୍ଯାଖ୍ଯାନ କରିଛ। ପରମେଶ୍ବର, ତୁମ୍ଭେ ଆଉ ଦିନ ତମାମ ଆମ୍ଭର ଶତ୍ରୁମାନଙ୍କ ସହିତ ୟାଅ ନାହିଁ।
10 Não nos rejeitaste, ó Deus? Tu não sais, ó Deus, com os nossos exércitos!
11 ହେ ପରମେଶ୍ବର, ଶତ୍ରୁମାନଙ୍କୁ ପରାସ୍ତ କରିବାରେ ଆମ୍ଭକୁ ସହାୟ ହୁଅ। ଲୋକମାନେ ଆମ୍ଭମାନଙ୍କୁ ସାହାୟ୍ଯ କରିପାରିବେ ନାହିଁ।
11 Presta-nos auxílio na angústia, pois vão é o socorro do homem.
12 ପରମେଶ୍ବର ହିଁ ଆମ୍ଭକୁ ଶକ୍ତିଶାଳୀ କରିପାରିବେ। କବଳେ ସେ ଆମ୍ଭର ଶତ୍ରୁମାନଙ୍କୁ ପଦଦଳନ କରିପାରିବେ।
12 Em Deus faremos proezas, porque ele mesmo calca aos pés os nossos adversários.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Salmos 60, comparar traduções ou montar um estudo — tudo direto pelo WhatsApp.