Salmos 5

Oriya Bible (GL_ORIYA) vs ARA

Sair da comparação
ARA Almeida Revista e Atualizada 1993
1 ହେ ସଦାପ୍ରଭୁ ମାରେ କଥା ଶୁଣନ୍ତୁ। ବୁଝିବାକୁ ଚେଷ୍ଟା କରନ୍ତୁ ମୁଁ କ'ଣ କରିବାକୁ ଚାହୁଁଛି।
1 Dá ouvidos, Senhor , às minhas palavras e acode ao meu gemido.
2 ହେ ମାରେ ପରମେଶ୍ବର ଓ ରାଜା ମାରେ ପ୍ରାର୍ଥନା ଶୁଣ।
2 Escuta, Rei meu e Deus meu, a minha voz que clama, pois a ti é que imploro.
3 ପ୍ରତିଦିନ ସକାଳେ ହେ ସଦାପ୍ରଭୁ, ମାରେ ରବ ଶୁଣିବେ ଓ ତୁମ୍ଭ ଉଦ୍ଦେଶ୍ଯରେ ଆପଣା ପ୍ରାର୍ଥନା ସଜାଏ ଏବଂ ପ୍ରତିଦିନ ସକାଳେ ତୁମ୍ଭେ ମାରେ ପ୍ରାର୍ଥନା ଶୁଣ।
3 De manhã, Senhor , ouves a minha voz; de manhã te apresento a minha oração e fico esperando.
4 ହେ ପରମେଶ୍ବର, ତୁମ୍ଭେ କବେେ ମନ୍ଦ କାର୍ୟ୍ଯ ପସନ୍ଦ କର ନାହିଁ। କାରଣ ମନ୍ଦ କାର୍ୟ୍ଯ ସହ ତୁମ୍ଭର କୌଣସି ସମ୍ପର୍କ ନାହିଁ।
4 Pois tu não és Deus que se agrade com a iniquidade, e contigo não subsiste o mal.
5 ଗର୍ବୀମାନେ କବେେ ତୁମ୍ଭ ନିକଟକୁ ଆସିପାରିବେ ନାହିଁ। ଯେଉଁମାନେ ମନ୍ଦ କାର୍ୟ୍ଯ କରନ୍ତି ତୁମ୍ଭେ ସମାନଙ୍କେୁ ଘୃଣା କର।
5 Os arrogantes não permanecerão à tua vista; aborreces a todos os que praticam a iniquidade.
6 ଯେଉଁମାନେ ମିଥ୍ଯା କହନ୍ତି, ତୁମ୍ଭେ ସମାନଙ୍କେୁ ବିନାଶ କରିବ। ତୁମ୍ଭେ ସହେି ଲୋକମାନଙ୍କୁ ଘୃଣା କର ଯେଉଁମାନେ ଅନ୍ୟ ଲୋକମାନଙ୍କୁ ଆଘାତ କରିବାକୁ ଗୋପନ ଷଡ଼ୟନ୍ତ୍ର କରନ୍ତି।
6 Tu destróis os que proferem mentira; o
7 କିନ୍ତୁ ସଦାପ୍ରଭୁ ତୁମ୍ଭର ଅସୀମ କରୁଣା ୟୋଗୁ। ମୁଁ ନିଶ୍ଚଯ ତୁମ୍ଭ ପବିତ୍ର ମନ୍ଦିରରେ ପହଞ୍ଚିବି। ମୁଁ ନତମସ୍ତକରେ ତୁମ୍ଭର ସହେି ପବିତ୍ର ମନ୍ଦିରରେ ତୁମ୍ଭକୁ ଭୟ ଭକ୍ତି ଓ ସମ୍ମାନର ସହିତ ଉପାସନା କରିବି।
7 porém eu, pela riqueza da tua misericórdia, entrarei na tua casa e me prostrarei diante do teu santo templo, no teu temor.
8 ହେ ସଦାପ୍ରଭୁ ମାେତେ ତୁମ୍ଭର ଧର୍ମ ପଥରେ ପ୍ରଦର୍ଶନ କର। ଲୋକମାନେ ମାରେ ଦୁର୍ବଳତାକୁ ଚାହିଁ ବସିଛନ୍ତି। ତଣେୁ ମାେତେ ଉଚିତ ମାର୍ଗ ପ୍ରଦର୍ଶନ କରି ଧର୍ମ ପଥରେ କଢ଼ାଇ ନିଅ। ମାରେ ପଥକୁ ସରଳ କର।
8 Senhor , guia-me na tua justiça, por causa dos meus adversários; endireita diante de mim o teu caminho;
9 ସହେି ଲୋକମାନେ କବେେ ସତ୍ଯ କଥା କହନ୍ତି ନାହିଁ। ସମାନେେ ସବୁ ମିଥ୍ଯାବାଦୀ, ସତ୍ଯକୁ ଗୋପନ ରଖନ୍ତି। ସମାନଙ୍କେର ପାଟି ଏକ କବର ସ୍ବରୂପ। ସମାନେେ ଅନାବୃତ ମଧୁର କଥା କହି ଲୋକଙ୍କୁ ବିପଥଗାମୀ କରନ୍ତି ଓ ସମାନଙ୍କେ ଉଦ୍ଦେଶ୍ଯ ହେଲା ଅନ୍ୟ ଲୋକଙ୍କୁ ଫାନ୍ଦରେ ପକାଇବା।
9 pois não têm eles sinceridade nos seus lábios; o seu íntimo é todo crimes; a sua garganta é sepulcro aberto, e com a língua lisonjeiam.
10 ହେ ପରମେଶ୍ବର ସମାନଙ୍କେୁ ଶାସ୍ତି ଦିଅ। ସମାନେେ ବାନ୍ଧିଥିବା ଫାଶରେ ସମାନଙ୍କେୁ ପକାଇ ଦିଅ। ସମାନେେ ତୁମ୍ଭର ବିରୁଦ୍ଧାଚରଣ କରିଛନ୍ତି, ତଣେୁ ସମାନଙ୍କେର ଅନକେ ଅପରାଧ ପାଇଁ ସମାନଙ୍କେୁ ଶାସ୍ତି ବିଧାନ କର।
10 Declara-os culpados, ó Deus; caiam por seus próprios planos. Rejeita-os por causa de suas muitas transgressões, pois se rebelaram contra ti.
11 କିନ୍ତୁ ଯେଉଁମାନେ ପରମେଶ୍ବରଙ୍କ ଉପରେ ବିଶ୍ବାସ ରଖନ୍ତି, ସମାନେେ ସୁଖରେ ରୁହନ୍ତି ଏବଂ ସମାନେେ ଚିରଦିନ ପାଇଁ ସୁଖରେ ରୁହନ୍ତି। ପରମେଶ୍ବର ତୁମ୍ଭେ ଆପଣା ଲୋକମାନଙ୍କୁ ରକ୍ଷା କର ଏବଂ ଯେଉଁମାନେ ତୁମ୍ଭର ନାମର ପ୍ରଶଂସା କରନ୍ତି, ସମାନଙ୍କେୁ ଅଧିକ ଶକ୍ତି ପ୍ରଦାନ କର।
11 Mas regozijem-se todos os que confiam em ti; folguem de júbilo para sempre, porque tu os defendes; e em ti se gloriem os que amam o teu nome.
12 ହେ ସଦାପ୍ରଭୁ ଯେତବେେଳେ ତୁମ୍ଭେ ଧାର୍ମିକ ଲୋକମାନଙ୍କୁ ଆନନ୍ଦ ପ୍ରଦାନ କର, ତୁମ୍ଭେ ସମାନଙ୍କେୁ ବିରାଟ ଢ଼ାଲ ସଦୃଶ ସମସ୍ତ କୁକାର୍ୟ୍ଯରୁ ରକ୍ଷା କର।
12 Pois tu, Senhor , abençoas o justo e, como escudo, o cercas da tua benevolência.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Salmos 5, comparar traduções ou montar um estudo — tudo direto pelo WhatsApp.