Salmos 58

Oriya Bible (GL_ORIYA) vs NTLH

Sair da comparação
NTLH Nova Tradução na Linguagem de Hoje 2000
1 ବିଚାରକଗଣ !ତୁମ୍ଭେ ନ୍ଯାଯ ଭାବରେ କୁହ କି ? ତୁମ୍ଭେ ଲୋକମାନଙ୍କର ଧର୍ମ ବିଚାର କର କି ?
1 Será que vocês, autoridades, dão sentenças justas? Será que julgam com justiça as pessoas?
2 ନା, ତୁମ୍ଭେ କବଳେ ମନ୍ଦକାର୍ୟ୍ଯ କରିବା ପାଇଁ ଚିନ୍ତା କରୁଛ। ତୁମ୍ଭମାନେେ ନିଜେ ଏହି ଦେଶରେ ଅପରାଧ କରୁଛି।
2 Não. Vocês só pensam em fazer o mal e cometem crimes de violência no país.
3 ସହେି ଦୁଷ୍ଟ ଲୋକମାନେ ଜନ୍ମ ହବୋ ମାତ୍ରେ ବିପଥଗାମୀ। ସମାନେେ ଜନ୍ମଠାରୁ ମିଥ୍ଯାବାଦୀ।
3 Os maus passam a vida praticando o mal; desde o dia em que nascem, só contam mentiras.
4 ସମାନଙ୍କେର କୋର୍ଧ ସର୍ପର ବିଷତୁଲ୍ଯ ବିପଦପୂର୍ଣ୍ଣ। ଆଉ ନାଗସାପ ପରି ୟିଏ ଶୁଣିପାରିବ ନାହିଁ, ସମାନେେ ସତ କଥା ଶୁଣିବାକୁ ବାରଣ କରନ୍ତି।
4 Estão cheios de veneno como as cobras; tapam os ouvidos como uma cobra que se faz de surda,
5 ସାପୁଆକଳୋମାନଙ୍କର ବାଦ୍ଯ କିଅବା ଗୀତକୁ ନାଗସାପ ଶୁଣି ପାରିବ ନାହିଁ। ଆଉ ସହେି ମନ୍ଦ ଲୋକମାନେ ସହେିପରି, ଯେତବେେଳେ ସମାନେେ ସମାନଙ୍କେର ମନ୍ଦ ଯୋଜନା କରନ୍ତି।
5 que não quer ouvir a voz do encantador de serpentes.
6 ହେ ପରମେଶ୍ବର, ସହେି ଲୋକମାନେ ସିଂହ ପରି। ତଣେୁ ହେ ପରମେଶ୍ବର, ସମାନଙ୍କେର ଦାନ୍ତସବୁ ଭାଙ୍ଗି ଦିଅ।
6 Ó Deus, quebra os dentes dos maus! Ó desses leões ferozes!
7 ସମାନେେ ବହନ୍ତା ଜଳପରି ଅନ୍ତର୍ଦ୍ଧାନ ହାଇେ ୟାଆନ୍ତୁ। ରାସ୍ତାର ଘାସ ତୁଲ୍ଯ ସମାନେେ ପଦଦଳିତ ହୁଅନ୍ତୁ।
7 Que os maus desapareçam como a água derramada na terra! Que sejam esmagados como a erva que nasce no caminho!
8 ଶାମୁକା ଗତି କଲା ବେଳେ ତରଳି ୟିବା ପରି ସମାନେେ ତରଳି ୟାଆନ୍ତୁ। ସୂର୍ୟ୍ଯା ଲୋକ ଦେଖି ନ ଥିବା ମୃତବସ୍ଥାରେ ଜନ୍ମଲାଭ କରିଥିବା ସନ୍ତାନ ପରି ହୁଅନ୍ତୁ।
8 Que se derretam como o caracol na lama! Que sejam como a criança que nasce morta, que nunca viu a luz do sol!
9 ଜ୍ବଳନ୍ତା କଣ୍ଟା ହାଣ୍ଡିକୁ ଗଲାପରି ସମାନେେ ଶୀଘ୍ର ଧ୍ବଂସ ହୁଅନ୍ତି।
9 Antes que os maus percebam o que está acontecendo, serão cortados como mato. Enquanto ainda estiverem vivos, Deus, em sua fúria terrível, os expulsará com um sopro.
10 ଜଣେ ଧାର୍ମିକ ଲୋକ ଯେତବେେଳେ ସହେି ଦୁଷ୍ଟ ଲୋକମାନଙ୍କୁ ଦଣ୍ଡିତ ହବୋର ଦେଖେ, ସେ ଆନନ୍ଦିତ ହବେ।
10 Os bons ficarão contentes ao verem os maus sendo castigados; os bons lavarão os pés no sangue deles.
11 ଯେତବେେଳେ ଏପରି ଘଟେ, ଲୋକମାନେ କହିବେ, ଏଣୁ ଯେଉଁ ଲୋକମାନେ ୟାହା ଧାର୍ମିକ ତାହା କରନ୍ତି, ସତରେ ପୁରସ୍କୃତ ଅଟନ୍ତି। ସତରେ ପରମେଶ୍ବର ଅଛନ୍ତି, ୟିଏ ପୃଥିବୀ ଉପରେ ବିଚାର କରନ୍ତି।
11 E as pessoas dirão: “De fato, os bons são recompensados. Realmente existe um Deus que julga o mundo.”

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Salmos 58, comparar traduções ou montar um estudo — tudo direto pelo WhatsApp.