Salmos 57

Oriya Bible (GL_ORIYA) vs NTLH

Sair da comparação
NTLH Nova Tradução na Linguagem de Hoje 2000
1 ହେ ପରମେଶ୍ବର, ମାେ ଉପରେ ଦୟାକର। ମାେ ଉପରେ ଦୟାକର, କାରଣ ମୁଁ ସୁରକ୍ଷା ପାଇଁ ତୁମ୍ଭ ନିକଟକୁ ଆସେ। ବିପଦ ବହିୟିବା ପର୍ୟ୍ଯନ୍ତ ମୁଁ ତୁମ୍ଭ ପକ୍ଷର ଛାଯାରେ ଶରଣ ନବୋକୁ ଆସିଛି।
1 Tem misericórdia de mim, ó Deus, tem misericórdia, pois em ti procuro segurança! Na sombra das tuas asas eu encontro proteção até que passe o perigo.
2 ମୁଁ ସର୍ବୋପରିସ୍ଥ ପରମେଶ୍ବରଙ୍କ ନିକଟରେ ସାହାୟ୍ଯ ପାଇଁ ପ୍ରାର୍ଥନା କରିବି। ଏବଂ ପରମେଶ୍ବର ମାରେ ସମ୍ପୂର୍ଣ୍ଣ ଭାବରେ ରକ୍ଷା କରିବେ !
2 Eu chamo o Deus Altíssimo; eu chamo a Deus, que me ajuda em tudo.
3 ସେ ସ୍ବର୍ଗରୁ ମାେତେ ସାହାୟ୍ଯ କରନ୍ତି ଓ ରକ୍ଷା କରନ୍ତି। ଯେଉଁମାନେ ମାେତେ ଆକ୍ରମଣ କରନ୍ତି, ସେ ସମାନଙ୍କେୁ ଲଜ୍ଜିତ କରନ୍ତି। ପରମେଶ୍ବର ତାଙ୍କର ସ୍ବର୍ଗୀଯ ପ୍ରମେ ଓ ବିଶ୍ବସ୍ତ ମଙ୍ଗଳ ପ୍ରଦାନ କରନ୍ତି।
3 Do céu, ele me responderá e me salvará; ele derrotará os que me atacam. Deus me mostrará o seu amor e a sua fidelidade.
4 ମାରେ ଜୀବନ ସଙ୍କଟପୂର୍ଣ୍ଣ। ମାରେ ଶତ୍ରୁମାନେ ମାରେ ଚତୁଃପାଶର୍‌ବରେ ଘରେି ରହିଛନ୍ତି। ସମାନେେ ମଣିଷ ଖିଆ ସିଂହ ପରି। ସମାନଙ୍କେର ଦାନ୍ତ ବର୍ଚ୍ଛା ଓ ବାଣ ତୁଲ୍ଯ। ସମାନଙ୍କେର ଜିହ୍ବା ତୀକ୍ଷ୍ମ ଖଡ୍ଗ ତୁଲ୍ଯ।
4 Estou cercado de inimigos; eles são como leões, e querem me devorar. Os seus dentes são como lanças e flechas, e a língua deles, como espada afiada.
5 ପରମେଶ୍ବର, ସ୍ବର୍ଗ ଉପରେ ଜାଗି ଉଠ। ସମୁଦାଯ ଭୂମଣ୍ଡଳ ଉପରେ ତୁମ୍ଭର ମହିମା ଆଚ୍ଛାଦିତ ହେଉ।
5 Ó Deus, mostra a tua grandeza nos céus, e que a tua no mundo inteiro!
6 ମାରେ ଶତ୍ରୁମାନେ ମାେତେ ଫାନ୍ଦରେ ପକାଇବାକୁ ମାେ ପାଇଁ ଜାଲ ବିସ୍ତାର କରିଛନ୍ତି। ସମାନେେ ମାେ ପାଇଁ ଏକ ବଡ଼ ଗାତ ଖାେଳିଛନ୍ତି। କିନ୍ତୁ ସମାନେେ ନିଜେ ସେଥିରେ ପଡ଼ିଛନ୍ତି।
6 Os meus inimigos armaram uma armadilha para me pegar, e eu fiquei muito aflito. Fizeram uma cova no meu caminho, mas eles mesmos caíram nela.
7 ମାରେ ହୃଦଯ ସ୍ଥିର ଅଟେ। ପରମେଶ୍ବର ମାରେ ହୃଦଯ ସ୍ଥିର ଅଟେ। ମୁଁ ତାଙ୍କର ପ୍ରଶଂସା ଓ ଗାନ କରିବି।
7 O meu coração está firme, ó Deus, bem firme; eu cantarei hinos em teu louvor.
8 ଜାଗ୍ରତ ହୁଅ, ହେ ମାରେ ପ୍ରାଣ !ଜାଗ୍ରତ ହୁଅ ! ନବେଲ ଓ ବୀଣା, ଜାଗ୍ରତ ହୁଅ ଓ ମୁଁ ଅତି ପ୍ରଭାତରେ ଜାଗ୍ରତ ହବେି।
8 Acorde, meu coração! Minha Eu acordarei o sol.
9 ହେ ପ୍ରଭୁ, ପ୍ରେତ୍ୟକକ ବ୍ଯକ୍ତି ସମ୍ମୁଖରେ ମୁଁ ତୁମ୍ଭର ଗୁଣଗାନ କରିବି। ମୁଁ ପ୍ରେତ୍ୟକକ ଜାତିଗଣ ମଧ୍ୟରେ ତୁମ୍ଭ ପ୍ରଶଂସାର ଗୀତ ଗାଇବି।
9 Senhor, eu te darei graças no meio das nações; eu te louvarei entre os povos.
10 ତୁମ୍ଭର ପ୍ରମେ ଆକାଶ ପରି ଉଚ୍ଚ। ତୁମ୍ଭର ବିଶ୍ବସନୀଯତା ମେଘମାଳାକୁ ସ୍ପର୍ଶ କରୁଛି।
10 O teu amor chega até os céus, e a tua fidelidade, até as nuvens.
11 ପରମେଶ୍ବର, ସ୍ବର୍ଗ ଉପରେ ଉଠ। ତୁମ୍ଭର ମହିମା ସାରାପୃଥିବୀକୁ ଆଚ୍ଛାଦନ କରୁ।
11 Ó Deus, mostra a tua grandeza nos céus, e que a tua glória brilhe no mundo inteiro!

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Salmos 57, comparar traduções ou montar um estudo — tudo direto pelo WhatsApp.