Salmos 56

Oriya Bible (GL_ORIYA) vs ACF

Sair da comparação
ACF Almeida Corrigida Fiel
1 ହେ ପରମେଶ୍ବର, ମାେତେ ଦୟା କର। ଲୋକମାନେ ମାେତେ ଆକ୍ରମଣ କରିବାକୁ ଉଦ୍ଯମ କଲେ। ସମାନେେ ନିରନ୍ତର ଭାବରେ ମାେତେ ଅନୁଧାବନ କରୁଛନ୍ତି ଓ ୟୁଦ୍ଧ କରି ଆସୁଛନ୍ତି।
1 Tem misericórdia de mim, ó Deus, porque o homem procura devorar-me; pelejando todo dia, me oprime.
2 ମାରେ ଶତ୍ରୁମାନେ ନିରନ୍ତର ଭାବରେ ମାେତେ ଆକ୍ରମଣ କରିବାକୁ ଉଦ୍ଯମ ସହେି ୟୋଦ୍ଧାମାନଙ୍କର ସଂଖ୍ଯା ବହୁତ। ହେ ସର୍ବୋପରିସ୍ଥ ପରମେଶ୍ବର
2 Os meus inimigos procuram devorar-me todo dia; pois são muitos os que pelejam contra mim, ó Altíssimo.
3 ମୁଁ ଭୀତ ହବୋ ସମଯରେ ତୁମ୍ଭ ଉପରେ ନିର୍ଭର କରେ।
3 Em qualquer tempo em que eu temer, confiarei em ti.
4 ପରମେଶ୍ବରଙ୍କ ଉପରେ ମୁଁ ନିର୍ଭର କରେ। ତାଙ୍କର ପ୍ରତିଜ୍ଞା ପାଇଁ ମୁଁ ତାଙ୍କୁ ପ୍ରଶଂସା କରେ। ମୁଁ ପରମେଶ୍ବରଙ୍କ ଉପରେ ନିର୍ଭର କରେ, ତଣେୁ ମୁଁ ଭୟ କରିବି ନାହିଁ। ଲୋକମାନେ ମାେତେ କ'ଣ କରିପାରିବେ ?
4 Em Deus louvarei a sua palavra, em Deus pus a minha confiança; não temerei o que me possa fazer a carne.
5 ମାରେ ଶତ୍ରୁମାନେ ମାରେ କଥାକୁ ରୂପ ବଦଳାଇ ବିପରୀତ ଅର୍ଥ କରୁଛନ୍ତି। ସମାନେେ ମାେତେ ସର୍ବଦା କୁମନ୍ତ୍ରଣାରେ ଅନିଷ୍ଟ କରୁଛନ୍ତି।
5 Todos os dias torcem as minhas palavras; todos os seus pensamentos são contra mim para o mal.
6 ସମାନେେ ମାେତେ ହତ୍ଯା କରିବାର ଆଶା ନଇେ ଲୁଚି ରହନ୍ତି ଓ ମାରେ ପ୍ରେତ୍ୟକକ ଗତିବିଧି ଲକ୍ଷ୍ଯ କରନ୍ତି।
6 Ajuntam-se, escondem-se, marcam os meus passos, como aguardando a minha alma.
7 କାରଣ ସମାନଙ୍କେର ଅଧର୍ମ ପାଇଁ, ସମାନଙ୍କେୁ ପଳାଇ ୟିବାକୁ ଦିଅ ନାହିଁ। ପରମେଶ୍ବର !ତୁମ୍ଭ କୋର୍ଧରେ ସହେି ଜାତିଗଣକୁ ନିମ୍ନ ଆଡ଼କୁ ନଇେଆସ।
7 Porventura escaparão eles por meio da sua iniqüidade? Ó Deus, derruba os povos na tua ira!
8 ତୁମ୍ଭେ ନିଶ୍ଚଯ ମାରେ ଦୁଃଖର ହିସାବ ରଖିଥିବି। ତୁମ୍ଭେ ନିଶ୍ଚିତଭାବରେ ଜାଣିଥିବ ୟେ, ମୁଁ କେତେ କ୍ରନ୍ଦନ କଲି। ନିଶ୍ଚିତରେ ତୁମ୍ଭେ ମାରେ ସମସ୍ତ ଅଶ୍ରୁଜଳରେ ହିସାବ ରଖିଛ।
8 Tu contas as minhas vagueações; põe as minhas lágrimas no teu odre. Não estão elas no teu livro?
9 ମୁଁ ଜାଣେ କେତବେେଳେ ମୁଁ ସାହାୟ୍ଯ ପାଇଁ ଡ଼ାକିବି, ମାରେ ଶତ୍ରୁଗଣ ବୁଲିପଡ଼ିବେ ଏବଂ ଦୌଡ଼ିବେ। ମୁଁ ତାହା ଜାଣେ କାରଣ ତୁମ୍ଭେ ମାରେ ପରମେଶ୍ବର।
9 Quando eu a ti clamar, então voltarão para trás os meus inimigos: isto sei eu, porque Deus é por mim.
10 ମୁଁ ପରମେଶ୍ବରଙ୍କ ବାକ୍ଯର ପ୍ରଶଂସା କରିବି। ସଦାପ୍ରଭୁ ମାେତେ କରିଥିବା ପ୍ରତିଜ୍ଞା ପାଇଁ ମୁଁ ତାଙ୍କର ପ୍ରଶଂସା କରିବି।
10 Em Deus louvarei a sua palavra; no Senhor louvarei a sua palavra.
11 ପରମେଶ୍ବରଙ୍କ ଉପରେ ମୁଁ ନିର୍ଭର କରେ। ତଣେୁ ମୁଁ ଭୟ କରିବି ନାହିଁ। ଲୋକମାନେ ମାରେ କ'ଣ କରିବେ !
11 Em Deus tenho posto a minha confiança; não temerei o que me possa fazer o homem.
12 ହେ ପରମେଶ୍ବର, ତୁମ୍ଭ ନିକଟରେ କରିଥିବା ପ୍ରତିଜ୍ଞା, ମୁଁ ପୂରଣ କରିବି। ମୁଁ ତୁମ୍ଭକୁ ଧନ୍ଯବାଦ ରୂପକ ନବୈେଦ୍ଯ ଦବେି।
12 Os teus votos estão sobre mim, ó Deus; eu te renderei ações de graças;
13 କାରଣ ତୁମ୍ଭେ ମାେତେ ମୃତ୍ଯୁମୁଖରୁ ରକ୍ଷା କରିଛ, ମାେତେ ପରାସ୍ତ ହବୋରୁ ଉଦ୍ଧାର କରିଛ। ତଣେୁ ମୁଁ ପରମେଶ୍ବରଙ୍କ ଉପସ୍ଥିତିରେ ଚାଲିବି, ଜୀବନ ପ୍ରଦାନକାରୀ ରଶ୍ମି ତୁଲ୍ଯ। ଯେଉଁ ରଶ୍ମି ମାେତେ ଜୀବନ ପ୍ରଦାନ କରିଅଛି, ସହେି ପରମେଶ୍ବରଙ୍କ ପାଇଁ ବଞ୍ଚିବି।
13 Pois tu livraste a minha alma da morte; não livrarás os meus pés da queda, para andar diante de Deus na luz dos viventes?

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Salmos 56, comparar traduções ou montar um estudo — tudo direto pelo WhatsApp.