Salmos 55
Oriya Bible (GL_ORIYA) vs NVT
1 ହେ ପରମେଶ୍ବର, ମାରେ ପ୍ରାର୍ଥନା ଗ୍ରହଣ କର। ମାରେ କରୁଣା ପ୍ରାପ୍ତି କରୁଥିବା ପ୍ରାର୍ଥନାକୁ ଉପେକ୍ଷା କର ନାହିଁ।
1 Ouve minha oração, ó Deus! Não ignores meu clamor por socorro!
2 ଦୟାକରି ମାରେ କଥା ଶୁଣ ଓ ମାେତେ ଉତ୍ତର ଦିଅ। ମାେତେ ତୁମ୍ଭକୁ କହିବାକୁ ଦିଅ ଏବଂ ତୁମ୍ଭଙ୍କୁ କହିବି, ୟାହା ମାେତେ ବ୍ଯତିବ୍ଯସ୍ତ କରେ।
2 Ouve-me e responde-me, pois estou sobrecarregado e confuso.
3 ମାରେ ଶତ୍ରୁ ମାେତେ ଭୟଭୀତ କଲେ। ସହେି ଦୁଷ୍ଟ ଲୋକଟି ମାେ ଉପରେ ପାଟି କଲା। ମାରେ ଶତ୍ରୁମାନେ ମାେ ଉପରେ ବିରକ୍ତି ହାଇେ ଆକ୍ରମଣ କଲେ। ସମାନେେ ମାେ ଉପରେ ବିଭିନ୍ନ ବିପଦ ଆଣିଲେ।
3 Meus inimigos gritam contra mim e fazem ameaças perversas. Sobre mim trazem desgraças e me perseguem furiosamente.
4 ମାେ ଅନ୍ତରରେ ମାରେ ହୃଦଯ ଅତ୍ଯନ୍ତ ବିଦୀର୍ଣ୍ଣ ହେଉଅଛି। ମୁଁ ମୃତ୍ଯୁକୁ ବହୁତ ଭୟ କରୁଛି।
4 Dentro do peito, meu coração acelera; o terror da morte se apodera de mim.
5 ମାେତେ ଭୟ ଓ କମ୍ପ ଆକ୍ରମଣ କରିଅଛି, ଆଉ ମହାତ୍ରାସ ମାେତେ ଆଚ୍ଛନ୍ନ କରିଅଛି।
5 Sou tomado de medo e pânico, e não consigo parar de tremer.
6 ଆଃ ୟବେେ କପୋତ ପରି ମାରେ ପକ୍ଷ ଥାଆନ୍ତା ତବେେ ମୁଁ ଉଡ଼ିୟାଆନ୍ତି ଓ ବିଶ୍ରାମ ପାଇଁ ସ୍ଥାନ ବାଛନ୍ତି।
6 Quem dera eu tivesse asas como a pomba; voaria para longe e encontraria descanso.
7 ଦେଖ ! ତବେେ ମୁଁ ଦୂରରୁ ଭ୍ରମଣ କରି ମୁଁ ମରୁଭୂମି ମଧ୍ଯକୁ ପଳାନ୍ତି।
7 Sim, fugiria para bem longe, para o sossego do deserto. Interlúdio
8 ମୁଁ ପ୍ରବଳ ବାଯୁ ଓ ତାଫୋନ ମଧ୍ଯରୁ ତରବର ହାଇେ ଏକ ନିରାପଦ ସ୍ଥାନ ଖାଜୋଣ କରେ।
8 Sim, eu me apressaria em escapar para um lugar distante do vendaval e da tempestade.
9 ହେ ମାରେ ପ୍ରଭୁ, ସମାନଙ୍କେୁ ବିନାଶ କର। ସମାନଙ୍କେର ବକ୍ତୃତାକୁ ପଣ୍ଡ କର। ମୁଁ ନଗର ମଧ୍ୟରେ ଦୌରାତ୍ମ୍ଯ ଓ କଳହ ଦେଖିଛି।
9 Confunde-os, Senhor, e frustra seus planos, pois vejo violência e conflito na cidade.
10 ନଗରରେ ଦିନରାତି, ପ୍ରେତ୍ୟକକଙ୍କ ପଡ଼ୋଶୀମାନଙ୍କଠାରେ ଦୋଷ ଓ ଅସଭ୍ଯତା ପୁରି ରହିଛି।
10 Dia e noite os muros são guardados de invasores, mas a perversidade e a maldade estão do lado de dentro.
11 ଅପରାଧ ସବୁଠାରେ ପ୍ରଚଳିତ ଅଛି। ଅରାଜକତା ପ୍ରତାରଣା ସର୍ବସାଧାରଣ ସ୍ଥାନ କବେେ ଛାଡ଼ି ନାହିଁ।
11 Tudo está desmoronando; ameaça e engano correm soltos pelas ruas.
12 ୟଦି କୌଣସି ଶତ୍ରୁ ମାେତେ ତିରସ୍କାର କଲା ମୁଁ ସହନ୍ତି। ୟଦି ମାରେ ଶତ୍ରୁମାନେ ମାେ ବିରୁଦ୍ଧରେ ଆକ୍ରମଣ କରନ୍ତି। ମୁଁ ତାଙ୍କଠାରୁ ନିଜକୁ ଲୁଚାନ୍ତି।
12 Não é meu inimigo que me insulta; se fosse, eu poderia suportar. Não são meus adversários que se levantam contra mim; deles eu poderia me esconder.
13 କିନ୍ତୁ ତୁମ୍ଭେ ମାରେ ସହୟୋଗୀ, ସହପାଠୀ ଓ ସାଂଗମାନେ, ୟିଏ ଏହା କରନ୍ତି।
13 Antes, é você, meu igual, meu companheiro e amigo chegado.
14 ଆମ୍ଭମାନେେ ଏକତ୍ର ଗୁପ୍ତ ମନ୍ତ୍ରଣା କଲୁ। ଆମ୍ଭମାନେେ ଲୋକମାନଙ୍କ ସଙ୍ଗେ ପରମେଶ୍ବରଙ୍କ ମନ୍ଦିରକୁ ଗଲୁ।
14 Como era agradável a comunhão que desfrutávamos quando acompanhávamos a multidão à casa de Deus!
15 ମୁଁ ଇଚ୍ଛା କରେ ୟେ, ମୃତ୍ଯୁ ମାରେ ଶତ୍ରୁଗଣଙ୍କୁ ହଠାତ୍ ଆକ୍ରମଣ କରୁ, ମୁଁ ଇଚ୍ଛାକରେ ପୃଥିବୀ ଖାଲିେ ହାଇଯୋଉ ଓ ସମାନଙ୍କେୁ ଜିଅନ୍ତା ଗ୍ରାସ କରି ଗମନ କରନ୍ତୁ। କାରଣ ସମାନଙ୍କେର ବାସସ୍ଥାନରେ ସମାନଙ୍କେ ମଧ୍ୟରେ ଦୁଷ୍ଟତା ଅଛି।
15 Que a morte apanhe meus inimigos de surpresa; que desçam vivos à sepultura, pois a maldade mora dentro deles.
16 ମୁଁ ପରମେଶ୍ବରଙ୍କଠାରେ ସାହାୟ୍ଯ ପାଇଁ ପ୍ରାର୍ଥନା କରିବି। ଏବଂ ସଦାପ୍ରଭୁ ମାେତେ ରକ୍ଷା କରିବେ।
16 Eu, porém, invocarei a Deus, e o S
17 ମୁଁ ସନ୍ଧ୍ଯା, ସକାଳେ ଓ ମଧ୍ଯାହ୍ନରେ ପରମେଶ୍ବରଙ୍କୁ କଥା କହିଲି। ମୁଁ ତାଙ୍କୁ କୁ ହେ, ମାେତେ କ'ଣ ବ୍ଯସ୍ତ କରୁଅଛି ଏବଂ ସେ ମାରେ କଥା ଶୁଣନ୍ତି !
17 Pela manhã, ao meio-dia e à noite, clamo angustiado, e ele ouve minha voz.
18 ସେ ୟୁଦ୍ଧରେ ମାରେ ଜୀବନ ରକ୍ଷା କରିଛନ୍ତି। ଯେତବେେଳେ ବହୁତ ଲୋକ ମାେ ବିରୁଦ୍ଧରେ ଥିଲେ।
18 Ele me resgata e me mantém a salvo na batalha, embora muitos ainda estejam contra mim.
19 ପରମେଶ୍ବର, ୟିଏ ଦୀର୍ଘଦିନ ଧରି ରାଜତ୍ବ କରିଛନ୍ତି, ମାେ କଥା ଶୁଣିବେ ଓ ସମାନଙ୍କେୁ ଦଣ୍ଡିତ କରିବେ।
19 Deus, que governa desde a eternidade, me ouvirá e lhes dará o que merecem. Interlúdio Pois meus inimigos não querem mudar sua conduta; eles não temem a Deus.
20 ମାରେ ଶତ୍ରୁମାନେ ସମାନଙ୍କେର ଜୀବନ ଧାରଣର ପଥ ବଦଳାଇବେ ନାହିଁ। ସମାନେେ ପରମେଶ୍ବରଙ୍କୁ ଭୟ କରନ୍ତି ନାହିଁ କି ସମ୍ମାନ ଦିଅନ୍ତି ନାହିଁ।
20 Quanto a meu companheiro, ele traiu seus amigos e não cumpriu suas promessas.
21 ମାରେ ଶତ୍ରୁ ତା'ର ସାଙ୍ଗମାନଙ୍କୁ ଆକ୍ରମଣ କରେ ଏବଂ ତା'ର ପ୍ରତିଜ୍ଞା ଭଂଗ କରେ। ତା'ର କଥାଗୁଡ଼ିକ ଲବଣୀ ତୁଲ୍ଯ ଚିକ୍କଣ। କିନ୍ତୁ ତା ହୃଦଯରେ ଘୃଣା ଅଛି। ତା'ର କଥାଗୁଡ଼ିକ ତଲେ ସଦୃଶ ଦିଛିଳ, କିନ୍ତୁ ସଗେୁଡ଼ିକ ଧାରୁଆ ଖଡ୍ଗ ତୁଲ୍ଯ କାଟନ୍ତି।
21 Sua fala é macia como manteiga, mas em seu coração há guerra. Suas palavras são suaves como azeite, mas na verdade são punhais.
22 ତୁମ୍ଭେ ସଦାପ୍ରଭୁଙ୍କୁ ଆପଣାର ଭାର ଦଇଦେିଅ, ତହିଁରେ ସେ ତୁମ୍ଭର ଯତ୍ନ ନବେେ। ସଦାପ୍ରଭୁ ଧାର୍ମିକ ଲୋକମାନଙ୍କୁ କଦାପି ପରାଜିତ ହବୋକୁ ଦବେେ ନାହିଁ।
22 Entregue suas aflições ao S enhor , e ele cuidará de você; jamais permitirá que o justo tropece e caia.
23 ତୁମ୍ଭର ଚୁକ୍ତିର ଅଂଶ ରୂପେ ପରମେଶ୍ବର ସହେି ମିଥ୍ଯାବାଦୀମାନଙ୍କୁ ଓ ହତ୍ଯାକାରୀମାନଙ୍କୁ ସମାନଙ୍କେର ଜୀବନ ଅଧା ମଧ୍ଯ ଶଷେ ନ ହାଇେଥିବା ପୂର୍ବରୁ କବରକୁ ପଠଇେ ଦିଅନ୍ତି ! ମାରେ ଚୁକ୍ତିର ଅଂଶ ରୂପେ ମୁଁ ମାରେ ବିଶ୍ବାସ ତୁମ୍ଭଠାରେ କରିବି।
23 Tu, porém, ó Deus, lançarás os perversos no abismo de destruição. Assassinos e mentirosos morrerão ainda jovens, mas eu sempre confiarei em ti.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Salmos 55, comparar traduções ou montar um estudo — tudo direto pelo WhatsApp.