Salmos 53
Oriya Bible (GL_ORIYA) vs NTLH
1 କବଳେ ନିର୍ବୋଧଗଣ ଭାବନ୍ତି, ପରମେଶ୍ବର ନାହାନ୍ତି। ସମାନେେ ଦୁର୍ନିତୀଗ୍ରସ୍ତ ଓ ସମାନଙ୍କେର କୁକର୍ମଗୁଡ଼ିକ ଭୟଙ୍କର, ଓ ସମାନଙ୍କେ ମଧ୍ଯରୁ କହେି ଭଲକାମ କରନ୍ତି ନାହିଁ।
1 Os tolos pensam assim: “Para mim, Deus não tem importância.” Todos são corruptos e cometem injustiças horríveis; não há uma só pessoa que faça o bem.
2 ପରମେଶ୍ବର ସ୍ବର୍ଗରୁ ସମସ୍ତ ମନୁଷ୍ଯ ସମାଜକୁ ନିରୀକ୍ଷଣ କରନ୍ତି। ସେ ଲକ୍ଷ୍ଯ କରନ୍ତି, ୟଦି କହେି ଜ୍ଞାନୀ ବ୍ଯକ୍ତି ପରମେଶ୍ବରଙ୍କୁ ଅନ୍ବଷେଣ କରେ।
2 Lá do céu Deus olha para a humanidade a fim de ver se existe alguém que tenha juízo, se existe uma só pessoa que o adore.
3 ସମାନଙ୍କେର ପ୍ରେତ୍ୟକକ ଲୋକ ପରମେଶ୍ବରଙ୍କଠାରୁ ବିମୁଖ ହାଇେଛନ୍ତି। ସେ ସମସ୍ତେ ଅଶୁଚି ହାଇେଅଛନ୍ତି। କୌଣସି ଲୋକ ସମାନଙ୍କେ ମଧ୍ଯରୁ ସୁକର୍ମ କରି ନାହାନ୍ତି। ନାଁ, ଜଣେ କହେି ନାହିଁ !
3 Mas todos caíram, se desviando assim do caminho certo, e são igualmente corruptos. Não há mais ninguém que faça o que é direito, não há mesmo nem uma só pessoa.
4 ପରମେଶ୍ବର କହନ୍ତି, ଦୁଷ୍ଟମାନେ କିଛି ବୁଝନ୍ତି ନାହିଁ ? ଅଧର୍ମାଚାରୀମାନେ ଖାଦ୍ୟଗ୍ରାସ କଲାପରି ମାେ ଲୋକମାନଙ୍କୁ ଗ୍ରାସ କରୁଛନ୍ତି ଏବଂ ସମାନେେ ମାେତେ ପ୍ରାର୍ଥନା କରନ୍ତି ନାହିଁ।
4 Deus pergunta: “Será que essa gente má não entende nada? Eles vivem explorando o meu povo e, além de tudo, não oram a mim.”
5 କିନ୍ତୁ ସହେି ଅଧର୍ମାଚାରୀ ଲୋକମାନେ ଭୟଭୀତ ହବେେ। ଏପରି ସମାନେେ ପୂର୍ବରୁ କବେେ ଭୟଭୀତ ହାଇେ ନ ଥିବେ। ଇଶ୍ରାୟେଲ, ସହେି ଦୁଷ୍ଟ ଲୋକମାନେ ତୁମ୍ଭକୁ ଆକ୍ରମଣ କରନ୍ତି। କିନ୍ତୁ ପରମେଶ୍ବର ସମାନଙ୍କେୁ ପରିତ୍ଯାଗ କରିଛନ୍ତି। ତୁମ୍ଭମାନେେ ସମାନଙ୍କେୁ ପରାସ୍ତ କରିବ ଏବଂ ପରମେଶ୍ବର ସମାନଙ୍କେର ଅସ୍ଥିସବୁ ଛିନ୍ନଭିନ୍ନ କରି ପକାଇବେ।
5 Mas eles vão tremer de medo como nunca tremeram antes, pois Deus espalha os ossos dos inimigos dele. Deus os rejeitou, e por isso o povo de Israel os derrotará completamente.
6 ମୁଁ ଇଚ୍ଛାକରେ, ସହେି ବିଜଯ ସିୟୋନ ପର୍ବତରୁ ଇଶ୍ରାୟେଲକୁ ଆସନ୍ତା ! ଯେତବେେଳେ ପରମେଶ୍ବର ଆପଣା ଲୋକମାନଙ୍କୁ ପୁଣିଥରେ ବନ୍ଦୀତ୍ବରୁ ଆଣିବେ, ସେ ତବେଳେେ ୟାକୁବ ଆନନ୍ଦିତ ହବେେ ଏବଂ ଇଶ୍ରାୟେଲ ଉଲ୍ଲସିତ ହବେ।
6 Queira Deus que de Jerusalém venha a vitória para Israel! Como ficarão felizes e alegres os descendentes de Jacó quando Deus os fizer prosperar de novo!
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Salmos 53, comparar traduções ou montar um estudo — tudo direto pelo WhatsApp.