Salmos 50
Oriya Bible (GL_ORIYA) vs NAA
1 ସଦାପ୍ରଭୁ ପରମେଶ୍ବରଙ୍କର ବାକ୍ଯଗୁଡ଼ିକ ବିଷଯରେ କହିଛନ୍ତି। ସେ ପୃଥିବୀର ସମସ୍ତ ଲୋକମାନଙ୍କୁ ଏକତ୍ରୀତ କରନ୍ତି ଏବଂ ସକାଳରୁ ସନ୍ଧ୍ଯା ପର୍ୟ୍ଯନ୍ତ ସମାନଙ୍କେୁ କହନ୍ତି।
1 Fala o Poderoso, o Senhor Deus, e chama a terra desde o Oriente até o Ocidente.
2 ପରମ ସୌନ୍ଦର୍ୟ୍ଯମଯୀ ପରମେଶ୍ବର, ବାକ୍ଯସବୁ ସିୟୋନ୍ ପର୍ବତରେ ଥିବା ମନ୍ଦିରରେ କୁହାୟାଏ। ସହେି ମନ୍ଦିର ପର୍ବତକୁ ଶାେଭା ମଣ୍ଡିତ କରିଥାଏ।
2 Desde Sião, excelência de formosura, resplandece Deus.
3 ଆମ୍ଭର ପରମେଶ୍ବର ଆସୁଛନ୍ତି ଓ ସେ କବେେ ନୀରବରେ ରହିପାରିବେ ନାହିଁ। ତାଙ୍କ ସମ୍ମୁଖରେ ଅଗ୍ନି ଜଳୁଛି, ସଠାେରେ ଏକ ବିରାଟ ଝଡ଼ ତାଙ୍କ ଚାରିପାଖରେ ଘୂରି ବୁଲୁଛି।
3 O nosso Deus vem e não guarda silêncio. À frente dele vem um fogo devorador, e ao seu redor ruge grande tormenta.
4 ଆମ୍ଭର ପରମେଶ୍ବର ଆକାଶ ଓ ପୃଥିବୀକୁ ଡ଼ାକି କହିଲେ, ତୁମ୍ଭେ ଶୁଣ, ମୁଁ ପରମେଶ୍ବରଙ୍କର ଲୋକମାନଙ୍କର ବିଚାର କରିବି।
4 Ele intima os céus lá em cima e a terra, para julgar o seu povo.
5 ପରମେଶ୍ବର କହନ୍ତି, ମାରେ ଅନୁସରଣକାରୀଗଣ, ମାେ ଚତୁଃପାଶର୍ବରେ ଏକତ୍ରୀତ ହୁଅ। ମାରେ ଉପାସକଗଣ, ଯେଉଁମାନେ ମାେ ସହିତ ଚୁକ୍ତି କଲ, ତୁମ୍ଭମାନେେ ଆସ।
5 Ele diz: “Congreguem os meus santos, os que comigo fizeram aliança por meio de sacrifícios.”
6 ପରମେଶ୍ବର ହେଉଛନ୍ତି ବିଚାରକର୍ତ୍ତା। ସ୍ବର୍ଗ ତାଙ୍କର ନ୍ଯାଯ ପ୍ରିଯତାକୁ ବର୍ଣ୍ଣନା କରେ।
6 Os céus anunciam a sua justiça, porque é o próprio Deus que julga.
7 ପରମେଶ୍ବର କହନ୍ତି, ଇଶ୍ରାୟେଲର ଅଧିବାସୀଗଣ, ମାରେ ଅନୁଗାମୀମାନେ ମାରେ କଥା ଶୁଣ, ମୁଁ ତୁମ୍ଭକୁ ତାହାର ପ୍ରମାଣ ଦଖାଇବେି ୟାହା ତୁମ୍ଭ ବିରୁଦ୍ଧରେ ୟିବ। ମୁଁ ହିଁ ପରମେଶ୍ବର, ତୁମ୍ଭର ପରମେଶ୍ବର।
7 “Escute, meu povo, e eu falarei; ó Israel, e eu testemunharei contra você. Eu sou Deus, o seu Deus.
8 ମୁଁ ତୁମ୍ଭର ବଳିଦାନ ବିଷଯରେ ଅଭିଯୋଗ କରୁ ନାହିଁ। ତୁମ୍ଭେ ଇଶ୍ରାୟେଲର ଅଧିବାସୀଗଣ ପ୍ରତିଦିନ ମାେ ପାଇଁ ହାମବେଳି ଆଣୁଅଛ। ତୁମ୍ଭେ ତାହାକୁ ମାେତେ ପ୍ରତିଦିନ ଅର୍ପଣ କରୁଅଛ।
8 Não o repreendo pelos seus sacrifícios, nem pelos holocaustos que você continuamente me oferece.
9 ମୁଁ ତୁମ୍ଭ ଗୃହରୁ ବଳଦମାନଙ୍କୁ ନବେି ନାହିଁ କି ମୁଁ ତୁମ୍ଭର ଗୁହାଳରୁ ଛଳେିମାନଙ୍କୁ ନବେି ନାହିଁ।
9 Não aceitarei novilhos da sua casa, nem bodes dos seus apriscos.
10 ମୁଁ ସହେି ପଶୁମାନଙ୍କୁ ଚା ହେଁ ନାହିଁ। ଜଙ୍ଗଲରେ ଥିବା ସମସ୍ତ ପଶୁମାନେ ମାରେ ଅଟନ୍ତି। ହଜାର ହଜାର ପଶୁ ଯେଉଁମାନେ ପର୍ବତରେ ଥାଆନ୍ତି ସମାନଙ୍କେର ମାଲିକ ମୁଁ ଅଟେ।
10 Pois são meus todos os animais do bosque e o gado aos milhares sobre as montanhas.
11 ମୁଁ ଅତିଉଚ୍ଚ ପର୍ବତରେ ଉଠୁଥିବା ପକ୍ଷୀକୁ ଜାଣେ। ଖାେଲା ଦେଶ ଭିତରେ ସମସ୍ତ ପଶୁଗୁଡ଼ିକ ବାସ କରୁଥିବା ମାରେ ଅଟେ।
11 Conheço todas as aves dos montes, e são meus todos os animais que vivem no campo.”
12 ମୁଁ ଭୋକିଲା ନୁହେଁ, ୟଦି ମୁଁ ଭୋକିଲା ଥାନ୍ତି, କବେେ ହେଲେ ତୁମ୍ଭକୁ ଖାଦ୍ୟ ମାଗି ନ ଥାନ୍ତି। ମୁଁ ଏହି ପୃଥିବୀର ମାଲିକ ଓ ତହିଁର ପୂର୍ଣ୍ଣତା ମାରେ ଅଧୀନ ଅଟେ।
12 “Se eu tivesse fome, não teria necessidade de dizê-lo a você, pois meu é o mundo e a sua plenitude.
13 ମୁଁ ଷଣ୍ଢର ମାଂସ ଖାଏ ନାହିଁ। ମୁଁ ଛଳେିର ରକ୍ତ ପିଏ ନାହିଁ।
13 Acaso como eu carne de touros? Ou bebo sangue de cabritos?
14 ସର୍ବୋପରିସ୍ଥ ପରମେଶ୍ବରଙ୍କଠାରେ ତୁମ୍ଭେ ୟାହା ପ୍ରତିଜ୍ଞା କଲ, ତାଙ୍କୁ ଦିଅ। ତୁମ୍ଭର ବଳି ଉତ୍ସର୍ଗ କର।
14 Ofereça a Deus sacrifício de ações de graças e cumpra os seus votos para com o Altíssimo.
15 ପରମେଶ୍ବର କହନ୍ତି, ତୁମ୍ଭେ ବିପଦରେ ପଡ଼ିଥିବା ବେଳେ ଆମ୍ଭକୁ ଡ଼ାକ, ଆମ୍ଭେ ତୁମ୍ଭକୁ ସାହାୟ୍ଯ କରିବୁ ଓ ତା'ପରେ ତୁମ୍ଭେ ଆମ୍ଭର ମହିମା କରିବ।
15 Invoque-me no dia da angústia; eu o livrarei, e você me glorificará.”
16 ପରମେଶ୍ବର ଦୁଷ୍ଟ ଲୋକମାନଙ୍କୁ କହନ୍ତି, ତୁମ୍ଭେ ମାରେ ନିଯମ ଓ ବ୍ଯବସ୍ଥା ବିଷଯରେ ଆଲୋଚନା କରିବା ଠିକ୍ ନୁହେଁ।
16 Mas ao ímpio Deus diz: “De que lhe serve repetir os meus preceitos e ter nos lábios a minha aliança,
17 କାରଣ ତୁମ୍ଭମାନେେ ଆନନ୍ଦିତ ନୁହଁ, ଯେତବେେଳେ ମୁଁ ତୁମ୍ଭମାନଙ୍କୁ ଦଣ୍ଡିତ କରେ। ତୁମ୍ଭମାନେେ ମାରେ କଥାକୁ ଘୃଣା କର। ତୁମ୍ଭମାନେେ ମାରେ କଥାକୁ ଅବଜ୍ଞା କର।
17 se você odeia a disciplina e rejeita as minhas palavras?
18 ତୁମ୍ଭେ ଗୋଟିଏ ଚୋରକୁ ଦେଖ ଓ ତା'ସହ ଦୌଡ଼ିୟାଇ ମିଶିୟାଅ। ଯେତବେେଳେ ବ୍ଯଭିଚାରୀମାନେ ପାପ କରନ୍ତି, ତୁମ୍ଭେ ଆନନ୍ଦରେ ନାଚି ଉଠ।
18 Se vê um ladrão, você se torna amigo dele, e aos adúlteros você se associa.
19 ତୁମ୍ଭମାନେେ ସର୍ବଦା ମନ୍ଦକାର୍ୟ୍ଯ କର ଓ ମିଥ୍ଯା କୁହ।
19 Abre a boca para o mal, e a sua língua trama enganos.
20 ତୁମ୍ଭେ ନିରବଚ୍ଛିନ୍ନ ଭାବରେ ଅନ୍ୟମାନଙ୍କ ବିଷଯରେ ମନ୍ଦ କଥା କୁହ, ଏପରିକି ତୁମ୍ଭ ନିଜ ଭ୍ରାତାମାନଙ୍କ ବିଷଯରେ ନିନ୍ଦା କରୁଅଛ।
20 Senta-se para falar contra o seu irmão e difama o filho de sua mãe.
21 ଅତୀତରେ, ତୁମ୍ଭେ ମନ୍ଦକାର୍ୟ୍ଯ କଲ। ମୁଁ ଚୁପ୍ ରହିଲି। ତୁମ୍ଭେ ଭାବି ନଇେଛ ମୁଁ ମଧ୍ଯ ତୁମ୍ଭମାନଙ୍କ ପରି। ମୁଁ ଆଉ ନୀରବରେ ରହିପାରିବି ନାହିଁ। ମୁଁ ତୁମ୍ଭକୁ ପରିଷ୍କାର କରି କହିଦେଉଛି, ମୁଁ ତୁମ୍ଭକୁ ତିରସ୍କାର କରିବି।
21 Você tem feito essas coisas, e eu me calei; você pensava que eu era igual a você; mas agora eu o repreenderei e porei tudo à sua vista.”
22 ହେ ଲୋକମାନେ ତୁମ୍ଭେ ପରମେଶ୍ବରଙ୍କୁ ଭୁଲି ୟାଇଛ। ତଣେୁ ତୁମ୍ଭମାନେେ ଭଲଭାବେ ବୁଝିବା ଉଚିତ୍ ୟେ ମୁଁ ତୁମ୍ଭକୁ ଖଣ୍ଡ ଖଣ୍ଡ କରି ଚିରିଦବେି। ୟଦି ତାହା ଘଟେ ତବେେ ତୁମ୍ଭକୁ କୌଣସି ବ୍ଯକ୍ତି ଉଦ୍ଧାର କରିପାରିବେ ନାହିଁ।
22 “Considerem, pois, nisto, vocês que se esquecem de Deus, para que eu não os despedace, sem haver quem os livre.
23 ୟେକହେି ମାେତେ ଧନ୍ଯବାଦାର୍ଥକ ନବୈେଦ୍ଯ ଉତ୍ସର୍ଗ କରେ, ମାେତେ ସମ୍ମାନ ପ୍ରଦର୍ଶନ କରେ ଏବଂ ୟିଏ କହେି ସତ୍ମାର୍ଗରେ ଚାଲିବାକୁ ନିଷ୍ପତ୍ତି ନିଏ, ସେ ମାରେ ରକ୍ଷା କରିବାର ଶକ୍ତି ଦେଖିପାରିବ।
23 Aquele que me oferece sacrifício de ações de graças, esse me glorificará; e ao que prepara o seu caminho, farei com que veja a salvação de Deus.”
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Salmos 50, comparar traduções ou montar um estudo — tudo direto pelo WhatsApp.