Salmos 48

Oriya Bible (GL_ORIYA) vs ARC

Sair da comparação
ARC Almeida Revista e Corrigida 2009
1 ସଦାପ୍ରଭୁ ମହାନ୍ ଅଟନ୍ତି। ଆମ୍ଭର ପରମେଶ୍ବରଙ୍କ ସାରା ନଗରରେ ତାଙ୍କର ପବିତ୍ର ପର୍ବତରେ ସେ ପ୍ରଶଂସିତ ହୁଅନ୍ତି।
1 Grande é o Senhor e mui digno de louvor na cidade do nosso Deus, no seu monte santo.
2 ପରମେଶ୍ବରଙ୍କ ପବିତ୍ର ନଗର ଏପରି ଏକ ମନୋରମ ଉଚ୍ଚତାରେ ଅବସ୍ଥିତ। ଏହା ପୃଥିବୀର ସବୁ ଲୋକଙ୍କ ପ୍ରାଣରେ ଆନନ୍ଦ ସଞ୍ଚାର କରେ। ସିୟୋନ ପର୍ବତ ପ୍ରକୃତରେ ପରମେଶ୍ବରଙ୍କ ପବିତ୍ର ପର୍ବତ ଅଟେ। ଏହା ସହେି ମହାନ ରାଜାଙ୍କର ପ୍ରଧାନ ନଗର ଅଟେ।
2 Formoso de sítio e alegria de toda a terra é o monte Sião sobre os lados do Norte, a cidade do grande Rei.
3 ଯେଉଁ ଲୋକମାନେ ସହେିସବୁ ପ୍ରାସାଦମାନଙ୍କରେ ବାସ କରନ୍ତି, ସମାନେେ ଜାଣନ୍ତି ୟେ ତାଙ୍କର ସମସ୍ତ ପ୍ରାସାଦର ଆଶ୍ରଯସ୍ଥଳର ନିରାପଦ ଆଶ୍ରଯସ୍ଥଳ ପରମେଶ୍ବର ଅଟନ୍ତି।
3 Deus é conhecido nos seus palácios por um alto refúgio.
4 ଗୋଟିଏ ସମଯରେ ଅନକେ ରାଜା ଏକତ୍ରୀତ ହାଇେ ଏହି ନଗରୀକୁ ଆକ୍ରମଣ କରିବାକୁ ଯୋଜନା କଲେ। ସମାନେେ ସହେି ନଗର ଆଡ଼କୁ ଗମନ କଲେ।
4 Porque eis que os reis se ajuntaram; eles passaram juntos.
5 କିନ୍ତୁ ସହେି ରାଜାମାନେ ସଠାେରେ ୟାହା ଦେଖିଲେ ସେଥିରେ ସମାନେେ ଆଶ୍ଚର୍ୟ୍ଯ ହେଲେ। ସମାନଙ୍କେ ମଧ୍ୟରେ ଆତଙ୍କ ଖଳେିଗଲା ଓ ସମାନେେ ଦୌଡ଼ି ପଳାଇ ଗଲେ।
5 Viram- no e ficaram maravilhados; ficaram assombrados e se apressaram em fugir.
6 ଭୟ ସହେି ରାଜାମାନଙ୍କୁ ଥରାଇ ଦଲୋ ଓ ସମାନେେ ଭୟରେ ଥରି ଉଠିଲେ।
6 Tremor ali os tomou, e dores, como de parturiente.
7 ହେ ପରମେଶ୍ବର, ତୁମ୍ଭ ନିର୍ଦ୍ଦେଶରେ ପୂର୍ବଦିଗରୁ ପ୍ରବଳ ଝଡ଼ ମାଡ଼ି ଆସି ସମାନଙ୍କେ ବୃହତ୍ ଜାହାଜ ସବୁକୁ ଭାଙ୍ଗି ପକାଇଲା।
7 Tu quebras as naus de Társis com um vento oriental.
8 ହଁ, ଆମ୍ଭମାନେେ ତୁମ୍ଭର ଶକ୍ତି ବିଷଯରେ ସହେି ଗଳ୍ପ ସବୁ ଶୁଣି ଅଛୁ। କିନ୍ତୁ ଆମ୍ଭେ ପରମେଶ୍ବରଙ୍କର ଶକ୍ତି ଦେଖି ଅଛୁ। ଆମ୍ଭେ ସହେି ପରମେଶ୍ବରଙ୍କ ନଗରରେ ବାସ କରୁ, ୟପରେି ସୈନ୍ଯାଧିପତି ପରମେଶ୍ବର ଚିରଦିନ ଲାଗି ସହେି ନଗରକୁ ଅଧିକ ଶକ୍ତିଶାଳୀ କରିଛନ୍ତି।
8 Como o ouvimos, assim o vimos na cidade do Senhor dos Exércitos, na cidade do nosso Deus. Deus a confirmará para sempre. (Selá)
9 ପରମେଶ୍ବର ତୁମ୍ଭ ମନ୍ଦିରରେ ଆମ୍ଭେ ତୁମ୍ଭର ସ୍ନହପେୂର୍ଣ୍ଣ କରୁଣାକୁ ଧ୍ଯାନ କରୁ।
9 Lembramo-nos, ó Deus, da tua benignidade no meio do teu templo.
10 ହେ ପରମେଶ୍ବର, ତୁମ୍ଭେ ମହାନ୍ ଅଟ। ଏ ପୃଥିବୀର ସମସ୍ତ ଲୋକେ ତୁମ୍ଭକୁ ପ୍ରଶଂସା କରନ୍ତି। ସମସ୍ତେ ଜାଣନ୍ତି ତୁମ୍ଭେ କେତେ ମହାନ୍ ଅଟ।
10 Segundo é o teu nome, ó Deus, assim é o teu louvor, até aos confins da terra; a tua mão direita está cheia de justiça.
11 ହେ ପରମେଶ୍ବର, ତୁମ୍ଭର ପବିତ୍ର ସିୟୋନ ପର୍ବତ ଅତି ଆନନ୍ଦିତ। ଯିହୁଦାର ସହର ସବୁ ଉଲ୍ଲସିତ। କବଳେ ତୁମ୍ଭର ଉତ୍ତମ ଶାସନ ବିଧି ପାଇଁ ଏହା ସମ୍ଭବ ହାଇେଛି।
11 Alegre-se o monte de Sião; alegrem-se as filhas de Judá por causa dos teus juízos.
12 ସିୟୋନ ପର୍ବତର ଚତୁର୍ଦ୍ଦିଗରେ ଭ୍ରମଣ କର। ସହେି ନଗରୀକୁ ଚାହଁ। ତାହାର ଗମ୍ବୁଜ ସବୁକୁ ଗଣ।
12 Rodeai Sião; cercai-a; contai as suas torres;
13 ବିରାଟ ଉଚ୍ଚ ପ୍ରାଚୀରସବୁ ଦେଖ। ସିୟୋନ ପ୍ରାସାଦକୁ ନୀରିକ୍ଷଣ କର, ୟାହା ଫଳରେ ତୁମ୍ଭେ ଆପଣା ପରବର୍ତ୍ତୀ ବଂଶଧରମାନଙ୍କୁ ଏକଥା କହିପାରିବ।
13 notai bem os seus antemuros; observai os seus palácios, para que tudo narreis à geração seguinte.
14 ଏହି ପରମେଶ୍ବର ହିଁ ଆମ୍ଭର ଚିରକାଳ ଲାଗି ପରମେଶ୍ବର ଅଟନ୍ତି। ସେ ଚିରକାଳ ଲାଗି ଆମ୍ଭକୁ ପଥ ପ୍ରଦର୍ଶନ କରିବେ।
14 Porque este Deus é o nosso Deus para sempre; ele será nosso guia até à morte.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Salmos 48, comparar traduções ou montar um estudo — tudo direto pelo WhatsApp.