Salmos 38

Oriya Bible (GL_ORIYA) vs NAA

Sair da comparação
NAA Nova Almeida Atualizada 2017
1 ହେ ସଦାପ୍ରଭୁ, ମାେତେ ଆପଣା କୋପରେ ଅନୁୟୋଗ କର ନାହିଁ। କିଅବା ମାେତେ ତୁମ୍ଭେ କୋର୍ଧାନ୍ବିତ ହାଇେ ଦଣ୍ଡ ଦିଅ ନାହିଁ।
1 Não me repreendas, Senhor , na tua ira, nem me castigues no teu furor.
2 ହେ ସଦାପ୍ରଭୁ, ତୁମ୍ଭେ ମାେତେ ଆଘାତ କରିଛ। ତୁମ୍ଭର ତୀର ମାରେ ଅନ୍ତଃସ୍ଥଳକୁ ବିଦ୍ଧ କରିଛି।
2 Cravam-se em mim as tuas setas, e a tua mão recai sobre mim.
3 ତୁମ୍ଭେ ମାେତେ ଦଣ୍ଡ ଦଲେ। ବର୍ତ୍ତମାନ ମାରେ ସମସ୍ତ ଶରୀର କମ୍ପୁଅଛି। ମାରେ ପାପ ଲାଗି ତୁମ୍ଭେ ମାେତେ ଦଣ୍ଡ ଦଲେ, ତଣେୁ ମାରେ ଅସ୍ଥିରେ କିଛି ଆରାମ ନାହିଁ।
3 Não há parte sã na minha carne, por causa da tua indignação; não há saúde nos meus ossos, por causa do meu pecado.
4 ମୁଁ ପାପ କରିଛି, ମନ୍ଦ କାର୍ୟ୍ଯ କରି ସହେି ପାପ ମାେତେ ଓଜନ ଲାଗୁଛି। ମୁଁ ଅତ୍ଯନ୍ତ ଲଜ୍ଜିତ। ମୁଁ ମୁଣ୍ଡ ଉପରକୁ ଟକେିପାରୁ ନାହିଁ।
4 Pois já se elevam acima de minha cabeça as minhas iniquidades; como fardos pesados, excedem as minhas forças.
5 ମୁଁ ଏକ ମୂର୍ଖାମୀ କାର୍ୟ୍ଯ କରିଛି। ମାରେ ଅଜ୍ଞାନତା ୟୋଗୁ ମାରେ କ୍ଷତ ସବୁ ଦୁର୍ଗନ୍ଧ ଓ ବିକୃତ ହାଇେଛି।
5 Tenho feridas que cheiram mal e estão cheias de pus, por causa da minha insensatez.
6 ମୁଁ ଆଜି ନଇଁ ୟାଇଛି। ଭାଙ୍ଗି ପଡ଼ିଛି ସାରାଦିନ ମୁଁ ବ୍ଯଥିତ ହାଇେଛି।
6 Sinto-me encurvado e muito abatido, ando de luto o dia todo.
7 ମାରେ ଶରୀର ଜ୍ବାଳାରେ ପରିପୂର୍ଣ୍ଣ ଥିଲା। ମାରେ ସମସ୍ତ ଶରୀର ୟନ୍ତ୍ରଣାରେ ଛଟପଟ ହେଉଥିଲା।
7 Os meus lombos ardem, e não há parte sã na minha carne.
8 ମାେତେ ଏତେ କଷ୍ଟ ହେଉଥିଲା, ମୁଁ କିଛି ଅନୁଭବ କରିପାରୁ ନ ଥିଲି। ମୁଁ ହୃଦଯର ଅସ୍ଥିରତା ହତେୁରୁ ଆର୍ତ୍ତନାଦ କରୁଥିଲି।
8 Estou aflito e mui quebrantado; dou gemidos por causa do desassossego do meu coração.
9 ହେ ମାରେ ପ୍ରଭୁ, ତୁମ୍ଭେ ମାରେ ପ୍ରାର୍ଥନା ଶୁଣିଲ। ତୁମ୍ଭେ ମାରେ ଆର୍ତ୍ତନାଦ ଶୁଣିଲ।
9 Na tua presença, Senhor, estão os meus desejos todos, e a minha ansiedade não te é oculta.
10 ମାରେ ହୃଦଯ ବିଦୀର୍ଣ୍ଣ ହେଉଅଛି। ମାରେ ବଳସବୁ କ୍ଷୀଣ ହାଇଗେଲାଣି ଓ ମୁଁ ଅନ୍ଧ ହାଇଯୋଉଛି।
10 O meu coração bate acelerado, faltam-me as forças, e a luz dos meus olhos, até essa me deixou!
11 ମାରେ ରୋଗ ଯୋଗୁଁ ମାରେ ବନ୍ଧୁ ଓ ପଡ଼ୋଶୀମାନେ ମାେତେ ଦଖାେ କରିବାକୁ ଆସନ୍ତି ନାହିଁ। ମାରେ ପରିବାରବର୍ଗ ମାଠାରୁେ ଦୂରଇେ ରହନ୍ତି।
11 Os meus amigos e companheiros afastam-se da minha desgraça, e os meus parentes ficam de longe.
12 ମାରେ ଶତ୍ରୁମାନେ ମାେ ବିଷଯରେ ଖରାପ କଥା କହନ୍ତି। ସମାନେେ ମିଛ ଓ ଗୁଜବ ସୃଷ୍ଟି କରନ୍ତି। ସମାନେେ ସବୁବେଳେ ମାେ ବିଷଯରେ ଆଲୋଚନା କରନ୍ତି।
12 Armam ciladas contra mim os que tramam tirar-me a vida; os que me procuram fazer o mal dizem coisas perniciosas e imaginam engano todo o dia.
13 ମୁଁ ଏକ ବଧୀର ବ୍ଯକ୍ତି ତୁଲ୍ଯ, ୟିଏ ଶୁଣିପାରେ ନାହିଁ। ମୁଁ ଏକ ମୂକ ବ୍ଯକ୍ତି ତୁଲ୍ଯ, ୟିଏ କଥା କହିପାରେ ନାହିଁ।
13 Mas eu, como surdo, não ouço e, qual mudo, não abro a boca.
14 ମୁଁ ଜଣେ ବଧୀର ବ୍ଯକ୍ତି ପରି ୟିଏ, ପ୍ରେତ୍ୟକକ ଲୋକମାନେ ୟାହା କରନ୍ତି ସର୍ବଦା ଶୁଣିପାରେ ନାହିଁ। ମୁଁ ସମାନଙ୍କେ ସହିତ ୟୁକ୍ତି ଏବଂ ପ୍ରମାଣ କରିପାରିବି ନାହିଁ କାରଣ ମାରେ ଶତ୍ରୁମାନେ ଭୁଲ୍ କରୁଛନ୍ତି।
14 Sou como quem não ouve e em cujos lábios não há réplica.
15 ତଣେୁ ହେ ସଦାପ୍ରଭୁ ତୁମ୍ଭେ ମାେତେ ନିଶ୍ଚଯ ସହାୟ ହବେ। ହେ ପରମେଶ୍ବର ମାରେ ସଦାପ୍ରଭୁ ତୁମ୍ଭେ ମାେ ପାଇଁ ନିଶ୍ଚଯ କହିବ।
15 Pois em ti, Senhor , espero; tu me responderás, Senhor, Deus meu.
16 ୟଦି ମୁଁ କିଛି କ ହେ, ମାରେ ଶତ୍ରୁମାନେ ମାେତେ ପରିହାସ କରିବେ। ସମାନେେ ଦେଖିବେ ୟେ, ମୁଁ ଅସୁସ୍ଥ ଅଛି ଓ କହିବେ ମୁଁ ପାପ କଲି। ସମାନେେ କହିବେ, ପରମେଶ୍ବର ମାେତେ ଦଣ୍ଡ ଦେଉଛନ୍ତି।
16 Porque eu dizia: “Não deixes que eles se alegrem de mim e contra mim se engrandeçam quando me resvala o pé.”
17 ମୁଁ ଜାଣେ ମୁଁ ପାପର ଶାନ୍ତି ଭୋଗୁଛି, ମୁଁ ମାରେ ୟନ୍ତ୍ରଣାକୁ ଭୁଲିପାରିବି ନାହିଁ।
17 Pois estou prestes a tropeçar; a minha dor está sempre diante de mim.
18 ହେ ସଦାପ୍ରଭୁ, ମୁଁ କ ହେ, ମୁଁ ଯେଉଁ ମନ୍ଦ କାର୍ୟ୍ଯ କରିଛି, ମୁଁ ସ୍ବୀକାର କରେ ୟାହା ପାପ ମୁଁ କରିଛି। ମୁଁ ମାରେ ପାପଗୁଡ଼ିକ ପାଇଁ ବାସ୍ତବରେ ଦୁଃଖିତ।
18 Confesso a minha iniquidade; suporto tristeza por causa do meu pecado.
19 ମାରେ ଶତ୍ରୁମାନେ ସତଜେ ଓ ବଳବାନ ଅଟନ୍ତି। ସମାନେେ ଅନକେ ଥର ମିଥ୍ଯା କହିଛନ୍ତି।
19 Mas os meus inimigos são vigorosos e fortes, e são muitos os que sem motivo me odeiam.
20 ମାରେ ଶତ୍ରୁମାନେ ମାେ ପ୍ରତି ମନ୍ଦ ଆଚରଣ କରନ୍ତି। କିନ୍ତୁ ମୁଁ ସମାନଙ୍କେ ପ୍ରତି ଉତ୍ତମ ବ୍ଯବହାର କଲେ। ମୁଁ ସବୁବେଳେ ଉତ୍ତମ କାର୍ୟ୍ଯ କରିବାକୁ ଚେଷ୍ଟା କରେ। କିନ୍ତୁ ସହେି ଲୋକମାନେ ତଥାପି ମାେ ବିରୁଦ୍ଧରେ ୟାଆନ୍ତି।
20 Aqueles que pagam o mal pelo bem são meus adversários, porque eu sigo o que é bom.
21 ହେ ସଦାପ୍ରଭୁ, ମାେତେ ପରିତ୍ଯାଗ କର ନାହିଁ। ହେ ମାରେ ପରମେଶ୍ବର ମାରେ ନିକଟରେ ରୁହ।
21 Não me desampares, Senhor ; Deus meu, não te ausentes de mim.
22 ଶୀଘ୍ର ଆସ ଓ ମାେତେ ସାହାୟ୍ଯ କର। ହେ ମାରେ ପରମେଶ୍ବର ମାେତେ ଉଦ୍ଧାର କର।
22 Apressa-te em socorrer-me, Senhor, salvação minha.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Salmos 38, comparar traduções ou montar um estudo — tudo direto pelo WhatsApp.