Salmos 36

Oriya Bible (GL_ORIYA) vs NTLH

Sair da comparação
NTLH Nova Tradução na Linguagem de Hoje 2000
1 ଜଣେ ଦୁଷ୍ଟ ଲୋକ ସବୁବେଳେ ମନ୍ଦ କାର୍ୟ୍ଯ କରେ। ଯେତବେେଳେ ସେ ଆପଣା ହୃଦଯକୁ କ ହେ, ମୁଁ ପରମେଶ୍ବରଙ୍କୁ ଭୟ ଓ ସମ୍ମାନ କରେ ନାହିଁ।
1 O pecado fala ao perverso lá no fundo do seu coração. O perverso não aprende a
2 ସହେି ଲୋକ ଆପଣାକୁ ମିଥ୍ଯା କ ହେ। ସେ ଲୋକ ଆପଣା ତୃଟି ଦେଖେ ନାହିଁ, ତଣେୁ ସେ କ୍ଷମା ପ୍ରାର୍ଥନା କରେ ନାହିଁ।
2 Ele se julga muito importante e pensa que Deus não descobrirá o seu pecado e não o condenará.
3 ତା'ର ବାକ୍ଯସବୁ କବଳେ ମୂଲ୍ଯହୀନ ମିଥ୍ଯା ଅଟେ। ସେ ଜ୍ଞାନୀ ହାଇପୋରେ ନାହିଁ ଅଥବା ସୁକର୍ମ କରିବା ଶିଖେ ନାହିଁ।
3 A conversa dele é má e cheia de mentiras; ele não tem juízo e não quer fazer o bem.
4 ରାତ୍ରିରେ ସେ ମୂଲ୍ଯହୀନ କଥାସବୁ କରିବାକୁ ଯୋଜନା କରେ। ସେ ସକାଳୁ ଉଠି କିଛି ଭଲ କାର୍ୟ୍ଯ କରେ ନାହିଁ ଏବଂ ସେ ମନ୍ଦ କାର୍ୟ୍ଯ କରିବାରୁ ବିମୁଖ ହୁଏ ନାହିଁ।
4 Deitado na sua cama, ele planeja maldades. Ele anda por caminhos que não são bons e nunca rejeita as coisas más.
5 ହେ ସଦାପ୍ରଭୁ, ତୁମ୍ଭର ସ୍ନହପେୂର୍ଣ୍ଣ କରୁଣା ଆକାଶଠାରୁ ମହୀଯାନ୍। ତୁମ୍ଭର ବିଶ୍ବସ୍ତତା ଆକାଶର ବାଦଲଠାରୁ ଗରୀଯାନ୍।
5 Ó Senhor Deus, o teu amor chega até o céu, e a tua fidelidade vai até as nuvens.
6 ହେ ସଦାପ୍ରଭୁ, ତୁମ୍ଭର ମହାନୁଭବତା ସବୁଠାରୁ ଉଚ୍ଚ ପର୍ବତଠାରୁ ମଧ୍ଯ ଅଧିକ ଉଚ୍ଚ ତୁମ୍ଭର ନ୍ଯାଯପ୍ରିଯତା ସମୁଦ୍ରଠାରୁ ଅଧିକ ଗଭୀର। ହେ ସଦାପ୍ରଭୁ, ତୁମ୍ଭେ ମନୁଷ୍ଯ ଓ ପଶୁମାନଙ୍କୁ ରକ୍ଷା କର।
6 A tua justiça é firme como as grandes montanhas, e os teus julgamentos são profundos como o mar. Ó e dos animais.
7 ତୁମ୍ଭର ପ୍ରମେ ଓ କରୁଣାଠାରୁ କିଛି ଅଧିକ ମୂଲ୍ଯବାନ ବସ୍ତୁ ନାହିଁ। ଲୋକମାନେ ଓ ସ୍ବର୍ଗଦୂତମାନେ ତୁମ୍ଭ ନିକଟକୁ ଉଦ୍ଧାର ପାଇବା ପାଇଁ ଆସନ୍ତି।
7 Como é precioso o teu amor! Na sombra das tuas asas, encontramos proteção.
8 ହେ ସଦାପ୍ରଭୁ, ସମାନେେ ତୁମ୍ଭର ନିବାସସ୍ଥଳୀରୁ ନୂତନ ବଳରେ ବଳୀଯାନ୍ ହୁଅନ୍ତି। ତୁମ୍ଭେ ତୁମ୍ଭର ନଦୀରୁ ସମାନଙ୍କେୁ ପାନ କରିବାକୁ ଦିଅ।
8 Ficamos satisfeitos com a comida que nos dás com fartura; tu nos deixas beber do rio da tua bondade.
9 ହେ ସଦାପ୍ରଭୁ, ଜୀବନର ନିର୍ଝର ତୁମ୍ଭ ନିକଟରୁ ପ୍ରବାହିତ ହୁଏ ଓ ତୁମ୍ଭର ଆଲୋକ ଆମ୍ଭକୁ ଆ ଲୋକ ଦଖାେଏ।
9 Tu és a fonte da vida, e, por causa da tua luz, nós vemos a luz.
10 ହେ ସଦାପ୍ରଭୁ, ଯେଉଁମାନେ ପ୍ରକୃତରେ ତୁମ୍ଭକୁ ଭଲ ପାଆନ୍ତି। ତୁମ୍ଭେ ତୁମ୍ଭର କରୁଣା ଦୃଷ୍ଟି ସମାନଙ୍କେ ଉପରେ ରଖ ଓ ତୁମ୍ଭର ବିଶ୍ବସ୍ତ ସମାନଙ୍କେ ଜୀବନରେ ସୁକର୍ମମାନ ଘଟଣା ସବୁ ଘଟୁ।
10 Ó Deus, continua a amar os que te conhecem e a fazer o bem aos que têm um coração honesto!
11 ହେ ସଦାପ୍ରଭୁ, ଅହଂକାରୀ ଲୋକମାନେ ମାେତେ ୟମେିତି ୟନ୍ତାରେ ନ ପକାନ୍ତି। ମୁଁ ୟମେିତି ଦୁଷ୍ଟ ଲୋକମାନଙ୍କ ଦ୍ବାରା ଧରା ନ ୟାଏ।
11 Não deixes que os orgulhosos e os maus me pisem e me obriguem a fugir.
12 ଏକଥା ସମାନଙ୍କେର କବର ଉପରେ ଲେଖିଦିଅ, ଏହି ଲୋକମାନେ ଦୁଷ୍ଟ ଲୋକ ଅଟନ୍ତି। ଏମାନେ ସମସ୍ତେ ଅଧପତିତ ହାଇେଛନ୍ତି। ଏମାନେ ଆଉ ପୁନର୍ବାର ଉଠିବେ ନାହିଁ।
12 Lá estão eles, caídos; foram derrubados e não podem se levantar.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Salmos 36, comparar traduções ou montar um estudo — tudo direto pelo WhatsApp.