Salmos 35

Oriya Bible (GL_ORIYA) vs NVT

Sair da comparação
NVT Nova Versão Transformadora
1 ସଦାପ୍ରଭୁ ଯେଉଁମାନେ ମାେ ସହିତ ବିବାଦ କରୁଛନ୍ତି ତୁମ୍ଭେ ସମାନଙ୍କେ ସହିତ ମାେ ନିମନ୍ତେ ୟୁଦ୍ଧ କର।
1 Ó S enhor , defende-me dos que me acusam; luta contra os que lutam contra mim.
2 ସଦାପ୍ରଭୁ ତୁମ୍ଭେ ଢ଼ାଲ ଓ ସାଞ୍ଜୁ ଉଠାଅ। ଜାଗ୍ରତ ହୁଅ, ମାରେ ସହାୟ ହୁଅ।
2 Põe tua armadura e toma teu escudo, prepara-te para a batalha e vem me socorrer.
3 ଏକ ବର୍ଚ୍ଛା ଓ କୁନ୍ତ ଧର ଓ ଯେଉଁମାନେ ମାେ ପଛରେ ଗୋଡ଼ାଇଛନ୍ତି ତାଙ୍କ ସହିତ ୟୁଦ୍ଧ କର। ସଦାପ୍ରଭୁ ମାରେ ପ୍ରାଣକୁ କୁହ, ୟେ ତୁମ୍ଭେ ମାେତେ ରକ୍ଷା କରିବ।
3 Levanta tua lança e teu dardo contra aqueles que me perseguem. Que eu te ouça dizer: “Eu lhe darei vitória!”.
4 କିଛି ଲୋକ ମାେତେ ହତ୍ଯା କରିବାକୁ ଚାହୁଁଛନ୍ତି। ସମାନଙ୍କେୁ ନିରାଶ କର ଓ ସମାନଙ୍କେୁ ଲଜ୍ଜିତ କର। ସମାନଙ୍କେୁ ଘଉଡ଼ାଇ ଦିଅ। ସହେି ଲୋକମାନେ ମାେତେ ବଧ କରିବାକୁ ଯୋଜନା କରୁଥିଲେ ସମାନଙ୍କେୁ ପରାସ୍ତ କର ଓ ହତୋତ୍ସାହ କର।
4 Sejam derrotados e humilhados os que procuram me matar, recuem envergonhados os que planejam me prejudicar.
5 ସହେି ଲୋକମାନଙ୍କୁ ତୁଷ ତୁଲ୍ଯ ପବନରେ ଉଡ଼ାଇ ନିଅ। ସମାନଙ୍କେୁ ସଦାପ୍ରଭୁଙ୍କର ଦୂତ ଘଉଡ଼ାଇ ଦିଅନ୍ତୁ।
5 Sopra-os para longe, como palha ao vento, e que o anjo do S
6 ସମାନଙ୍କେ ରାସ୍ତାକୁ ଅନ୍ଧକାର ଓ ପିଚ୍ଛିଳ କରିଦିଅ, ୟାହା ଫଳରେ ସଦାପ୍ରଭୁଙ୍କ ଦୂତମାନେ ସମାନଙ୍କେୁ ସହଜରେ ଧରି ପାରିବେ।
6 Torna o caminho deles escuro e escorregadio, e que o anjo do S
7 ମୁଁ କୌଣସି ଭୁଲ କାର୍ୟ୍ଯ କରି ନାହିଁ। ତଥାପି ସେ ଲୋକମାନେ ବିନା କାରଣରେ ମାେତେ ୟନ୍ତାରେ ପକାଇବାକୁ ଚେଷ୍ଟା କରିଥିଲେ। ସମାନେେ ମାେତେ ୟନ୍ତାରେ ପକାଇବାକୁ ଉଦ୍ଯମ କରିଥିଲେ।
7 Não lhes fiz mal algum, mas eles me prepararam uma armadilha; sem motivo, abriram uma cova para me pegar.
8 ସଦାପ୍ରଭୁ ସମାନଙ୍କେୁ ସମାନଙ୍କେ ୟନ୍ତାରେ ପକାଇ ଦିଅ। ସମାନେେ ତାଙ୍କ ବାନ୍ଧିଥିବା ଜାଲରେ ନିଜେ ଧରା ପଡ଼ନ୍ତୁ। ସମାନଙ୍କେ ଉପରେ ଅଜଣା ବିପଦ ମାଡ଼ି ଆସୁ।
8 Portanto, que venha sobre eles destruição repentina! Sejam pegos na armadilha que me prepararam, sejam destruídos na cova que abriram para mim.
9 ତା'ପରେ ମୁଁ ସଦାପ୍ରଭୁଙ୍କଠାରେ ଆନନ୍ଦିତ ହବେି। ମୁଁ ଅଧିକ ଖୁସି ହବେି ଯେତବେେଳେ ସେ ମାେତେ ରକ୍ଷା କରିବେ।
9 Então me alegrarei no S enhor , exultarei porque ele me salva.
10 ସେତବେେଳେ ମାରେ ସମ୍ପୂର୍ଣ୍ଣ ଶରୀର କହିବ, ହେ ସଦାପ୍ରଭୁ, ତୁମ୍ଭ ଭଳି ଆଉ କହେି ନାହିଁ। ତୁମ୍ଭେ ଜଣେ ଦୁଃଖୀ ଲୋକକୁ ତାଠାରୁ ଅଧିକ ବଳଶାଳୀ ଶତ୍ରୁ କବଳରୁ ଉଦ୍ଧାର କରିଛ। ତୁମ୍ଭେ ଦୁଃଖୀ ଲୋକଟିକୁ ମନ୍ଦ ଲୋକଙ୍କ ପାଖରୁ ରକ୍ଷା କରିଛନ୍ତି, ଯେଉଁମାନେ ତାକୁ ଲୁଣ୍ଠନ କରିବା ପାଇଁ ଚାହୁଁଥିଲେ।
10 Eu o louvarei com todos os ossos de meu corpo: “S Quem além de ti resgata o indefeso das mãos do forte? Quem protege o pobre e o humilde daqueles que os exploram?”.
11 କେତକେ ଲୋକ ଯେଉଁମାନେ ବିଚାରାଳଯରେ ମିଥ୍ଯା କହନ୍ତି, ମାେତେ ଆଘାତ କରିବାକୁ ମନ୍ତ୍ରଣା କରୁଛନ୍ତି। ସମାନେେ ମାେତେ ଅନକେ ପ୍ରଶ୍ନ ପଚାରିବେ ମୁଁ ସେସବୁ ବିଷଯରେ କିଛି ଜାଣେ ନାହିଁ।
11 Testemunhas maldosas depõem contra mim e me acusam de crimes que não cometi.
12 ମୁଁ କବଳେ ଭଲ କାର୍ୟ୍ଯ କରିଛି। କିନ୍ତୁ ସହେି ଲୋକମାନେ ମାେ ବିରୁଦ୍ଧରେ କବଳେ ମନ୍ଦ କାର୍ୟ୍ଯ କରିଛନ୍ତି। ସଦାପ୍ରଭୁ ଦୟାକରି ମାେତେ କବଳେ ଭଲ ଜିନିଷ ଦିଅ, ୟାହା ମାରେ ପ୍ରାପ୍ଯ ଅଟେ।
12 Pagam-me o bem com o mal; estou desesperado!
13 ଯେତବେେଳେ ସହେି ଲୋକମାନେ ପୀଡ଼ିତ ଥିଲେ, ମୁଁ ସମାନଙ୍କେ ପାଇଁ ଦୁଃଖିତ ହାଇେଥିଲି। ମୁଁ କିଛି ନ ଖାଇ ମାରେ ସମବଦନୋ ଜଣାଇ ଥିଲି। ଏହା କ'ଣ ମାେ ପାଇଁ ସମାନଙ୍କେର ଉପୟୁକ୍ତ ପ୍ରତିଦାନ ?
13 Quando eles ficavam doentes, eu lamentava; humilhava-me com jejuns por eles, mas minhas orações não eram respondidas.
14 ମୁଁ ସମାନଙ୍କେ ପାଇଁ ଶାେକାତୁର ପୋଷାକ ପିନ୍ଧିଥିଲି। ମୁଁ ସମାନଙ୍କେୁ ମାରେ ଭାଇ ବନ୍ଧୁ ପରି ବ୍ଯବହାର କରିଥିଲି। ମୁଁ ଦୁଃଖିତ ହାଇେଥିଲି ୟପରେି ଜଣେ ବ୍ଯକ୍ତି ତା'ର ମା'ର ମୃତ୍ଯୁରେ ଅଧୀର ହାଇେ କ୍ରନ୍ଦନ କରେ। ମୁଁ ସହେି ଲୋକମାନଙ୍କ ପାଇଁ କଳା ପୋଷାକ ପରିଧାନ କରିଥିଲି, ୟାହା ଶାେକରେ ପ୍ରତୀକ ଅଟେ। ମୁଁ ନତ ମସ୍ତକ ହାଇେ ଶାେକରେ ଅଧୀର ହାଇେ ଚାଲିଥିଲି।
14 Como se fossem meus amigos ou familiares, eu me entristecia, como se lamentasse por minha própria mãe.
15 ମୁଁ ଯେତବେେଳେ ଗୋଟିଏ ଭୁଲ୍ କରି ବସିଲି, ସହେି ଲୋକମାନେ ମାେତେ ଦେଖି ହସିଲେ। ସହେି ଲୋକମାନେ ପ୍ରକୃତ ବନ୍ଧୁ ନୁହଁନ୍ତି। ମୁଁ ସମାନଙ୍କେୁ ସତେ ୟମେିତି ଜାଣେ ନାହିଁ। ସମାନେେ ମାେତେ ଚାରିଆଡ଼ୁ ଘରେି ଆକ୍ରମଣ କଲେ।
15 Mas agora, em minha aflição, eles se alegram; triunfantes, juntam-se contra mim. Pessoas que nem conheço me atacam, agridem-me sem cessar.
16 ସମାନେେ ମାେ ପ୍ରତି ଅଭଦ୍ର ଭାଷା ପ୍ରଯୋଗ କରି ମାେତେ ପରିହାସ କରୁଥିଲେ। ସହେି ଲୋକମାନେ ଭାଗରେ ଦାନ୍ତ କଡ଼ମଡ଼ କରି ମାେ ଉପରେ ରାଗରେ ଜଳି ଯାଉଥିଲେ।
16 Zombam de mim e me insultam, rosnam e me mostram os dentes.
17 ମାରେ ପ୍ରଭୁ, ଆଉ କେତଦେିନ ଏପରି ଘଟଣା ମାେ ଉପରେ ଘଟୁଥିବ ? ସହେି ଲୋକମାନେ ମାେତେ ଧ୍ବଂସ କରିଦବୋକୁ ଚାହୁଁଛନ୍ତି। ସଦାପ୍ରଭୁ ମାରେ ପ୍ରାଣକୁ ବଞ୍ଚାଅ। ମାରେ ଅତି ପ୍ରିଯ ଆତ୍ମାକୁ ସହେି ଦୁଷ୍ଟ ଲୋକମାନଙ୍କ କବଳରୁ ଉଦ୍ଧାର କର। ସମାନେେ ସିଂହ ତୁଲ୍ଯ ଅଟନ୍ତି।
17 Até quando, Senhor, ficarás olhando? Salva-me de seus ataques ferozes, livra-me desses leões!
18 ହେ ସଦାପ୍ରଭୁ, ମୁଁ ତୁମ୍ଭକୁ ବିରାଟ ସମ୍ମିଳନୀ କକ୍ଷରେ ପ୍ରଶଂସା କରିବି। ମୁଁ ତୁମ୍ଭକୁ ପ୍ରଶଂସା କରିବି ମୁଁ ଯେତବେେଳେ ଶକ୍ତିଶାଳୀ ଲୋକମାନଙ୍କ ସଙ୍ଗରେ ଥାଏ।
18 Então te darei graças diante da comunidade e te louvarei perante todo o povo.
19 ମାରେ ଶତ୍ରୁମାନେ ବିନା କାରଣରେ ମାେ ସହିତ ଆଉ ପରିହାସ କରିବେ ନାହିଁ। ସମାନେେ ନିଶ୍ଚଯ ତାଙ୍କର ଗୋପନ ମନ୍ତ୍ରଣା ପାଇଁ ଦଣ୍ଡିତ ହବେେ।
19 Não permitas que meus inimigos traiçoeiros riam de mim, não deixes que me desprezem os que me odeiam sem razão.
20 ମାରେ ଶତ୍ରୁମାନେ କବେେ ହେଲେ ଶାନ୍ତିର କଥା କହନ୍ତି ନାହିଁ। ସମାନେେ ଗୋପନରେ ଶାନ୍ତି ପ୍ରତିଯ ଲୋକମାନଙ୍କ ବିରୁଦ୍ଧରେ ମନ୍ଦ କାର୍ୟ୍ଯ କରିବାକୁ କଳ୍ପନା କରନ୍ତି।
20 Não falam de paz; tramam contra os que vivem tranquilos na terra.
21 ମାରେ ଶତ୍ରୁମାନେ ମାେ ବିରୁଦ୍ଧରେ ମନ୍ଦ କଥାମାନ କହନ୍ତି। ସମାନେେ ମିଛରେ କହନ୍ତି, ଆମ୍ଭେ ଜାଣୁ ତୁମ୍ଭେ କ'ଣ କରୁଛ।
21 Gritam: “Ah! Agora o pegamos! Nós o vimos com os próprios olhos!”.
22 ହେ ସଦାପ୍ରଭୁ, ନିଶ୍ଚଯ ତୁମ୍ଭେ ତାହା ଦେଖୁଅଛ, ୟାହାସବୁ ଘଟି ଯାଉଛି। ତଣେୁ ତୁମ୍ଭେ ନୀରବ ରୁହ ନାହିଁ। ମାେତେ ପରିତ୍ଯାଗ କର ନାହିଁ।
22 Viste tudo isso, S enhor ; não permaneças calado, Senhor, e não me abandones agora.
23 ହେ ସଦାପ୍ରଭୁ ଜାଗ୍ରତ ହୁଅ, ଉଠ। ମାରେ ପରମେଶ୍ବର ଓ ମାରେ ସଦାପ୍ରଭୁ, ମାେ ପାଇଁ ସଂଗ୍ରାମ କର ଏବଂ ମାେତେ ନ୍ଯାଯ ପ୍ରଦାନ କର।
23 Desperta! Levanta-te para me fazeres justiça! Defende minha causa, meu Deus e meu Senhor.
24 ହେ ସଦାପ୍ରଭୁ ମାରେ ପରମେଶ୍ବର, ତୁମ୍ଭର ନ୍ଯାଯରେ ମାରେ ବିଚାର କର। ସହେି ଲୋକମାନଙ୍କୁ ମାେତେ ପରିହାସ କରିବାକୁ ଦିଅ ନାହିଁ।
24 Julga-me, S enhor , meu Deus, conforme a tua justiça; não permitas que meus inimigos riam às minhas custas.
25 ସହେି ଲୋକମାନଙ୍କୁ କହିବାକୁ ଦିଅ ନାହିଁ, ୟାହା ଆମ୍ଭେ ଚାହିଁଥିଲୁ ତାହା ଆମ୍ଭେ ପାଇଲୁ। ସଦାପ୍ରଭୁ, ସମାନେେ କୁହନ୍ତୁ ନାହିଁ, ଆମ୍ଭେ ତାକୁ ଧ୍ବଂସ କରିଛୁ।
25 Não deixes que digam: “Conseguimos o que queríamos! Agora vamos acabar com ele!”.
26 ମୁଁ ଆଶା କରୁଛି ମାରେ ଶତ୍ରୁମାନେ ଲଜ୍ଜିତ ହବେେ ଓ ନିରାଶ ହବେେ। ଯେତବେେଳେ ମାେ ଉପରେ ବିପଦ ପଡ଼େ ସହେି ଲୋକମାନେ ଖୁସି ହୁଅନ୍ତି। ସମାନେେ ଭାବନ୍ତି ସମାନେେ ମାଠାରୁେ ଭଲ। ତଣେୁ ସହେି ଲୋକମାନଙ୍କର ମୁହଁ ଲଜ୍ଜା ଓ କାଳିମାରେ ଘାଡ଼ୋଇ ହାଇଯୋଉ।
26 Sejam envergonhados e humilhados os que se alegram com a minha desgraça. Sejam cobertos de vergonha e desonra os que triunfam sobre mim.
27 କିଛି ଲୋକ ଚାହାଁନ୍ତି ଭଲ ଘଟଣା ମାେ ଜୀବନରେ ଘଟୁ। ମୁଁ ଆଶା କରେ, ସହେି ଲୋକମାନେ ଅତି ଆନନ୍ଦିତ ଅଟନ୍ତି। କାରଣ ସହେି ଲୋକମାନେ ସର୍ବଦା କୁହନ୍ତି, ସଦାପ୍ରଭୁ ହେଉଛନ୍ତି ମହାନ୍। ସେ ଚାହାଁନ୍ତି ତାଙ୍କର ଭୃତ୍ଯମାନଙ୍କର ସର୍ବଦା ମଙ୍ଗଳ ହେଉ।
27 Exultem e alegrem-se, porém, os que me defendem; que eles digam sempre: “Grande é o S que se agrada de abençoar seu servo com paz!”.
28 ତଣେୁ ସଦାପ୍ରଭୁ, ମୁଁ ଲୋକମାନଙ୍କୁ କ ହେ, ତୁମ୍ଭେ କେତେ ମହାନ୍ ଅଟ। ମୁଁ ପ୍ରତିଦିନ ତୁମ୍ଭକୁ ପ୍ରଶଂସା କରେ।
28 Então proclamarei tua justiça e te louvarei o dia todo.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Salmos 35, comparar traduções ou montar um estudo — tudo direto pelo WhatsApp.