Salmos 34

Oriya Bible (GL_ORIYA) vs NVI

Sair da comparação
NVI Nova Versão Internacional
1 ମୁଁ ସର୍ବଦା ସଦାପ୍ରଭୁଙ୍କ ପ୍ରଶଂସା କରିବି। ତାଙ୍କର ପ୍ରଶଂସା ମାରେ ଓଠରେ ସବୁବେଳେ ଲାଗିରହିବ।
1 Bendirei o Senhor o tempo todo! Os meus lábios sempre o louvarão.
2 ବିନଯୀ ଲୋକମାନେ ଶୁଣ ଓ ଆନନ୍ଦିତ ହୁଅ। ମାରେ ଆତ୍ମା ସଦାପ୍ରଭୁଙ୍କ ଧ୍ଯାନରେ ବ୍ଯାକୁଳ ହେଉଅଛି।
2 Minha alma se gloriará no Senhor; ouçam os oprimidos e se alegrem.
3 ମାେ ସହିତ ପରମେଶ୍ବରଙ୍କ ମାହାତ୍ମ୍ଯ ପ୍ରକାଶ କର। ତାଙ୍କ ନାମର ମହିମା କୀର୍ତ୍ତନ କର।
3 Proclamem a grandeza do Senhor comigo; juntos exaltemos o seu nome.
4 ମୁଁ ପରମେଶ୍ବରଙ୍କୁ ପ୍ରାର୍ଥନା କଲି। ସେ ମାେତେ ସମସ୍ତ ଭୟରୁ ମୁକ୍ତି ପ୍ରଦାନ କଲେ।
4 Busquei o Senhor, e ele me respondeu; livrou-me de todos os meus temores.
5 ପରମେଶ୍ବରଙ୍କ ନିକଟରେ ସାହାୟ୍ଯ ପ୍ରାର୍ଥନା କର। ତୁମ୍ଭର ପ୍ରାର୍ଥନା ସ୍ବୀକାର କରାୟିବ। ଏଥିରେ ଲଜ୍ଜିତ ହବୋର କିଛି ନାହିଁ।
5 Os que olham para ele estão radiantes de alegria; seus rostos jamais mostrarão decepção.
6 ଏହି ଦୁଃଖୀ ଲୋକଟି ସଦାପ୍ରଭୁଙ୍କ ନିକଟରେ ସାହାୟ୍ଯ ପାଇଁ ପ୍ରାର୍ଥନା କଲା ଓ ସଦାପ୍ରଭୁ ତାହା ଶୁଣିଲେ ସେ ମାେତେ ମାରେ ସମସ୍ତ ବିପଦରୁ ଉଦ୍ଧାର କଲେ।
6 Este pobre homem clamou, e o Senhor o ouviu; e o libertou de todas as suas tribulações.
7 ଯେଉଁମାନେ ସଦାପ୍ରଭୁଙ୍କୁ ଉପାସନା କରନ୍ତି, ସଦାପ୍ରଭୁଙ୍କ ଦୂତ ସର୍ବଦା ସମାନଙ୍କେ ପାଖରେ ଥାଆନ୍ତି, ସେ ସମାନଙ୍କେୁ ଉଦ୍ଧାର କରନ୍ତି।
7 O anjo do Senhor é sentinela ao redor daqueles que o temem, e os livra.
8 ସଦାପ୍ରଭୁ ୟେ ମଙ୍ଗଳମଯ ଏହା ପରୀକ୍ଷା କରି ଦେଖ। ଯେଉଁ ବ୍ଯକ୍ତି ତାଙ୍କର ଶରଣାଗତ ସେ ତାଙ୍କୁ ସମସ୍ତ ସୁଖ ପ୍ରଦାନ କରନ୍ତି ଏବଂ ସେ ପ୍ରକୃତରେ ସୁଖୀ ହବେ।
8 Provem, e vejam como o Senhor é bom. Como é feliz o homem que nele se refugia!
9 ସଦାପ୍ରଭୁଙ୍କ ପବିତ୍ର ଭକ୍ତଗଣ ପରମେଶ୍ବରଙ୍କ ଉପାସନା କର। ଯେଉଁ ଲୋକମାନେ ପରମେଶ୍ବରଙ୍କ ଉପାସନା କରନ୍ତି, ସମାନେେ ଦରକାର କରୁଥିବା ବସ୍ତୁ ସର୍ବଦା ପାଇଥାନ୍ତି।
9 Temam o Senhor, vocês que são os seus santos, pois nada falta aos que o temem.
10 ଶକ୍ତିଶାଳୀ ଲୋକମାନେ ମଧ୍ଯ ଦୁର୍ବଳ ଓ ଭୋକିଲା ହବେେ। କିନ୍ତୁ ଯେଉଁ ଲୋକମାନେ ପରମେଶ୍ବରଙ୍କ ସହାୟତା ପ୍ରାର୍ଥନା କରନ୍ତି, ସମାନଙ୍କେର ସବୁକିଛି ମଙ୍ଗଳ ଘଟିବ।
10 Os leões podem passar necessidade e fome, mas os que buscam o Senhor de nada têm falta.
11 ହେ ପିଲାମାନେ, ଆସ ମାେ କଥା ଶୁଣ। ଓ ମୁଁ ତୁମ୍ଭକୁ କିପରି ସଦାପ୍ରଭୁଙ୍କୁ ସମ୍ମାନ କରାୟାଏ ଶିକ୍ଷା ଦବେି।
11 Venham, meus filhos, ouçam-me; eu lhes ensinarei o temor do Senhor.
12 ୟଦି ଜଣେ ବ୍ଯକ୍ତି ଜୀବନକୁ ଭଲ ପାଏ ଏବଂ ସେ ଦୀର୍ଘ ନିରାମଯ ଜୀବନୟାପନ କରିବାକୁ ଇଚ୍ଛା କରେ।
12 Quem de vocês quer amar a vida e deseja ver dias felizes?
13 ସହେି ବ୍ଯକ୍ତି ପ୍ରଥମେ ମନ୍ଦକଥା କହିବା ବନ୍ଦ କରିବା ଦରକାର ଓ ସେ ମିଥ୍ଯା କହିବା ଉଚିତ୍ ନୁହେଁ।
13 Guarde a sua língua do mal e os seus lábios da falsidade.
14 ମନ୍ଦ କାର୍ୟ୍ଯ କରିବା ବନ୍ଦ କର। କବଳେ ଉତ୍ତମ କାର୍ୟ୍ଯ କର। ଶାନ୍ତି ପାଇଁ କାର୍ୟ୍ଯ କର। ଶାନ୍ତି ପାଇଲା ପର୍ୟ୍ଯନ୍ତ ଶାନ୍ତି ପଛରେ ଦୌଡ଼।
14 Afaste-se do mal e faça o bem; busque a paz com perseverança.
15 ସଦାପ୍ରଭୁ ଉତ୍ତମ ବ୍ଯକ୍ତିମାନଙ୍କୁ ରକ୍ଷା କରନ୍ତି। ସେ ସମାନଙ୍କେର ପ୍ରାର୍ଥନା ଶୁଣନ୍ତି।
15 Os olhos do Senhor voltam-se para os justos e os seus ouvidos estão atentos ao seu grito de socorro;
16 କିନ୍ତୁ ସଦାପ୍ରଭୁ ଯେଉଁମାନେ ମନ୍ଦ କାର୍ୟ୍ଯ କରନ୍ତି ସମାନଙ୍କେ ବିରୁଦ୍ଧରେ ୟାଆନ୍ତି। ସେ ସମାନଙ୍କେୁ ସଂପୂର୍ଣ୍ଣ ଭାବେ ଧ୍ବଂସ କରନ୍ତି।
16 o rosto do Senhor volta-se contra os que praticam o mal, para apagar da terra a memória deles.
17 ସଦାପ୍ରଭୁଙ୍କୁ ପ୍ରାର୍ଥନା କର ସେ ତୁମ୍ଭ ଡ଼ାକ ଶୁଣିବେ। ସେ ତୁମ୍ଭକୁ ତୁମ୍ଭର ସମସ୍ତ ବିପଦରୁ ଉଦ୍ଧାର କରିବେ।
17 Os justos clamam, o Senhor os ouve e os livra de todas as suas tribulações.
18 ଯେତବେେଳେ ଲୋକଙ୍କ ଉପରେ ବିପଦ ପଡ଼େ ତା'ପରେ ସମାନେେ ଅହଂକାରୀ ପ୍ରବୃତ୍ତି ବନ୍ଦ କରନ୍ତି। ସଦାପ୍ରଭୁ ସହେି ଶାଚେନୀୟ, ଲୋକମାନଙ୍କ ନିକଟତର ହୁଅନ୍ତି। ସେ ସମାନଙ୍କେୁ ଉଦ୍ଧାର କରନ୍ତି।
18 O Senhor está perto dos que têm o coração quebrantado e salva os de espírito abatido.
19 ଧାର୍ମିକ ବ୍ଯକ୍ତିମାନଙ୍କ ଉପରେ ହୁଏତ ବହୁତ ବିପଦ ଆସିପାରେ କିନ୍ତୁ ସଦାପ୍ରଭୁ ସମାନଙ୍କେୁ ସମାନଙ୍କେର ପ୍ରେତ୍ୟକକ ବିପଦରୁ ଉଦ୍ଧାର କରିବେ।
19 O justo passa por muitas adversidades, mas o Senhor o livra de todas;
20 ସଦାପ୍ରଭୁ ସମାନଙ୍କେ ଶରୀରର ଅସ୍ଥିକୁ ରକ୍ଷା କରିବେ ୟପରେିକି ଖଣ୍ଡିଏ ହାଡ଼କୁ ଭାଙ୍ଗିବାକୁ ଦବେେ ନାହିଁ।
20 protege todos os seus ossos; nenhum deles será quebrado.
21 କିନ୍ତୁ ବିପଦ ସହେି ଦୁଷ୍ଟ ଲୋକମାନଙ୍କୁ ନିଶ୍ଚଯ ବିନଷ୍ଟ କରିବ। ଉତ୍ତମ ବ୍ଯକ୍ତିମାନଙ୍କର ଶତ୍ରୁମାନେ ସମୂଳେ ବିନାଶ ପ୍ରାପ୍ତ ଦବେେ।
21 A desgraça matará os ímpios; os que odeiam o justo serão condenados.
22 ସଦାପ୍ରଭୁ, ସହେି ଲୋକମାନଙ୍କର ପ୍ରାଣକୁ ଉଦ୍ଧାର କରିବେ, ଯେଉଁମାନେ ତାଙ୍କୁ ଆରାଧନା କରନ୍ତି। ଯେଉଁ ବ୍ଯକ୍ତିମାନେ ତାଙ୍କ ଉପରେ ନିର୍ଭରଶୀଳ, ସେ କବେେ ହେଲେ ସମାନଙ୍କେୁ ଧ୍ବଂସ ହବୋକୁ ଦବେେ ନାହିଁ।
22 O Senhor redime a vida dos seus servos; ninguém que nele se refugia será condenado.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Salmos 34, comparar traduções ou montar um estudo — tudo direto pelo WhatsApp.