Salmos 33

Oriya Bible (GL_ORIYA) vs VC

Sair da comparação
VC Versão Católica
1 ହେ ଧାର୍ମିକଗଣ, ସଦାପ୍ରଭୁଙ୍କଠାରେ ଆନନ୍ଦରେ ଉଲ୍ଲସିତ ହୁଅ। ପରମେଶ୍ବରଙ୍କୁ ପ୍ରଶଂସା କରିବା ସରଳ ଲୋକଙ୍କର ଶାେଭନୀଯ।
1 Exultai no Senhor, ó justos, pois aos retos convém o louvor.
2 ବୀଣା ବାଦ୍ଯ କରି ସଦାପ୍ରଭୁଙ୍କୁ ଧନ୍ଯବାଦ ଦିଅ। ଦଶ-ତାର ବାଦ୍ଯରେ ତାଙ୍କର ପ୍ରଶଂସା ଗାନ କର।
2 Celebrai o Senhor com a cítara, entoai-lhe hinos na harpa de dez cordas.
3 ତାଙ୍କ ଉଦ୍ଦେଶ୍ଯରେ ଏକ ନୂତନ ଗୀତ ଶୁଣାଅ। ସୁନ୍ଦର ସ୍ବରରେ ମନୋହର ବାଦ୍ଯରେ ଏକ ଗୀତ ରଚନା କର।
3 Cantai-lhe um cântico novo, acompanhado de instrumentos de música,
4 ପରମେଶ୍ବରଙ୍କ ବାକ୍ଯ ସତ୍ଯ ଅଟେ। ତାଙ୍କର ସମସ୍ତ କାର୍ୟ୍ଯକୁ ତୁମ୍ଭେ ବିଶ୍ବାସ କରିପାର।
4 porque a palavra do Senhor é reta, em todas as suas obras resplandece a fidelidade:
5 ପରମେଶ୍ବର ସବୁ ପ୍ରକାର ନ୍ଯାଯ ବିଚାର ଓ ଉତ୍ତମ କାର୍ୟ୍ଯକୁ ଭଲ ପାଆନ୍ତି। ପୃଥିବୀ ସଦାପ୍ରଭୁଙ୍କ ପ୍ରକୃତ କରୁଣାରେ ପରିପୂର୍ଣ୍ଣ।
5 ele ama a justiça e o direito, da bondade do Senhor está cheia a terra.
6 ସଦାପ୍ରଭୁ ଆଦେଶ ଦେଲେ ଓ ପୃଥିବୀ ସୃଷ୍ଟି ହେଲା। ପରମେଶ୍ବରଙ୍କ ନିଶ୍ବାସରୁ ପୃଥିବୀରେ ସବୁକିଛି ସୃଷ୍ଟି ହେଲା।
6 Pela palavra do Senhor foram feitos os céus, e pelo sopro de sua boca todo o seu exército.
7 ପରମେଶ୍ବର ସମୁଦ୍ରରୁ ଜଳ ଆଣି ଗୋଟିଏ ସ୍ଥାନରେ ଏକତ୍ରୀତ କଲେ। ସେ ସମୁଦ୍ରକୁ ତା ସ୍ଥାନରେ ରଖି ଦେଲେ।
7 Ele junta as águas do mar como num odre, e em reservatórios encerra as ondas.
8 ଏ ପୃଥିବୀର ପ୍ରେତ୍ୟକକ ବ୍ଯକ୍ତି ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ କରିବା ଉଚିତ୍। ଏ ପୃଥିବୀର ସମସ୍ତ ଲୋକ ତାଙ୍କୁ ଭୟ କରିବା ଉଚିତ୍।
8 Tema ao Senhor toda a terra; reverenciem-no todos os habitantes do globo.
9 କାରଣ ପରମେଶ୍ବରଙ୍କ ଆଦେଶ ମାତ୍ରକେ ପୃଥିବୀ ସୃଷ୍ଟି ହେଲା ସ ୟଦି ସେ କାହାରିକୁ ଚାଲୁରଖିବା ପାଇଁ ଚାହାନ୍ତି ତବେେ ଚାଲୁରଖି ପାରିବେ।
9 Porque ele disse e tudo foi feito, ele ordenou e tudo existiu.
10 ସଦାପ୍ରଭୁ ସମସ୍ତଙ୍କ ଉପଦେଶକୁ ବ୍ଯର୍ଥ କରି ପାରନ୍ତି। ସେ ସମାନଙ୍କେ ସମସ୍ତ ଯୋଜନାକୁ ବ୍ଯର୍ଥ କରି ପାରନ୍ତି।
10 O Senhor desfaz os planos das nações pagãs, reduz a nada os projetos dos povos.
11 କିନ୍ତୁ ଦାପ୍ରଭୁଙ୍କ ଉପଦେଶ ଚିରଦିନ ମଙ୍ଗଳମଯ ତାଙ୍କର ସଂକଳ୍ପ ସବୁ ଚିରକାଳ ଲାଗି ବଂଶାନୁକ୍ରମେ ଥାଏ।
11 Só os desígnios do Senhor permanecem eternamente e os pensamentos de seu coração por todas as gerações.
12 ଯେଉଁ ଲୋକମାନେ ସଦାପ୍ରଭୁଙ୍କୁ ମାନନ୍ତି ସମାନେେ ସମସ୍ତେ ଭାଗ୍ଯଶାଳୀ ଅଟନ୍ତି। କାରଣ ପରମେଶ୍ବର ସମାନଙ୍କେୁ ସ୍ବତନ୍ତ୍ର ଭାବରେ ବିବଚେନା କରନ୍ତି।
12 Feliz a nação que tem o Senhor por seu Deus, e o povo que ele escolheu para sua herança.
13 ସଦାପ୍ରଭୁ ସ୍ବର୍ଗରୁ ଥାଇ ସବୁ ଲୋକଙ୍କ ଉପରେ ଦୃଷ୍ଟିପାତ କରନ୍ତି।
13 O Senhor olha dos céus, vê todos os filhos dos homens.
14 ସେ ତାଙ୍କର ଉଚ୍ଚ ସିଂହାସନରୁ ଏ ପୃଥିବୀରେ ବାସ କରୁଥିବା ସବୁ ଜୀବନ୍ତ ପ୍ରାଣୀଙ୍କୁ ନିରୀକ୍ଷଣ କରନ୍ତି।
14 Do alto de sua morada observa todos os habitantes da terra,
15 ପରମେଶ୍ବର ସମସ୍ତ ମନୁଷ୍ଯମାନଙ୍କ ହୃଦଯକୁ ତିଆରି କରିଛନ୍ତି। ତଣେୁ ପରମେଶ୍ବର ଜାଣନ୍ତି ପ୍ରେତ୍ୟକକ ମନୁଷ୍ଯ କ'ଣ ଚିନ୍ତା କରୁଥାଏ।
15 ele que formou o coração de cada um e está atento a cada uma de suas ações.
16 ଜଣେ ରାଜା ନିଜର ଶକ୍ତିଦ୍ବାରା ସୁରକ୍ଷିତ ହୁଏ ନାହିଁ। ଜଣେ ଶକ୍ତିଶାଳୀ ସୈନିକ କବଳେ ତା'ର ନିଜର ବଳ ଉପରେ ନିର୍ଭର କରି ଉଦ୍ଧାର ପାଏ ନାହିଁ।
16 Não vence o rei pelo numeroso exército, nem se livra o guerreiro pela grande força.
17 ଅଶ୍ବମାନେ କବଳେ ୟୁଦ୍ଧରେ ବିଜଯୀ କରାନ୍ତି ନାହିଁ। ସମାନଙ୍କେର ଶକ୍ତି କବଳେ ତୁମ୍ଭକୁ ପ୍ରକୃତରେ ଉଦ୍ଧାର କରିବାକୁ ସମର୍ଥ ହବେ ନାହିଁ।
17 O cavalo não é penhor de vitória, nem salva pela sua resistência.
18 ଯେଉଁମାନେ ସଦାପ୍ରଭୁଙ୍କୁ ଉପାସନା କରନ୍ତି, ପରମେଶ୍ବର ସମାନଙ୍କେର ଯତ୍ନ ନିଅନ୍ତି ଓ ସମାନଙ୍କେ ଉପରେ ଦୃଷ୍ଟି ରଖନ୍ତି। ଯେଉଁମାନେ ତାଙ୍କର ଉପାସନା କରନ୍ତି, ସହେିମାନେ ତାଙ୍କର ସ୍ବର୍ଗୀଯ କରୁଣାରେ ରକ୍ଷା ପାଆନ୍ତି।
18 Eis os olhos do Senhor pousados sobre os que o temem, sobre os que esperam na sua bondade,
19 ପ୍ରଭୁ ସହେି ଲୋକମାନଙ୍କୁ ମୃତ୍ଯୁ ମୁଖରୁ ରକ୍ଷା କରନ୍ତି। ସେ ସମାନଙ୍କେୁ ଶକ୍ତି ପ୍ରଦାନ କରନ୍ତି। ଯେତବେେଳେ ସମାନେେ ଅତ୍ଯନ୍ତ ଭୋକିଲା ଥାନ୍ତି।
19 a fim de livrar-lhes a alma da morte e nutri-los no tempo da fome.
20 ତଣେୁ ଆମ୍ଭେ ସଦାପ୍ରଭୁଙ୍କ ପାଇଁ ଅପେକ୍ଷା କରିବା। ସେ ଆମ୍ଭକୁ ସାହାୟ୍ଯ କରନ୍ତି ଓ ରକ୍ଷା କରନ୍ତି।
20 Nossa alma espera no Senhor, porque ele é nosso amparo e nosso escudo.
21 ପରମେଶ୍ବର ଆମ୍ଭକୁ ଆନନ୍ଦ ପ୍ରଦାନ କରନ୍ତି। ଆମ୍ଭେ ପ୍ରକୃତରେ ତାଙ୍କର ସହେି ପବିତ୍ର ନାମରେ ଭରସା କରିବା।
21 Nele, pois, se alegra o nosso coração, em seu santo nome confiamos.
22 ହେ ସଦାପ୍ରଭୁ, ଆମ୍ଭେ ପ୍ରକୃତରେ ତୁମ୍ଭକୁ ଉପାସନା କରୁଛୁ। ତଣେୁ ତୁମ୍ଭର କୃପା ଦୃଷ୍ଟି ଓ ଦୟା ଆମ୍ଭମାନଙ୍କ ପ୍ରତି ରହିଥାଉ।
22 Seja-nos manifestada, Senhor, a vossa misericórdia, como a esperamos de vós.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Salmos 33, comparar traduções ou montar um estudo — tudo direto pelo WhatsApp.