Salmos 32
Oriya Bible (GL_ORIYA) vs VC
1 ୟାହାର ସବୁ ପାପ କ୍ଷମା କରାୟାଇଅଛି, ସେ ବ୍ଯକ୍ତି ଧନ୍ଯ। ସହେି ବ୍ଯକ୍ତି ଅଧିକ ଭାଗ୍ଯଶାଳୀ, ଯେତବେେଳେ ତା'ର ସମସ୍ତ ପାପ ଧୋଇ ଦିଆୟାଇଥାଏ।
1 De Davi. Hino. Feliz aquele cuja iniqüidade foi perdoada, cujo pecado foi absolvido.
2 ଜଣେ ବ୍ଯକ୍ତି ଅଧିକ ଖୁସି ହୁଏ, ଯେତବେେଳେ ସଦାପ୍ରଭୁ ତାକୁ ଦୋଷୀ ବୋଲି କୁହନ୍ତି ନାହିଁ। ସହେି ବ୍ଯକ୍ତିଟି ଅଧିକ ଭାଗ୍ଯଶାଳୀ ୟିଏ ନିଜର ପାପକୁ ଗୋପନ ରେଖ ନାହିଁ।
2 Feliz o homem a quem o Senhor não argúi de falta, e em cujo coração não há dolo.
3 ପ୍ରଭୁ ମୁଁ ବାରମ୍ବାର ତୁମ୍ଭକୁ ପ୍ରାର୍ଥନା କଲି କିନ୍ତୁ ମୁଁ ମାରେ ଗୋପନ ପାପ ବିଷଯରେ ତୁମ୍ଭକୁ କିଛି କହିଲି ନାହିଁ। ମୁଁ କବଳେ ଦୁର୍ବଳ ହାଇେ ପଡ଼ିଲି, ପ୍ରେତ୍ୟକକ ଥର ଯେତବେେଳେ ମୁଁ ପ୍ରାର୍ଥନା କଲି।
3 Enquanto me conservei calado, mirraram-se-me os ossos, entre contínuos gemidos.
4 ପ୍ରଭୁ ତୁମ୍ଭେ ମାରେ ଜୀବନକୁ ରାତିଦିନ ଅଧିକରୁ ଅଧିକ ଦୁର୍ବିସହ କରିଦଲେ। ମୁଁ କ୍ରମେ ଶୁଖି ଗଲି, ଗ୍ରୀଷ୍ମ ଋତୁରେ ୟମେିତି ଭୂମି ଶୁଖି ୟାଏ।
4 Pois, dia e noite, vossa mão pesava sobre mim; esgotavam-se-me as forças como nos ardores do verão.
5 କିନ୍ତୁ ତା'ପରେ ମୁଁ ନିଷ୍ପତ୍ତି ନଲେି ମାରେ ସମସ୍ତ ପାପକୁ ତୁମ୍ଭ ଆଗରେ ପ୍ରକାଶ କରିବି। ସଦାପ୍ରଭୁ ତୁମ୍ଭଙ୍କୁ ମାରେ ସମସ୍ତ ପାପ ବିଷଯରେ କହିଲି। ମାରେ କୌଣସି ପାପ ଲୁଚାଇ ରଖିଲି ନାହିଁ ଓ ତୁମ୍ଭେ ମାେତେ ମାରେ ସମସ୍ତ ପାପରୁ କ୍ଷମା କରିଦଲେ।
5 Então eu vos confessei o meu pecado, e não mais dissimulei a minha culpa. Disse: Sim, vou confessar ao Senhor a minha iniqüidade. E vós perdoastes a pena do meu pecado.
6 ଏହି କାରଣରୁ ତୁମ୍ଭର ସମସ୍ତ ଅନୁଗାମୀମାନେ ତୁମ୍ଭକୁ ପ୍ରାର୍ଥନା କରନ୍ତି। ୟଦିଓ ସମାନଙ୍କେର ବନ୍ଯାପରି ବହୁତ ବିପଦ ଅଛି, ତଥାପି ସମାନେେ ନିରାପଦରେ ରହିବେ।
6 Assim também todo fiel recorrerá a vós, no momento da necessidade. Quando transbordarem muitas águas, elas não chegarão até ele.
7 ପରମେଶ୍ବର ତୁମ୍ଭେ ହିଁ ମାରେ ଲୁଚିବାର ସ୍ଥାନ ଅଟ। ତୁମ୍ଭେ ମାେତେ ସମସ୍ତ ବିପଦରୁ ଉଦ୍ଧାର କର। ତୁମ୍ଭେ ମାରେ ଚତୁର୍ଦ୍ଦିଗରେ ରହି ମାେତେ ରକ୍ଷା କର। ତଣେୁ ଯେଉଁ ଉପାଯରେ ମାେତେ ବଞ୍ଚାଇଲ ମୁଁ ସହେି ବିଷଯରେ ଗୀତ ବୋଲିବି।
7 Vós sois meu asilo, das angústias me preservareis e me envolvereis na alegria de minha salvação.
8 ସଦାପ୍ରଭୁ କୁହନ୍ତି, ମୁଁ ତୁମ୍ଭକୁ ଶିକ୍ଷା ଦବେି ଏବଂ ତୁମ୍ଭେ ଯେଉଁ ମାର୍ଗରେ ବଞ୍ଚିବ ତାକୁ ମଧ୍ଯ ବତାଇ ଦବେି। ମୁଁ ତୁମ୍ଭକୁ ରକ୍ଷା କରିବି ଏବଂ ତୁମ୍ଭର ତତ୍ତ୍ବାବଧାରକ ହବେି।
8 Vou te ensinar, dizeis, vou te mostrar o caminho que deves seguir; vou te instruir, fitando em ti os meus olhos:
9 ତୁମ୍ଭମାନେେ ନିଶ୍ଚିତ ଗଧମାନଙ୍କୁ ଦଉଡ଼ି ଏବଂ ଅଶ୍ବମାନଙ୍କୁ ଲଗାମର ବ୍ଯବହାର କର। କାରଣ ସମାନଙ୍କେୁ ତୁମ୍ଭ ପାଖକୁ ଆଣିବା ପାଇଁ, କିନ୍ତୁ ପରମେଶ୍ବରଙ୍କ ସହିତ ସପରେି ହୁଅ ନାହିଁ।
9 não queiras ser sem inteligência como o cavalo, como o muar, que só ao freio e à rédea submetem seus ímpetos; de outro modo não se chegam a ti.
10 ଦୁଷ୍ଟ ଲୋକମାନଙ୍କ ଉପରେ ଅନକେ ଅଘଟଣ ଘଟିଛି, କିନ୍ତୁ ପରମେଶ୍ବର ତାଙ୍କର ଆଶ୍ରିତମାନଙ୍କୁ ନିଜର କରୁଣା ଦୃଷ୍ଟି ବଳରେ ରକ୍ଷା କରିବେ।
10 São muitos os sofrimentos do ímpio. Mas quem espera no Senhor, sua misericórdia o envolve.
11 ହେ ଧାର୍ମିକଗଣ, ତୁମ୍ଭେ ସଦାପ୍ରଭୁଙ୍କଠାରେ ଆନନ୍ଦରେ ଉଲ୍ଲସିତ ହୁଅ। ହେ ସରଳାନ୍ତଃକରଣର ବ୍ଯକ୍ତିମାନେ ଆନନ୍ଦିତ ହୁଅ।
11 Ó justos, alegrai-vos e regozijai-vos no Senhor. Exultai todos vós, retos de coração.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Salmos 32, comparar traduções ou montar um estudo — tudo direto pelo WhatsApp.