Salmos 31

Oriya Bible (GL_ORIYA) vs NVI

Sair da comparação
NVI Nova Versão Internacional
1 ହେ ସଦାପ୍ରଭୁ, ମୁଁ ତୁମ୍ଭ ଉପରେ ନିର୍ଭରଶୀଳ। ମାେତେ ତୁମ୍ଭେ ନିରାଶ କର ନାହିଁ। ମାେ ପ୍ରତି ଦୟା କର ଓ ମାେତେ ଉଦ୍ଧାର କର।
1 Em ti, Senhor, me refugio; nunca permitas que eu seja humilhado; livra-me pela tua justiça.
2 ହେ ପରମେଶ୍ବର, ମାେ ନିବଦନେ ଶୁଣ। ଶୀଘ୍ର ଆସି ମାେତେ ଉଦ୍ଧାର କର। ମାେତେ ଚଟାଣ ସଦୃଶ ରକ୍ଷା କର। ମାରେ ନିରାପଦ ଆଶ୍ରଯସ୍ଥଳର ଦୁର୍ଗ ଭଳି କାର୍ୟ୍ଯ କର। ମାରେ ନିରାପତ୍ତା ବଳଯ ହୁଅ। ମାେତେ ରକ୍ଷା କର।
2 Inclina os teus ouvidos para mim, vem livrar-me depressa! Sê minha rocha de refúgio, uma fortaleza poderosa para me salvar.
3 ହେ ମାରେ ପରମେଶ୍ବର, ତୁମ୍ଭେ ମାରେ ଦୃଢ଼ ଶୈଳ। ତଣେୁ ମାେତେ ତୁମ୍ଭର ପଥ ଦଖାେଅ ଓ ଦିଗଦର୍ଶନ ଦିଅ।
3 Sim, tu és a minha rocha e a minha fortaleza; por amor do teu nome, conduze-me e guia-me.
4 ମାରେ ଶତ୍ରୁମାନେ ମାେ ସମ୍ମୁଖରେ ଏକ ୟନ୍ତା ବସାଇଛନ୍ତି। ସମାନଙ୍କେ ସହେି ୟନ୍ତାରୁ ମାେତେ ଉଦ୍ଧାର କର। ତୁମ୍ଭେ ମାରେ ନିରାପଦ ସ୍ଥଳ।
4 Tira-me da armadilha que me prepararam, pois tu és o meu refúgio.
5 ହେ ସଦାପ୍ରଭୁ, ତୁମ୍ଭେ ପରମେଶ୍ବର ୟାହାଙ୍କୁ ଆମ୍ଭେ ବିଶ୍ବାସ କରିପାରିବୁ। ମୁଁ ମାରେ ପ୍ରାଣକୁ ତୁମ୍ଭ ହସ୍ତରେ ଅର୍ପଣ କରୁଛି। ମାେତେ ରକ୍ଷା କର।
5 Nas tuas mãos entrego o meu espírito; resgata-me, Senhor, Deus da verdade.
6 ଯେଉଁମାନେ ମିଥ୍ଯା ଦବଦୋଙ୍କୁ ପୂଜା କରନ୍ତି ମୁଁ ସମାନଙ୍କେୁ ଘୃଣା କରେ। ମୁଁ କବଳେ ସଦାପ୍ରଭୁଙ୍କୁ ନିର୍ଭର କରେ।
6 Odeio aqueles que se apegam a ídolos inúteis; eu, porém, confio no Senhor.
7 ପରମେଶ୍ବର ଦୟାର ସାଗର। ତଣେୁ ମାେତେ ସୁଖରେ ରଖନ୍ତି। ତୁମ୍ଭେ ମାରେ ଦୂରାବସ୍ଥା ଦେଖିଛ। ତୁମ୍ଭେ ଜାଣ ମାେ ଉପରେ ଯେଉଁ ବିପଦ ପଡ଼ିଥିଲା।
7 Exultarei com grande alegria por teu amor, pois viste a minha aflição e conheceste a angústia da minha alma.
8 ତୁମ୍ଭେ ମାରେ ଶତ୍ରୁଙ୍କ ହସ୍ତରେ ମାେତେ ଅର୍ପଣ କରିବ ନାହିଁ। ତୁମ୍ଭେ ସମାନଙ୍କେ ୟନ୍ତାରୁ ମାେତେ ମୁକ୍ତ କରିବ।
8 Não me entregaste nas mãos dos meus inimigos; deste-me segurança e liberdade.
9 ହେ ସଦାପ୍ରଭୁ, ମାେ ଉପରେ ଅନକେ ବିପଦ ପଡ଼ିଛି, ତଣେୁ ମାେ ପ୍ରତି କରୁଣା କର। ମୁଁ ଏତେ ବିଚଳିତ ହାଇେ ପଡ଼ିଛି ୟେ ମାରେ ଚକ୍ଷୁ ୟନ୍ତ୍ରଣା କରୁଛି। ମାରେ ଗଳା ଶୁଖି ଯାଉଛି, ମାେ ପାକସ୍ଥଳୀ ୟନ୍ତ୍ରଣା ଦେଉଛି।
9 Misericórdia, Senhor! Estou em desespero! A tristeza me consome a vista, o vigor e o apetite.
10 ମାରେ ଜୀବନ ଦୁଃଖରେ ଶଷେ ହବୋକୁ ଯାଉଛି। ମାରେ ଜୀବନ ଦୁଃଖରେ ସରିୟିବ। ମାରେ ଅସ୍ଥିସବୁ କ୍ଷୀଣ ହାଇେ ଯାଉଛି ଓ ମୁଁ ଅଧିକରୁ ଅଧିକ ଦୁର୍ବଳ ହାଇଯୋଉଛି।
10 Minha vida é consumida pela angústia, e os meus anos pelo gemido; falta-me a força devido à minha aflição, e os meus ossos se enfraquecem.
11 ମାରେ ଶତ୍ରୁମାନେ ମାେତେ ଘୃଣା କରନ୍ତି, ମାରେ ପଡ଼ୋଶୀମାନେ ମଧ୍ଯ ମାେତେ ଘୃଣା କରନ୍ତି। ମାରେ ବନ୍ଧୁବାନ୍ଧବମାନେ ରାସ୍ତାରେ ଦଖାେ ହେଲେ ଭୟ କରି ମାଠାରୁେ ଦୂରଇେ ୟାଆନ୍ତି।
11 Por causa de todos os meus adversários, sou motivo de ultraje para os meus vizinhos e de medo para os meus amigos; os que me vêem na rua fogem de mim.
12 ଲୋକମାନେ ମାେତେ ସମ୍ପୂର୍ଣ୍ଣ ଭୁଲି ଗଲଣେି ୟମେିତି କୌଣସି ପୁରୁଣା ଭଙ୍ଗା ପାତ୍ର ପରି।
12 Sou esquecido por eles como se estivesse morto; tornei-me como um pote quebrado.
13 ମୁଁ ଲୋକମାନେ କହୁଥିବା ସହେି ଭୟଙ୍କର କଥାସବୁ ଶୁଣେ, ସମାନେେ ମାେ ବିରୁଦ୍ଧରେ ଯୋଜନା କରୁଛନ୍ତି। ସମାନେେ ମାେତେ ମାରିବାକୁ ମନ୍ତ୍ରଣା କରୁଛନ୍ତି।
13 Ouço muitos cochicharem a meu respeito; o pavor me domina, pois conspiram contra mim, tramando tirar-me a vida.
14 ହେ ସଦାପ୍ରଭୁ ମୁଁ ତୁମ୍ଭର ଆଶ୍ରିତ ଅଟେ। ତୁମ୍ଭେ ହିଁ ମାରେ ପରମେଶ୍ବର।
14 Mas eu confio em ti, Senhor, e digo: "Tu és o meu Deus".
15 ମାରେ ଜୀବନ ତୁମ୍ଭ ହାତରେ, ମାେତେ ଶତ୍ରୁ କବଳରୁ ତୁମ୍ଭେ ଉଦ୍ଧାର କର। କେତକେ ଲୋକ ମାେ ପଛରେ ଗୋଡ଼ାଇଛନ୍ତି। ସମାନଙ୍କେଠାରୁ ମାେତେ ରକ୍ଷା କର।
15 O meu futuro está nas tuas mãos; livra-me dos meus inimigos e daqueles que me perseguem.
16 ଆପଣା ସବେକକୁ ଦୟାକର ଓ ଆପଣା ସ୍ନହପେୂର୍ଣ୍ଣ କରୁଣା ପ୍ରଦର୍ଶନ କରି ମାରେ ଜୀବନ ରକ୍ଷା କର।
16 Faze o teu rosto resplandecer sobre o teu servo; salva-me por teu amor leal.
17 ହେ ସଦାପ୍ରଭୁ, ମୁଁ ତୁମ୍ଭକୁ ପ୍ରାର୍ଥନା କରୁଛି, ତୁମ୍ଭେ ମାେତେ ନିରାଶ କରିବ ନାହିଁ। ଦୁଷ୍ଟ ଲୋକମାନେ ନିରାଶ ହବେେ। ସମାନେେ ନୀରବରେ କବରକୁ ଯିବେ।
17 Não permitas que eu seja humilhado, Senhor, pois tenho clamado a ti; mas que os ímpios sejam humilhados e calados fiquem no Sheol.
18 ସହେି ଦୁଷ୍ଟ ଲୋକମାନେ ମିଥ୍ଯାବାଦୀ। ସମାନେେ ଧାର୍ମିକ ଲୋକଙ୍କ ବିରୁଦ୍ଧରେ ମିଥ୍ଯାକଥା କୁହନ୍ତି। ସହେି ଦୁଷ୍ଟ ଲୋକମାନେ ଅତ୍ଯନ୍ତ ଅହଂକାରୀ। ସମାନଙ୍କେର ସହେି ମିଥ୍ଯା କହୁଥିବା ଓଷ୍ଠ ନୀରବ ହାଇଯେିବ।
18 Sejam emudecidos os seus lábios mentirosos, pois com arrogância e desprezo humilham os justos.
19 ପରମେଶ୍ବର, ତୁମ୍ଭେ ଆପଣା ଅନୁସରଣକାରୀମାନଙ୍କ ପାଇଁ ଉତ୍ତମତା ଏକ ଧନଭଣ୍ଡାର ପରି ରଖିଅଛ। ତୁମ୍ଭେ ସମସ୍ତଙ୍କ ସମ୍ମୁଖରେ ଭଲ କାର୍ୟ୍ଯ କର। ସହେି ଲୋକମାନଙ୍କ ପାଇଁ ଯେଉଁମାନେ ତୁମ୍ଭର ଅନୁଗତ।
19 Como é grande a tua bondade, que reservaste para aqueles que te temem, e que, à vista dos homens, concedes àqueles que se refugiam em ti!
20 ଦୁଷ୍ଟ ଲୋକମାନେ ଏକତ୍ରୀତ ହାଇେ ଉତ୍ତମ ଲୋକଙ୍କର କ୍ଷତି କରିବାକୁ ଚାହାଁନ୍ତି। ସହେି ଦୁଷ୍ଟ ଲୋକମାନେ ବିବାଦ ଆରମ୍ଭ କରନ୍ତି କିନ୍ତୁ ତୁମ୍ଭେ ସହେି ଉତ୍ତମ ଲୋକଙ୍କୁ ଲୁଚାଇ ରଖି ସମାନଙ୍କେୁ ସୁରକ୍ଷା ପ୍ରଦାନ କର ଓ ତୁମ୍ଭେ ସମାନଙ୍କେୁ ଆପଣା ଆଶ୍ରଯ ସ୍ଥଳରେ ରକ୍ଷାକର।
20 No abrigo da tua presença os escondes das intrigas dos homens; na tua habitação os proteges das línguas acusadoras.
21 ସଦାପ୍ରଭୁ ମାେତେ ଆଶୀର୍ବାଦ କରନ୍ତୁ। ମୁଁ ଯେତବେେଳେ ଶତ୍ରୁମାନଙ୍କ ଦ୍ବାରା ବେଷ୍ଟିତ ନଗରରେ କବଳିତ ହଲିେ, ସେତବେେଳେ ସେ ମାେତେ ଅନୁଗ୍ରହ ପ୍ରଦର୍ଶନ କଲେ।
21 Bendito seja o Senhor, pois mostrou o seu maravilhoso amor para comigo quando eu estava numa cidade cercada.
22 ମୁଁ ଭୟଭୀତ ହାଇେ ପଡ଼ିଲି ଓ ମୁଁ କହିଲି, ମୁଁ ଏମିତି ଏକ ସ୍ଥାନରେ ଅଛି, ଯେଉଁଠାରୁ ପରମେଶ୍ବର ମାେତେ ଦେଖିପାରିବେ ନାହିଁ। କିନ୍ତୁ ମୁଁ ତୁମ୍ଭକୁ ପ୍ରାର୍ଥନା କଲି ଓ ପରମେଶ୍ବର ତୁମ୍ଭେ ସହାୟତା ପାଇଁ ମାରେ ଡ଼ାକ ଶୁଣିଲ।
22 Alarmado, eu disse: "Fui excluído da tua presença! " Contudo, ouviste as minhas súplicas quando clamei a ti por socorro.
23 ହେ ପରମେଶ୍ବରଙ୍କ ଆଶ୍ରିତଗଣ, ତୁମ୍ଭେ ସଦାପ୍ରଭୁଙ୍କୁ ଭଲ ପାଅ। ସଦାପ୍ରଭୁ ସହେିମାନଙ୍କୁ ରକ୍ଷା କରନ୍ତି, ଯେଉଁମାନେ ତାଙ୍କର ଆଶ୍ରିତ ଅଟନ୍ତି, କିନ୍ତୁ ସଦାପ୍ରଭୁ ସହେି ଲୋକମାନଙ୍କୁ ଦଣ୍ଡ ଦିଅନ୍ତି, ଯେଉଁମାନେ ନିଜ ଶକ୍ତିର ଅପବ୍ଯବହାର କରନ୍ତି। ସେ ସହେିମାନଙ୍କୁ ଦଣ୍ଡ ପ୍ରଦାନ କରନ୍ତି ଯେଉଁମାନେ ଦଣ୍ଡର ଅଧିକାରୀ।
23 Amem o Senhor, todos vocês, os seus santos! O Senhor preserva os fiéis, mas aos arrogantes dá o que merecem.
24 ସାହସୀ ହୁଅ, ତା ହେଲେ ପରମେଶ୍ବର ତୁମ୍ଭକୁ ଶକ୍ତିଶାଳୀ କରିବେ। ହେ ଲୋକମାନେ ଯେଉଁମାନେ ସଦାପ୍ରଭୁଙ୍କ ସାହାୟ୍ଯ ପାଇଁ ଅପେକ୍ଷା କରିଛ।
24 Sejam fortes e corajosos, todos vocês que esperam no Senhor!

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Salmos 31, comparar traduções ou montar um estudo — tudo direto pelo WhatsApp.