Salmos 30
Oriya Bible (GL_ORIYA) vs NVI
1 ହେ ସଦାପ୍ରଭୁ, ତୁମ୍ଭେ ମାେତେ ମାରେ ସମସ୍ତ ବିପଦରୁ ଉଦ୍ଧାର କରିଛ। ତୁମ୍ଭେ ମାରେ ଶତ୍ରୁଙ୍କୁ ମାେତେ ପରାଜିତ କରିବାକୁ ସୁଯୋଗ ଦଲେ ନାହିଁ କି ସମାନେେ ମାେତେ ପରିହାସ କରିବାକୁ ଦଲେ ନାହିଁ। ତଣେୁ ମୁଁ ତୁମ୍ଭକୁ ସମ୍ମାନ ଜଣାଉଛି।
1 Eu te exaltarei, Senhor, pois tu me reergueste e não deixaste que os meus inimigos se divertissem à minha custa.
2 ହେ ସଦାପ୍ରଭୁ ମାରେ ପରମେଶ୍ବର, ମୁଁ ତୁମ୍ଭକୁ ସାହାୟ୍ଯ ପାଇଁ ପ୍ରାର୍ଥନା କଲି ଓ ତହିଁରେ ତୁମ୍ଭେ ମାେତେ ସୁସ୍ଥ କରିଅଛ।
2 Senhor meu Deus, a ti clamei por socorro, e tu me curaste.
3 ହେ ସଦାପ୍ରଭୁ, ତୁମ୍ଭେ ମାେତେ ମୃତ୍ଯୁ ଗୁମ୍ଫାରୁ ମାରେ ପ୍ରାଣ ବଞ୍ଚାଇ ରଖିଛ। ମାେତେ ସହେି ମୃତ ଲୋକମାନଙ୍କ ସହିତ କବରରେ ରହିବାକୁ ଦଇେ ନାହଁ।
3 Senhor, tiraste-me da sepultura; prestes a descer à cova, devolveste-me à vida.
4 ହେ ପରମେଶ୍ବରଙ୍କ ଅନୁଗାମୀମାନେ ସଦାପ୍ରଭୁଙ୍କ ପ୍ରଶଂସା କରି ସଙ୍ଗୀତ ଗାନ କର। ତାଙ୍କର ସହେି ପବିତ୍ର ନାମର ପ୍ରଶଂସା କର।
4 Cantem louvores ao Senhor, vocês, os seus fiéis; louvem o seu santo nome.
5 ପରମେଶ୍ବର କୋର୍ଧିତ ହୁଅନ୍ତି। ତଣେୁ ତାଙ୍କର ନିଷ୍ପତ୍ତି ହିଁ ମୃତ୍ଯୁ। କିନ୍ତୁ ସେ ମାେ ପ୍ରତି କରୁଣା ପ୍ରଦର୍ଶନ କରି ମାେତେ ଜୀବନଦାନ ଦଇେଛନ୍ତି। ସାରା ରାତି ମୁଁ କାନ୍ଦୁଥିଲି। ତା'ପରଦିନ ସକାଳୁ ଦେଖିଲି, ମୁଁ ଖୁସିରେ ଗୀତ ବୋଲୁଛି।
5 Pois a sua ira só dura um instante, mas o seu favor dura a vida toda; o choro pode persistir uma noite, mas de manhã irrompe a alegria.
6 ମୁଁ ସେତବେେଳେ ନିରାପଦରେ ନିଶ୍ଚିତ ଥିଲି, ମୁଁ ଭାବୁଥିଲି ମାରେ କିଛି କ୍ଷତି ହବେ ନାହିଁ।
6 Quando me senti seguro, disse: "Jamais serei abalado! "
7 ହଁ ସଦାପ୍ରଭୁ, ଯେ ତବେଳେ ତୁମ୍ଭେ ମାେ ପ୍ରତି ଦୟା କଲେ, ମୁଁ ସେତବେେଳେ ଭାବିଲି, କହେି ମାେତେ ପରାସ୍ତ କରିପାରିବେ ନାହିଁ। କିନ୍ତୁ ତୁମ୍ଭେ ଯେତବେେଳେ ମାେ ପାଖରୁ ଦୂରଇେ ଗଲ, ମୁଁ ସେତବେେଳେ ବ୍ଯାକୁଳ ହାଇେ ଭୟରେ ଥରି ଉଠିଲି।
7 Senhor, com o teu favor, deste-me firmeza e estabilidade; mas, quando escondeste a tua face, fiquei aterrorizado.
8 ତଣେୁ ହେ ପରମେଶ୍ବର, ମୁଁ ତୁମ୍ଭକୁ ମାେ ପ୍ରତି ସଦଯ ହବୋକୁ ନିବଦନେ କଲି।
8 A ti, Senhor, clamei, ao Senhor pedi misericórdia:
9 ମୁଁ କହିଲି, ହେ ପ୍ରଭୁ କ'ଣ ଭଲ ହବେ ୟଦି ମୁଁ ମରିୟାଏ। ମୁଁ କବର ଭିତରକୁ ଗଲେ କ'ଣ ଲାଭ। ମୃତ ଲୋକମାନେ ସହେି ମାଟିର କବରରେ ଶୋଇ ରହନ୍ତି। ସମାନେେ ତୁମ୍ଭକୁ ପ୍ରଶଂସା କରନ୍ତି ନାହିଁ। ସମାନେେ ଲୋକମାନଙ୍କୁ କହନ୍ତି ନାହିଁ, ଆମ୍ଭମାନେେ କେତେ ତୁମ୍ଭ ଉପରେ ନିର୍ଭରଶୀଳ।
9 "Se eu morrer, se eu descer à cova, que vantagem haverá? Acaso o pó te louvará? Proclamará a tua fidelidade?
10 ହେ ସଦାପ୍ରଭୁ, ମାରେ ପ୍ରାର୍ଥନା ଶୁଣ ଓ ମାେ ପ୍ରତି କରୁଣା ପ୍ରଦର୍ଶନ କର। ହେ ସଦାପ୍ରଭୁ ମାରେ ସହାୟ ହୁଅ।
10 Ouve, Senhor, e tem misericórdia de mim; Senhor, sê tu o meu auxílio".
11 ମୁଁ ତୁମ୍ଭକୁ ପ୍ରାର୍ଥନା କଲି। ତୁମ୍ଭେ ମାେତେ ସାହାୟ୍ଯ କଲ। ତୁମ୍ଭେ ମାରେ କ୍ରନ୍ଦନକୁ ନୃତ୍ଯରେ ପରିଣତ କଲ। ତୁମ୍ଭେ ମାରେ ଦୁଃଖର ପୋଷାକ ସବୁକୁ କାଢ଼ି ନଲେ ଓ ମାେତେ ସୁଖରେ ଆଚ୍ଛାଦିତ କରିଲ।
11 Mudaste o meu pranto em dança, a minha veste de lamento em veste de alegria,
12 ହେ ସଦାପ୍ରଭୁ, ମାରେ ପରମେଶ୍ବର, ମୁଁ ଚିରଦିନ ତୁମ୍ଭର ଗୁଣଗାନ କରିବି, କବେେ ନୀରବରେ ବସି ରହିବି ନାହିଁ। ତଣେୁ ସବୁବେଳେ କହେି ନା କହେି ତୁମ୍ଭକୁ ସମ୍ମାନ ଜଣାଇବା ପାଇଁ ତୁମ୍ଭର ଗୁଣଗାନ କରୁଥିବ।
12 para que o meu coração cante louvores a ti e não se cale. Senhor, meu Deus, eu te darei graças para sempre.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Salmos 30, comparar traduções ou montar um estudo — tudo direto pelo WhatsApp.