Salmos 28
Oriya Bible (GL_ORIYA) vs ARIB
1 ହେ ସଦାପ୍ରଭୁ, ତୁମ୍ଭେ ମାରେ ଶକ୍ତିଶାଳୀ ଶୈଳ ସଦୃଶ। ମୁଁ ତୁମ୍ଭକୁ ସାହାୟ୍ଯ ପାଇଁ ପ୍ରାର୍ଥନା କରୁଛି। ତୁମ୍ଭେ ମାେ ପ୍ରତି ନୀରବ ହୁଅ ନାହିଁ। ୟଦି ମାରେ ସହାୟତା ପାଇଁ ପ୍ରାର୍ଥନାର ଉତ୍ତର ନ ଦିଅ, ତାହା ହେଲେ ଲୋକମାନେ ଭାବିବେ ମୁଁ ସହେି କବର ଭିତରେ ଥିବା ଲୋକମାନଙ୍କଠାରୁ କୌଣସି ଗୁଣରେ ନ୍ଯୁନ ହୁ ହେଁ।
1 A ti clamo, ó Senhor; rocha minha, não emudeças para comigo; não suceda que, calando-te a meu respeito, eu me torne semelhante aos que descem à cova.
2 ହେ ସଦାପ୍ରଭୁ, ମୁଁ ମାରେ ଦୁଇହାତ ଟକେି ତୁମ୍ଭର ମହାପବିତ୍ରସ୍ଥାନ ଆଡ଼କୁ ପ୍ରାର୍ଥନା କରୁଛି। ମୁଁ ଯେତବେେଳେ ତୁମ୍ଭକୁ ଡ଼ାକୁଛି। ମାେ ନିବଦନେ ଟିକେ ଶୁଣ। ମାେ ପ୍ରତି କୃପା ପ୍ରଦର୍ଶନ କର।
2 Ouve a voz das minhas súplicas, quando a ti clamo, quando levanto as minhas mãos para o teu santo templo.
3 ହେ ସଦାପ୍ରଭୁ, ମାେତେ ସହେି ଦୁଷ୍ଟ ଲୋକଙ୍କ ମଧ୍ଯରୁ ଜଣେ ବୋଲି ଗଣ ନାହିଁ। ସହେି ଲୋକମାନେ ତାଙ୍କର ପଡ଼ୋଶୀମାନଙ୍କୁ ଶାନ୍ତିର ସନ୍ଦେଶ ଶୁଣାନ୍ତି କିନ୍ତୁ ହୃଦଯ ମଧ୍ୟରେ ସମାନେେ ସହେି ପଡ଼ୋଶୀମାନଙ୍କ ବିରୁଦ୍ଧରେ ମନ୍ଦ ଯୋଜନା କରୁଥାଆନ୍ତି।
3 Não me arrastes juntamente com os ímpios e com os que praticam a iniqüidade, que falam de paz ao seu próximo, mas têm o mal no seu coração.
4 ସଦାପ୍ରଭୁ ସହେି ଲୋକମାନେ ଅନ୍ୟ ଲୋକମାନଙ୍କ ପ୍ରତି ଖରାପ ଆଚରଣ କରନ୍ତି। ତଣେୁ ସମାନେେ ସମାନଙ୍କେ କର୍ମାନୁରୂପ ଫଳ ପାଆନ୍ତୁ। ସମାନଙ୍କେୁ ୟଥାୟୋଗ୍ଯ ଫଳ ଦିଆଯାଉ।
4 Retribui-lhes segundo as suas obras e segundo a malícia dos seus feitos; dá-lhes conforme o que fizeram as suas mãos; retribui-lhes o que eles merecem.
5 ଦୁଷ୍ଟ ଲୋକମାନେ ସଦାପ୍ରଭୁଙ୍କ ସତ୍ଯ ଉଦ୍ଦେଶ୍ଯ ବୁଝିପାରନ୍ତି ନାହିଁ। ସମାନେେ ପରମେଶ୍ବରଙ୍କ ଉତ୍ତମ କାର୍ୟ୍ଯକୁ ଦେଖିପାରନ୍ତି ନାହିଁ। ନା, ସମାନେେ କିଛି ବୁଝନ୍ତି ନାହିଁ। ସମାନେେ କବଳେ ଧ୍ବଂସ କରିବାକୁ ଚାହାଁନ୍ତି।
5 Porquanto eles não atentam para as obras do Senhor, nem para o que as suas mãos têm feito, ele os derrubará e não os reedificará
6 ସଦାପ୍ରଭୁଙ୍କର ପ୍ରଶଂସା ହେଉ, କାରଣ ସେ ମାରେ ପ୍ରାର୍ଥନା, ଦୟାଳୁ ହାଇେ ଶୁଣିଛନ୍ତି।
6 Bendito seja o Senhor, porque ouviu a voz das minhas súplicas.
7 ସଦାପ୍ରଭୁ ହିଁ ମାରେ ବଳ। ସେ ମାରେ ଢ଼ାଲ ସଦୃଶ। ମୁଁ ତାଙ୍କଠାରେ ବିଶ୍ବାସ କରେ କାରଣ ସେ ମାେତେ ରକ୍ଷା କଲେ। ମୁଁ ଅତି ଖୁସି। ମୁଁ ଆଜି ପ୍ରଶଂସାର ଗୀତ ଗାଇବି।
7 O Senhor é a minha força e o meu escudo; nele confiou o meu coração, e fui socorrido; pelo que o meu coração salta de prazer, e com o meu cântico o louvarei.
8 ସଦାପ୍ରଭୁ ତାଙ୍କର ଆଶ୍ରିତମାନଙ୍କୁ ରକ୍ଷା କରନ୍ତି। ସଦାପ୍ରଭୁ ତାଙ୍କୁ ଉଦ୍ଧାର କରନ୍ତି। ସଦାପ୍ରଭୁ ହିଁ ତା'ର ଏକମାତ୍ର ବଳ।
8 O Senhor é a força do seu povo; ele é a fortaleza salvadora para o seu ungido.
9 ହେ ପରମେଶ୍ବର, ତୁମ୍ଭର ଲୋକମାନଙ୍କୁ ରକ୍ଷା କର। ଯେଉଁମାନେ ତୁମ୍ଭ ଉପରେ ନିର୍ଭରଶୀଳ, ସମାନଙ୍କେୁ ଆଶୀର୍ବାଦ କର। ସମାନଙ୍କେୁ ଅନନ୍ତକାଳ ପାଇଁ ପଥ ଦଖାେଅ ଓ ସମ୍ମାନନୀଯ କର।
9 Salva o teu povo, e abençoa a tua herança; apascenta-os e exalta-os para sempre.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Salmos 28, comparar traduções ou montar um estudo — tudo direto pelo WhatsApp.