Salmos 26
Oriya Bible (GL_ORIYA) vs NVI
1 ହେ ସଦାପ୍ରଭୁ, ମାରେ ବିଚାର କର। ପ୍ରମାଣ କର ୟେ, ମୁଁ ଶୁଦ୍ଧ ଜୀବନୟାପନ କରିଛି। ମୁଁ କବେେ ସଦାପ୍ରଭୁଙ୍କର ବିରୁଦ୍ଧାଚରଣ କରି ନାହିଁ।
1 Faze-me justiça, Senhor, pois tenho vivido com integridade. Tenho confiado no Senhor, sem vacilação.
2 ହେ ସଦାପ୍ରଭୁ, ମାେତେ ପରୀକ୍ଷା କର, ପ୍ରମାଣ ନିଅ ଓ ମାରେ ହୃଦଯ ଓ ମନକୁ ପରିଷ୍କର କର।
2 Sonda-me, Senhor, e prova-me, examina o meu coração e a minha mente;
3 ମୁଁ ସବୁବେଳେ ତୁମ୍ଭର ସ୍ନହପେୂର୍ଣ୍ଣ କରୁଣା ଦୃଷ୍ଟି ଦେଖି ପାରୁଛି। ତୁମ୍ଭ ଉପରେ ଭରସା କରି ମୁଁ ସବୁକିଛି କରେ।
3 pois o teu amor está sempre diante de mim, e continuamente sigo a tua verdade.
4 ମୁଁ ନିଷ୍ଠୁର ଲୋକଙ୍କ ସହ ବସେ ନାହିଁ। କିଅବା ମୁଁ କପଟୀମାନଙ୍କ ସଙ୍ଗେ ଗମନ କରେ ନାହିଁ।
4 Não me associo com homens falsos, nem ando com hipócritas;
5 ମୁଁ ସହେି କୁକର୍ମୀମାନଙ୍କୁ ଘୃଣା କରେ। ମୁଁ ସହେି ଦୁଷ୍ଟମାନଙ୍କ ସଙ୍ଗରେ କବେେ ହେଲେ ହାତ ମିଳାଏ ନାହିଁ।
5 detesto o ajuntamento dos malfeitores, e não me assento com os ímpios.
6 ହେ ସଦାପ୍ରଭୁ, ମୁଁ ତୁମ୍ଭର ଧନ୍ଯବାଦ ସ୍ବର ଶୁଣାଇବି। ମୁଁ ତୁମ୍ଭର ଆଶ୍ଚର୍ୟ୍ଯଜନକ କାର୍ୟ୍ଯ, ୟାହା ତୁମ୍ଭେ କରିଛ, ତାହା ଗାଇ ବୁଲିବି।
6 Lavo as mãos na inocência, e do teu altar, Senhor, me aproximo
7 ହେ ସଦାପ୍ରଭୁ, ମୁଁ ମାରେ ନିର୍ଦ୍ ଦୋଷତା ପ୍ରମାଣ ପାଇଁ ମାରେ ହାତ ପ୍ରକ୍ଷାଳନ କରେ, ତଣେୁ ତୁମ୍ଭର ୟଜ୍ଞବଦେୀ ନିକଟକୁ ଆସିପାରେ।
7 cantando hinos de gratidão e falando de todas as tuas maravilhas.
8 ହେ ସଦାପ୍ରଭୁ, ମୁଁ ତୁମ୍ଭର ଉପାସନା ମନ୍ଦିରକୁ ଭଲପାଏ ଓ ତୁମ୍ଭର ଗୌରବର ତମ୍ବୁକୁ ଭଲପାଏ।
8 Eu amo, Senhor, o lugar da tua habitação, onde a tua glória habita.
9 ହେ ସଦାପ୍ରଭୁ, ମାେତେ ସହେି ପାପୀମାନଙ୍କ ସଙ୍ଗେ ତୁଳନା କର ନାହିଁ। ମାେତେ ସହେି ହତ୍ଯାକାରୀମାନଙ୍କ ସହିତ ମାର ନାହିଁ।
9 Não me dês o destino dos pecadores, nem o fim dos assassinos;
10 ସହେି ଲୋକମାନେ ହୁଏତ ଅନ୍ୟକୁ ଠକି ଥାଇ ପାରନ୍ତି। ସମାନେେ ଲାଞ୍ଚ ନଇେ ଖରାପ କାର୍ୟ୍ଯ କରିଥାଇ ପାରନ୍ତି।
10 suas mãos executam planos perversos, praticam suborno abertamente.
11 କିନ୍ତୁ ମୁଁ ନିର୍ଦ୍ ଦୋଷ ଅଟେ। ତଣେୁ ହେ ପରମେଶ୍ବର ମାେ ପ୍ରତି ସଦଯ ହାଇେ ମାେତେ ଉଦ୍ଧାର କର।
11 Mas eu vivo com integridade; livra-me e tem misericórdia de mim.
12 ମୁଁ ସମସ୍ତ ବିପଦରୁ ରକ୍ଷା ପାଇଅଛି। ମୁଁ ସହେି ସଭାକକ୍ଷର ଲୋକମାନଙ୍କ ସହିତ ସ୍ବର ମିଳାଇ ତୁମ୍ଭର ପ୍ରଶଂସା କରିବି।
12 Os meus pés estão firmes na retidão; na grande assembléia bendirei o Senhor.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Salmos 26, comparar traduções ou montar um estudo — tudo direto pelo WhatsApp.