Salmos 25
Oriya Bible (GL_ORIYA) vs NVI
1 ହେ ସଦାପ୍ରଭୁ, ମୁଁ ତୁମ୍ଭ ନିକଟରେ ନିଜକୁ ସମର୍ପଣ କରୁଛି।
1 A ti, Senhor, elevo a minha alma.
2 ହେ ମାରେ ପରମେଶ୍ବର, ମୁଁ ତୁମ୍ଭର ଶରଣାଗତ ଓ ମୁଁ କବେେ ନିରାଶ ହବେ ନାହିଁ। ମାେତେ ମାରେ ଶତ୍ରୁମାନେ ଦେଖି କବେେ ହସିବେ ନାହିଁ।
2 Em ti confio, ó meu Deus. Não deixes que eu seja humilhado, nem que os meus inimigos triunfem sobre mim!
3 ହଁ ଯେଉଁମାନେ ତୁମ୍ଭ ନିକଟରେ ଶରଣ ନିଅନ୍ତି, ସମାନେେ ନିରାଶ ହବେେ ନାହିଁ। କିନ୍ତୁ ବିଶ୍ବାସଘାତକମାନେ ନିରାଶ ହବେେ। ସମାନେେ କିଛି ପାଇବେ ନାହିଁ।
3 Nenhum dos que esperam em ti ficará decepcionado; decepcionados ficarão aqueles que, sem motivo, agem traiçoeiramente.
4 ହେ ସଦାପ୍ରଭୁ, ମାେତେ ତୁମ୍ଭର ପଥରେ ଚାଲିବାକୁ ସାହାୟ୍ଯ କର। ତୁମ୍ଭର ମାର୍ଗରେ ଚାଲିବାକୁ ଶିକ୍ଷା ପ୍ରଦାନ କର।
4 Mostra-me, Senhor, os teus caminhos, ensina-me as tuas veredas;
5 ତୁମ୍ଭର ସତ୍ଯ ମାର୍ଗରେ ଚାଲିବାକୁ ମାେତେ କଢ଼ାଇ ନିଅ ଓ ଶିକ୍ଷା ଦିଅ। ତୁମ୍ଭେ ମାରେ ପରିତ୍ରାଣର ପରମେଶ୍ବର ଅଟ। ମୁଁ ପ୍ରତିଦିନ ତୁମ୍ଭ ଉପରେ ଭରସା ରେଖ।
5 guia-me com a tua verdade e ensina-me, pois tu és Deus, meu Salvador, e a minha esperança está em ti o tempo todo.
6 ହେ ସଦାପ୍ରଭୁ, ମାେ ପ୍ରତି ଦୟା ଦଖାଇବୋକୁ ସ୍ମରଣ କର। ମାେତେ ଠିକ୍ ସହେିପରି ସ୍ନହପେୂର୍ଣ୍ଣ କରୁଣା ଦଖାେଅ, ୟାହାକି ତୁମ୍ଭେ ସର୍ବଦା ଦଖାଇେଅଛ।
6 Lembra-te, Senhor, da tua compaixão e da tua misericórdia, que tens mostrado desde a antigüidade.
7 ମୁଁ ୟୁବା ବେଳେ କରିଥିବା ପାପ ଓ ଅପରାଧକୁ ଭୁଲି ୟାଅ। ତୁମ୍ଭର ପବିତ୍ର ନାମର ସାର୍ଥକତା ପାଇଁ, ହେ ସଦାପ୍ରଭୁ ମାେତେ ତୁମ୍ଭର ସ୍ନହପେୂର୍ଣ୍ଣ କରୁଣାରେ ବାନ୍ଧି ରଖ।
7 Não te lembres dos pecados e transgressões da minha juventude; conforme a tua misericórdia, lembra-te de mim, pois tu, Senhor, és bom.
8 ସଦାପ୍ରଭୁ ହିଁ ପ୍ରକୃତରେ ମହାନ୍। ସେ ପାପୀକୁ ଉଚିତ ମାର୍ଗରେ ଚାଲିବାକୁ ନିର୍ଦ୍ଦଶେ ଦିଅନ୍ତି।
8 Bom e justo é o Senhor; por isso mostra o caminho aos pecadores.
9 ସେ ଶୋଚନୀଯ ଲୋକକୁ ବିଚାର ମାର୍ଗ ଦଖାେନ୍ତି ଓ ନମ୍ର ଲୋକମାନଙ୍କୁ ତାଙ୍କ ପଥରେ ଚାଲିବାକୁ ପ୍ରରେିତ କରନ୍ତି।
9 Conduz os humildes na justiça e lhes ensina o seu caminho.
10 ସଦାପ୍ରଭୁ ସହେିମାନଙ୍କ ପ୍ରତି ସ୍ନହପେୂର୍ଣ୍ଣ କରୁଣା ଦୃଷ୍ଟି କରନ୍ତି, ଯେଉଁମାନେ ତାଙ୍କର ନିଯମ ଓ ପ୍ରତିଜ୍ଞା ମାନି ଚଳନ୍ତି।
10 Todos os caminhos do Senhor são amor e fidelidade para com os que cumprem os preceitos da sua aliança.
11 ହେ ସଦାପ୍ରଭୁ, ମୁଁ ଜୀବନରେ ଅନକେ ଅପରାଧ କରିଛି। କିନ୍ତୁ ତୁମ୍ଭର ମହାନୁଭବଦା ଯୋଗୁଁ ମୁଁ କରିଥିବା ସମସ୍ତ ଅପରାଧ ମାରେ କ୍ଷମା ହାଇେଛି। କାରଣ ତୁମ୍ଭେ ମହାନ୍।
11 Por amor do teu nome, Senhor, perdoa o meu pecado, que é tão grande!
12 ୟଦି ଜଣେ ବ୍ଯକ୍ତି ସଦାପ୍ରଭୁଙ୍କ ପଥକୁ ଅନୁସରଣ କରେ, ତା'ପରେ ପରମେଶ୍ବର ତାକୁ ବଞ୍ଚିବା ପାଇଁ ଜୀବନପଥ ଦଖାେନ୍ତି।
12 Quem é o homem que teme o Senhor? Ele o instruirá no caminho que deve seguir.
13 ସହେି ବ୍ଯକ୍ତି ଅତି ଆନନ୍ଦରେ ଜୀବନୟାପନ କରିବ ଓ ତା'ର ସନ୍ତାନ-ସନ୍ତତିଗଣ ପରମେଶ୍ବରଙ୍କ ପ୍ରଦତ୍ତ ଭୂମିରେ ବାସ କରିବେ।
13 Viverá em prosperidade, e os seus descendentes herdarão a terra.
14 ସଦାପ୍ରଭୁ ସର୍ବଦା ଗୁପ୍ତ ବିଷଯ ସବୁ ତାଙ୍କର ଅନୁୟୋଗୀମାନଙ୍କୁ କୁହନ୍ତି। ସେ ତାଙ୍କର ବ୍ଯବସ୍ଥା ସବୁ ସମାନଙ୍କେୁ ନିଯମ ପ୍ରଦାନ କରନ୍ତି।
14 O Senhor confia os seus segredos aos que o temem, e os leva a conhecer a sua aliança.
15 ମୁଁ ସଦାସର୍ବଦା ସଦାପ୍ରଭୁଙ୍କର କୃପାପ୍ରାର୍ଥୀ। ସେ ସଦାସର୍ବଦା ମାେତେ ମାରେ ବିପଦରୁ ମୁକ୍ତ କରନ୍ତି।
15 Os meus olhos estão sempre voltados para o Senhor, pois só ele tira os meus pés da armadilha.
16 ହେ ସଦାପ୍ରଭୁ, ମୁଁ ଆଘାତ ପ୍ରାପ୍ତ ଓ ଏକୁଟିଆ। ତୁମ୍ଭର କୃପାଦୃଷ୍ଟି ମାେ ଉପରେ ପକାଅ।
16 Volta-te para mim e tem misericórdia de mim, pois estou só e aflito.
17 ମାେତେ ବିପଦରୁ ମୁକ୍ତ କର। ମାରେ ସମସ୍ଯାର ସମାଧାନରେ ସହାୟକ ହୁଅ।
17 As angústias do meu coração se multiplicaram; liberta-me da minha aflição.
18 ହେ ସଦାପ୍ରଭୁ ମାରେ ଦୁଃଖ ଓ କ୍ଲେଶ ପ୍ରତି ଦୃଷ୍ଟିପାତ କର। ମୁଁ ଯେଉଁ ପାପ କରିଛି, ସେଥିଲାଗି ମାେତେ କ୍ଷମା କର।
18 Olha para a minha tribulação e o meu sofrimento, e perdoa todos os meus pecados.
19 ମାରେ ଶତ୍ରୁମାନଙ୍କୁ ଥରେ ଚାହଁ। ସମାନେେ ମାେତେ ଘୃଣା କରନ୍ତି ଓ ଆଘାତ କରିବାକୁ ଚାହାଁନ୍ତି।
19 Vê como aumentaram os meus inimigos e com que fúria me odeiam!
20 ହେ ସଦାପ୍ରଭୁ, ମାରେ ପ୍ରାଣ ରକ୍ଷା କର। ମୁଁ ତୁମ୍ଭ ଉପରେ ନିର୍ଭର ରଖିଛି। ତଣେୁ ମାେତେ ନିରାଶ କର ନାହିଁ।
20 Guarda a minha vida e livra-me! Não me deixes decepcionado, pois eu me refugio em ti.
21 ହେ ସଦାପ୍ରଭୁ, ତୁମ୍ଭେ ପ୍ରକୃତରେ ମହାନ୍। ମୁଁ ତୁମ୍ଭକୁ ବିଶ୍ବାସ କରେ, ତଣେୁ ମାେତେ ରକ୍ଷା କର।
21 Que a integridade e a retidão me protejam, porque a minha esperança está em ti.
22 ହେ ପରମେଶ୍ବର, ଇଶ୍ରାୟେଲର ଲୋକମାନଙ୍କୁ ସମାନଙ୍କେ ଶତ୍ରୁ କବଳରୁ ରକ୍ଷା କର।
22 Ó Deus, liberta Israel de todas as suas aflições!
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Salmos 25, comparar traduções ou montar um estudo — tudo direto pelo WhatsApp.