Salmos 24

Oriya Bible (GL_ORIYA) vs NVI

Sair da comparação
NVI Nova Versão Internacional
1 ପୃଥିବୀ ଓ ତହିଁରେ ଥିବା ସମସ୍ତ ବସ୍ତୁ ସଦାପ୍ରଭୁଙ୍କର ଅଟେ। ପୃଥିବୀର ସମସ୍ତ ଲୋକ ତାଙ୍କ ଆଶ୍ରିତ ଅଟନ୍ତି।
1 Do Senhor é a terra e tudo o que nela existe, o mundo e os que nele vivem;
2 ସଦାପ୍ରଭୁ, ପୃଥିବୀକୁ ଜଳଭାଗ ଉପରେ ସ୍ଥାପନ କରିଅଛନ୍ତି ଓ ସେ ନଦୀ ଉପରେ ଏହାକୁ ନିର୍ମାଣ କରିଅଛନ୍ତି।
2 pois foi ele quem fundou-a sobre os mares e firmou-a sobre as águas.
3 କିଏ ସଦାପ୍ରଭୁଙ୍କ ପବିତ୍ର ପର୍ବତ ସିୟୋନକୁ ୟାଇପାରିବ ? କିଏ ତାଙ୍କ ପବିତ୍ର ମନ୍ଦିରରେ ତାଙ୍କ ସମ୍ମୁଖରେ ଉପାସନା କରିପାରିବ ?
3 Quem poderá subir o monte do Senhor? Quem poderá entrar no seu Santo Lugar?
4 ଯେଉଁ ଲୋକମାନେ କବେେ କିଛି ମନ୍ଦ କାର୍ୟ୍ଯ କରି ନାହାଁନ୍ତି, ୟାହାଙ୍କର ହୃଦଯ ଓ ମନ ନିର୍ମଳ, ଯେଉଁ ଲୋକମାନେ ମାରେ ନାମର ଅସତ୍ଯ ବ୍ଯବହାର କରି ନାହଁନ୍ତି ଯେଉଁ ମିଥ୍ଯା କହନ୍ତି ନାହିଁ କି ମିଥ୍ଯା ପ୍ରତିଶ୍ରୁତି ଦିଅନ୍ତି ନାହିଁ, କବଳେ ସହେି ଲୋକମାନେ ସଠାେରେ ଉପାସନା କରିପାରିବେ।
4 Aquele que tem as mãos limpas e o coração puro, que não recorre aos ídolos nem jura por deuses falsos.
5 ଉତ୍ତମ ବ୍ଯକ୍ତିମାନେ ସଦାପ୍ରଭୁଙ୍କୁ ଅନ୍ୟମାନଙ୍କୁ ଆଶୀର୍ବାଦ କରିବାକୁ କହନ୍ତି। ସମାନେେ ପରମେଶ୍ବରଙ୍କୁ ୟିଏ କି ସମାନଙ୍କେ ଉଦ୍ଧାର କର୍ତ୍ତା, ସମାନଙ୍କେ ପାଇଁ ଭଲ କାର୍ୟ୍ଯ କରିବାକୁ ଅନୁରୋଧ କରନ୍ତି।
5 Ele receberá bênçãos do Senhor, e Deus, o seu Salvador lhe fará justiça.
6 ସହେି ଉତ୍ତମ ବ୍ଯକ୍ତିମାନେ ସର୍ବଦା ପରମେଶ୍ବରଙ୍କ ପନ୍ଥା ଅନ୍ବଷେଣ କରନ୍ତି। ସମାନେେ ୟାକୁବର ପରମେଶ୍ବରଙ୍କ ନିକଟକୁ ୟାଆନ୍ତି।
6 São assim aqueles que o buscam, que buscam a tua face, ó Deus de Jacó. Pausa
7 ହେ ନଗର ଫାଟକ ତୁମ୍ଭର ମସ୍ତକ ଟକେ। ହେ ପ୍ରାଚୀନ କବାଟ ସବୁ ଖୋଲ ଏବଂ ତହିଁରେ ଗୌରବମଯ ରାଜା ପ୍ରବେଶ କରିବେ।
7 Abram-se, ó portais; abram-se, ó portas antigas, para que o Rei da glória entre.
8 କିଏ ସହେି ଗୌରବମଯ ରାଜା ? ସଦାପ୍ରଭୁ ହିଁ ସହେି ରାଜା ଅଟନ୍ତି। ସେ ହେଉଛନ୍ତି ଶକ୍ତିଶାଳୀ ଯୋଦ୍ଧା। ସଦାପ୍ରଭୁ ହେଉଛନ୍ତି ସହେି ରାଜା ୟିଏ ଜଣେ ୟୁଦ୍ଧଜଯୀ ବୀର ଅଟନ୍ତି।
8 Quem é o Rei da glória? O Senhor forte e valente, o Senhor valente nas guerras.
9 ହେ ଫାଟକ ସବୁ ଖାଲିେ ୟାଅ। ହେ ପ୍ରାଚୀନ ଦ୍ବାର ସବୁ ଖାଲିେ ଦିଅ ଏବଂ ଗୌରବମଯ ରାଜା ପ୍ରବେଶ କରିବେ।
9 Abram-se, ó portais; abram-se, ó portas antigas, para que o Rei da glória entre.
10 କିଏ ସହେି ଗୌରବମଯ ରାଜା ? ସୈନ୍ଯାଧିପତି ସଦାପ୍ରଭୁ ସହେି ଗୌରବମଯ ରାଜା ଅଟନ୍ତି।
10 Quem é esse Rei da glória? O Senhor dos Exércitos; ele é o Rei da glória! Pausa

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Salmos 24, comparar traduções ou montar um estudo — tudo direto pelo WhatsApp.