Salmos 19

Oriya Bible (GL_ORIYA) vs NVT

Sair da comparação
NVT Nova Versão Transformadora
1 ଆକାଶ ପରମେଶ୍ବରଙ୍କର ମହିମା ଓ ଗୌରବ ବର୍ଣ୍ଣନା କରେ। ଆକାଶ ତାଙ୍କର ହସ୍ତ ନିର୍ମିତ ସମସ୍ତ ଉତ୍ତମ ବସ୍ତୁର ବର୍ଣ୍ଣନା କରେ।
1 Os céus proclamam a glória de Deus; o firmamento demonstra a habilidade de suas mãos.
2 ପ୍ରତି ନୂତନ ଦିନ, ନୂଆ ନୂଆ କାହାଣୀ କହିଚାଲେ। ପ୍ରେତ୍ୟକକ ରାତ୍ରି ପରମେଶ୍ବରଙ୍କ ଶକ୍ତି ବିଷଯରେ ନାନା ତଥ୍ଯ ପ୍ରଦାନ କରେ।
2 Dia após dia, eles continuam a falar; noite após noite, eles o tornam conhecido.
3 ତୁମ୍ଭେ କୌଣସି ବାକ୍ଯ କିମ୍ବା ଶବ୍ଦ ଶୁଣିପାର ନାହିଁ କାରଣ ଏହା କୌଣସି ଶବ୍ଦ ସୃଷ୍ଟି କରେ ନାହିଁ, ୟାହାକୁ ଆମ୍ଭେ ଶୁଣି ପାରିବା।
3 Não há som nem palavras, nunca se ouve o que eles dizem.
4 କିନ୍ତୁ ସମାନଙ୍କେର କଣ୍ଠସ୍ବର ସମଗ୍ର ପୃଥିବୀରେ ଶୁଣାୟାଏ। ସମାନଙ୍କେର ବାକ୍ଯ ପୃଥିବୀର ଶଷେ ସୀମାକୁ ୟାଇପାରିବ। ଆକାଶ ହେଉଛି ସୂର୍ୟ୍ଯର ବାସସ୍ଥଳୀ ଭଳି।
4 Sua mensagem, porém, chegou a toda a terra, e suas palavras, aos confins do mundo. Deus preparou no céu uma morada para o sol.
5 ସୂର୍ୟ୍ଯ ଆପଣା ଅନ୍ତଃପୂରରୁ ବରପରି ବାହାରି ଆସେ। ସୂର୍ୟ୍ଯ ଆକାଶରେ ଚାଲିବାକୁ ଆରମ୍ଭ କରେ। ଠିକ୍ ୟମେିତି ଜଣେ କ୍ରୀଡ଼ାବିତ୍ ଦୌଡ଼ ପ୍ରତିଯୋଗିତାରେ ଦୌଡ଼େ।
5 Dela o sol irrompe como o noivo depois do casamento; alegra-se como o valente guerreiro em seu caminho.
6 ସୂର୍ୟ୍ଯ ଆକାଶର ଗୋଟିଏ ଦିଗରୁ ଅନ୍ୟ ଦିଗ ପର୍ୟ୍ଯନ୍ତ ଦୌଡ଼ି ଦୌଡ଼ି ୟାଏ। ତା'ର ଉତ୍ତପ୍ତ କିରଣରୁ କୌଣସି ବସ୍ତ୍ର ଗୁପ୍ତ ହାଇେ ରହିପାରିବ ନାହିଁ। ସଦାପଭ୍ରୁଙ୍କ ନୀତିଶିକ୍ଷାଗୁଡ଼ିକ ଠିକ୍ ସହେିଭଳି।
6 O sol nasce numa extremidade do céu e realiza seu trajeto até a outra extremidade; nada pode se esconder de seu calor.
7 ପରମେଶ୍ବରଙ୍କର ଶିକ୍ଷାଗୁଡ଼ିକ ପାରଦର୍ଶୀ। ସଗେୁଡ଼ିକ ଲୋକମାନଙ୍କୁ ବଳଶାଳୀ କରେ। ସଦାପ୍ରଭୁଙ୍କର ବ୍ଯବସ୍ଥାକୁ ବିଶ୍ବାସ କରାୟାଇପାରେ। ଏହା ମୂର୍ଖମାନଙ୍କୁ ଜ୍ଞାନୀ କରେ।
7 A lei do S enhor é perfeita e revigora a alma. Os decretos do S e dão sabedoria aos ingênuos.
8 ସଦାପ୍ରଭୁଙ୍କର ବ୍ଯବସ୍ଥାସବୁ ୟଥାର୍ଥ। ସଗେୁଡ଼ିକ ଲୋକଙ୍କୁ ସୁଖୀ କରାଏ। ସଦାପଭ୍ରୁଙ୍କ ଆଜ୍ଞା ନିର୍ମଳ। ଏହା ଲୋକମାନଙ୍କୁ ପ୍ରକୃତ ମାର୍ଗରେ ବଞ୍ଚିବା ପାଇଁ ସାହାୟ୍ଯ କରେ।
8 Os preceitos do S enhor são justos e alegram o coração. Os mandamentos do S e iluminam a vida.
9 ସଦାପ୍ରଭୁଙ୍କର ଉପାସନା ଆ ଲୋକ ସଦୃଶ। ୟାହା ଚିରକାଳ ଆହୁରି ଉଜ୍ଜ୍ବଳ ଆ ଲୋକ ପ୍ରଦାନ କରେ। ସଦାପ୍ରଭୁଙ୍କର ବିଚାର ପଦ୍ଧତି ନିର୍ମଳ ଓ ନ୍ଯାଯପୂର୍ଣ୍ଣ। ସଗେୁଡ଼ିକ ସର୍ବତୋଭାବେ ସତ୍ଯ।
9 O temor do S enhor é puro e dura para sempre. As instruções do S e todas elas são corretas.
10 ସଦାପ୍ରଭୁଙ୍କର ନୀତିଶିକ୍ଷା ଶୁଦ୍ଧ ସୁବର୍ଣ୍ଣଠାରୁ ଅଧିକ ମୂଲ୍ଯବାନ। ସଗେୁଡ଼ିକ ମହୁଠାରୁ ଅଧିକ ମଧୁର, ଯେଉଁ ମହୁ କି ସିଧା ମହୁଫଣୋରୁ ଆସିଥାଏ।
10 São mais desejáveis que o ouro, mesmo o ouro puro. São mais doces que o mel, mesmo o mel que goteja do favo.
11 ସଦାପ୍ରଭୁଙ୍କର ନୀତିଶିକ୍ଷା ତାଙ୍କର ଦାସମାନଙ୍କୁ ସତର୍କ କରାଇଥାଏ। ୟଦି ତୁମ୍ଭମାନେେ ସଗେୁଡ଼ିକୁ ପାଳନ କର, ତୁମ୍ଭମାନେେ ଉତ୍ତମ ପୁରସ୍କାର ପାଇବ।
11 São uma advertência para teu servo, grande recompensa para quem os cumpre.
12 କହେି ନିଜର ସମସ୍ତ ଭ୍ରାନ୍ତ ଧାରଣାକୁ ବୁଝିପାରନ୍ତି ନାହିଁ। ତଣେୁ ମାେତେ ଗୁପ୍ତ ପାପ କରିବାରୁ ନିବୃତ୍ତ କର।
12 Quem é capaz de distinguir os próprios erros? Absolve-me das faltas que me são ocultas.
13 ମୁଁ ଯେଉଁ ପାପସବୁ କରିବାକୁ ଚାହୁଁଛି ମାେତେ ସେଥିରୁ ନିବୃତ୍ତ କର। ସହେି ପାପସବୁ ୟପରେି ମାେ ଉପରେ ଶାସନ ନ କରୁ। ତୁମ୍ଭେ ୟଦି ମାେତେ ସାହାୟ୍ଯ କରିବ ତା' ହେଲେ ମୁଁ ଶୁଦ୍ଧ ଜୀବନୟାପନ ସହିତ ସମସ୍ତ ପାପରୁ ମୁକ୍ତ ହାଇେ ପାରିବି।
13 Livra teu servo dos pecados intencionais! Não permitas que me controlem. Então serei inculpável e inocente de grande pecado.
14 ହେ ସଦାପ୍ରଭୁ, ମୁଁ ଆଶା କରୁଛି ମାରେ କଥା ଓ ଭାବନା ନିଶ୍ଚଯ ତୁମ୍ଭକୁ ସନ୍ତୁଷ୍ଟ କରିବ। ତୁମ୍ଭେ ମାରେ ଦୃଢ଼ ବିଶ୍ବାସର ପଥର ପରି ପ୍ରତୀକ ସଦୃଶ। ତୁମ୍ଭେ ହିଁ କବଳେ ମାରେ ରକ୍ଷାକର୍ତ୍ତା ଅଟ।
14 Que as palavras da minha boca e a meditação do meu coração sejam agradáveis a ti, S minha rocha e meu redentor!

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Salmos 19, comparar traduções ou montar um estudo — tudo direto pelo WhatsApp.