Salmos 18

Oriya Bible (GL_ORIYA) vs NTLH

Sair da comparação
NTLH Nova Tradução na Linguagem de Hoje 2000
1 ସେ କହିଲେ, ହେ ସଦାପ୍ରଭୁ, ତୁମ୍ଭେ ହିଁ ମାରେ ଶକ୍ତିସ୍ବରୂପ, ମୁଁ ତୁମ୍ଭକୁ ଭଲ ପାଏ।
1 Ó Senhor Deus, como eu te amo! Tu és a minha força.
2 ହେ ସଦାପ୍ରଭୁ, ତୁମ୍ଭେ ମାରେ ଶୈଳ, ମାେ' ନିରାପତ୍ତାରେ ଆଶ୍ରଯସ୍ଥଳ। ମାରେ ପରମେଶ୍ବର ମାେ ପାଇଁ ଶୈଳ ସଦୃଶ ଦୃଢ଼। ମୁଁ ତାଙ୍କରି ନିକଟକୁ ରକ୍ଷା ପାଇଁ ଦୌଡ଼ି ୟାଏ। ପରମେଶ୍ବର ମାରେ ଢ଼ାଲ ସଦୃଶ। ତାଙ୍କର ଶକ୍ତି ମାରେ ରକ୍ଷା ଶୃଙ୍ଗ। ସଦାପ୍ରଭୁ ଉଚ୍ଚ ପର୍ବତରେ ମାରେ ଲୁଚିବା ସ୍ଥାନର ଆଶ୍ରଯସ୍ଥଳ।
2 O Senhor é a minha rocha, a minha fortaleza e o meu libertador. O meu Deus é uma rocha em que me escondo. Ele me protege como um ele é o meu abrigo, e com ele estou seguro.
3 ସମାନେେ ମାେତେ ପରିହାସ କଲେ, କିନ୍ତୁ ଯେତବେେଳେ ମୁଁ ସଦାପ୍ରଭୁଙ୍କୁ ଡ଼ାକିଲି, ସେ ମାେତେ ମାରେ ଶତ୍ରୁମାନଙ୍କଠାରୁ ରକ୍ଷା କଲେ।
3 Eu clamo a Deus, pedindo ajuda, e ele me salva dos meus inimigos. Louvem a Deus, o
4 ମାରେ ଶତ୍ରୁମାନେ ଯେତବେେଳେ ମାେତେ ହତ୍ଯା କରିବାକୁ ଚେଷ୍ଟା କରୁଥିଲେ ମୃତ୍ଯୁର ରଶି ମାେତେ ସେତବେେଳେ ବାନ୍ଧିବାକୁ ଯାଉଥଲା ମାରେ ଚାରିଆଡ଼ୁ। ମୁଁ ବନ୍ଯାରେ କବଳିତ ହାଇେ ମୃତ୍ଯୁ ଆଡ଼କୁ ଭାସି ଚାଲିଥିଲି,
4 Estive cercado de perigos de morte, e ondas de destruição rolaram sobre mim.
5 କବରର ରାଶି ମାରେ ଚାରିଆଡ଼େ ଥିଲା, ମୃତ୍ଯୁର ୟନ୍ତା ମାେ ସମ୍ମୁଖରେ ଥିଲା।
5 A morte me amarrou com as suas cordas, e a sepultura armou a sua armadilha para me pegar.
6 ସହେି ୟନ୍ତାରେ ପଡ଼ି ସହାୟତା ପାଇଁ ମୁଁ ସଦାପ୍ରଭୁଙ୍କୁ ଡ଼ାକିବାକୁ ଲାଗିଲି। ହଁ, ମୁଁ ମାରେ ପରମେଶ୍ବରଙ୍କୁ ଡ଼ାକିଲି, ସେ ଆପଣା ମନ୍ଦିରରେ ଥାଇ ମାେ ଡ଼ାକ ଶୁଣିଲେ। ସେ ମାରେ ସହାୟତା ପାଇଁ ଆର୍ତ୍ତନାଦ ଶୁଣିବାକୁ ପାଇଲେ।
6 No meu desespero, eu clamei ao e pedi que ele me ajudasse. Do seu templo no céu o ele escutou o meu grito de socorro.
7 ସତେିକି ବେଳେ ପୃଥିବୀ ଟଳମଳ ଓ କମ୍ପିତ ହେଲା। ସ୍ବର୍ଗରାଜ୍ଯର ଭିତ୍ତିଭୂମି ଥରି ଉଠିଲା, କାରଣ ସଦାପ୍ରଭୁ କୋର୍ଧିତ ହେଲେ।
7 Então a terra tremeu e se abalou, e as bases dos montes balançaram e tremeram porque Deus estava
8 ତାଙ୍କ ନାକରୁ ଧୂଆଁ ନିର୍ଗତ ହେଲା। ଜ୍ବଳନ୍ତ ଅଗ୍ନିଶିଖା ତାଙ୍କ ମୁଖରୁ ବାହାରିଲା। ଜ୍ବଳନ୍ତା ଅଙ୍ଗାର ସବୁ ତାଙ୍କଠାରୁ ନିର୍ଗତ ହବୋକୁ ଲାଗିଲା।
8 Do seu nariz saiu fumaça, e da sua boca saíram brasas e fogo devorador.
9 ସଦାପ୍ରଭୁ ଆକାଶର ବକ୍ଷ ଚିରି ତଳକୁ ଓହ୍ଲାଇ ଆସିଲେ। ସେ ଘନ ଅନ୍ଧକାର ବାଦଲ ଖଣ୍ଡ ଉପରେ ଦଣ୍ଡାଯମାନ ହେଲେ।
9 Ele abriu o céu e desceu com uma nuvem escura debaixo dos pés.
10 ସଦାପ୍ରଭୁ ସହେି ଆକାଶ ବକ୍ଷର ଉଚ୍ଚରେ କିରୂବଦୂତମାନଙ୍କ ସହିତ ଉଡ଼ିବାକୁ ଲାଗିଲେ। ସେ ବାଯୁର ଗତିରେ ଉଡ଼ିବାକୁ ଲାଗିଲେ।
10 Voou nas costas de um querubim e viajou rápido nas asas do vento.
11 ପରମେଶ୍ବର କଳା, ଘନ ବାଦଲଖଣ୍ଡ ଭିତରେ ଲୁଚି ଗଲେ। ସତେ ୟମେିତି ଏକ ଘନ ଅନ୍ଧକାର ଏକ ତମ୍ବୁ ଭିତରେ ଲୁଚି ରହିଲେ। ସେ ଘନ ବିଜୁଳିୟୁକ୍ତ ମେଘ ଖଣ୍ଡ ଭିତରେ ଲୁଚି ଗଲେ।
11 Ele se cobriu de escuridão; nuvens grossas, cheias de água, estavam ao seu redor.
12 ତା'ପରେ ସଦାପ୍ରଭୁଙ୍କ ଜ୍ଯୋତିରୁ ଉଜ୍ଜ୍ବଳ ଆଲୋକ ମେଘଖଣ୍ଡ ଦଇେ ନିର୍ଗତ ହେଲା। ତାହା ଆକାଶ ମଧ୍ୟରେ ବିଜୁଳିର ଆଲୋକ ପରି ଆ ଲୋକିତ ହାଇେ ଉଠିଲା।
12 Brasas e chuva de pedra saíram dos relâmpagos que estavam diante dele e atravessaram as nuvens escuras.
13 ସଦାପ୍ରଭୁ ଆକାଶ ମଧ୍ଯରୁ ଗର୍ଜ୍ଜନ କଲେ। ସର୍ବୋପରିସ୍ଥ ସେ ଆପଣା ଶବ୍ଦରେ ଚତୁର୍ଦ୍ଦିଗ ପ୍ରକମ୍ପିତ କଲେ।
13 Então o Senhor trovejou do céu; o Altíssimo fez ouvir a sua voz.
14 ସଦାପ୍ରଭୁ ଆପଣା ବାଣ ପ୍ରଯୋଗ କଲେ ଓ ଶତ୍ରୁମାନଙ୍କୁ ବିନାଶ କଲେ। ସେ ବିଜୁଳି ମାରି ସମାନେଙ୍ଖୁ ଉଚ୍ଛନ୍ନ କଲେ। ଲୋକେ ବୁଝି ପାରିଲେ ନାହିଁ କ'ଣ ସବୁ ଘଟୁଛି।
14 Ele atirou as suas flechas e espalhou os seus inimigos; com o clarão dos seus relâmpagos ele os fez fugir.
15 ହେ ସଦାପ୍ରଭୁ, ତୁମ୍ଭେ ଚିତ୍କାର କରି ତୁମ୍ଭର ଆଦେଶ ଘୋଷଣା କଲ ଓ ପ୍ରବଳ ବଗରେେ ପବନ ବହିବାକୁ ଲାଗିଲା। ହଠାତ୍ ସମୁଦ୍ର ଗର୍ଭର ଜଳ ଅପସାରିତ ହାଇେ ସମୁଦ୍ରର ନିମ୍ନ ଭାଗ ଦିଶିବାକୁ ଲାଗିଲା। ଆମ୍ଭେ ପୃଥିବୀର ଆଭ୍ଯନ୍ତରର ଭିତ୍ତି ଭୂମିକୁ ଦେଖିବାକୁ ଲାଗିଲୁ।
15 Quando tu, ó Senhor Deus, repreendeste os teus inimigos e, furioso, trovejaste contra eles, o fundo do mar apareceu, e os alicerces da terra ficaram descobertos.
16 ସଦାପ୍ରଭୁ ଉର୍ଦ୍ଧ୍ବରୁ ହସ୍ତ ବଢ଼ାଇ ମାେତେ ଉଦ୍ଧାର କଲେ। ସେ ମାେତେ ସହେି ଗଭୀର ଜଳରୁ ହାତ ବଢ଼ାଇ ଟକେି ଆଣିଲେ।
16 Lá do alto, o Senhor me estendeu a mão e me segurou; ele me tirou do mar profundo.
17 ମାରେ ଶତ୍ରୁମାନେ ମାଠାରୁେ ଶକ୍ତିଶାଳୀ ଥିଲେ। ସମାନେେ ମାେତେ ଘୃଣା କରୁଥିଲେ। ମାେତେ ଶତ୍ରୁମାନେ ମାେ ଅପେକ୍ଷା ଅଧିକ ଶକ୍ତିଶାଳୀ ଥିଲେ। ତଣେୁ ପରମେଶ୍ବର ମାେତେ ରକ୍ଷା କଲେ।
17 O Senhor me livrou dos meus poderosos inimigos, daqueles que me odiavam. E todos eles eram fortes demais para mim.
18 ମୁଁ ବିପଦରେ ପଡ଼ିଥିଲି ମାରେ ଶତ୍ରୁମାନେ ମାେତେ ଆକ୍ରମଣ କରୁଥିଲେ, କିନ୍ତୁ ସଦାପ୍ରଭୁ ମାେତେ ରକ୍ଷା କରିବାକୁ ସଠାେରେ ଉପସ୍ଥିତ ହେଲେ।
18 Quando eu estava em dificuldade, eles me atacaram; porém o
19 ସଦାପ୍ରଭୁ ମାେତେ ଭଲ ପାଆନ୍ତି। ତଣେୁ ସେ ମାେତେ ଉଦ୍ଧାର କଲେ, ସେ ମାେତେ ନିରାପଦ ସ୍ଥାନକୁ ନଇଗେଲେ।
19 me livrou do perigo e me salvou porque me ama.
20 ମୁଁ ନିରପରାଧ। ତଣେୁ ସଦାପ୍ରଭୁ ମାେତେ ନିଶ୍ଚଯ ମାରେ ପୁରସ୍କାର ଦବେେ। ମୁଁ କିଛି ଭୁଲ୍ କରି ନାହିଁ। ତଣେୁ ସେ ମାେ ପାଇଁ ନିଶ୍ଚଯ ମଙ୍ଗଳ କରିବେ।
20 O Senhor Deus me recompensa porque sou honesto; ele me abençoa porque sou inocente.
21 କାରଣ ମୁଁ ସଦାପ୍ରଭୁଙ୍କ ଆଦେଶକୁ ପାଳନ କରେ। ମୁଁ ପରମେଶ୍ବରଙ୍କ ବିରୁଦ୍ଧରେ କୌଣସି ପାପ କରି ନାହିଁ।
21 Eu tenho feito a vontade do Senhor e nunca cometi o pecado de abandonar o meu Deus.
22 ମୁଁ ସବୁବେଳେ ସଦାପ୍ରଭୁଙ୍କ ନିଷ୍ପତ୍ତିକୁ ମାନି ଆସିଛି। ମୁଁ ତାଙ୍କ ବ୍ଯବସ୍ଥାଗୁଡ଼ିକୁ ପାଳନ କରେ।
22 Eu tenho cumprido todas as suas leis e não tenho desobedecido aos seus mandamentos.
23 ମୁଁ ତାଙ୍କ ଉଦ୍ଦେଶ୍ଯରେ ପବିତ୍ର କଥା ସତ୍ ଚରିତ୍ର ଥିଲି। ମୁଁ ନିଜକୁ ଅପରାଧ କରିବାକୁ ନିବୃତ୍ତ କଲି।
23 O Senhor sabe que não cometi nenhuma falta e que tenho ficado longe do mal.
24 ତଣେୁ ମାରେ ସଦାପ୍ରଭୁ ମାେତେ ପୁରସ୍କୃତ କଲେ କାରଣ ମୁଁ ତାଙ୍କ ଦୃଷ୍ଟିରେ ସରଳ ତଥା ନିରପରାଧ ଅଟେ। ମୁଁ କିଛି ଭୁଲ କରି ନାହିଁ। ତଣେୁ ସେ ମାେ ପାଇଁ ନିଶ୍ଚଯ ମଙ୍ଗଳ କରିବେ।
24 Assim ele me recompensa porque sou honesto e porque sabe que não sou culpado de nada.
25 ହେ ସଦାପ୍ରଭୁ, ୟଦି କହେି ତୁମ୍ଭକୁ ପ୍ରକୃତରେ ଭଲ ପାଏ, ତୁମ୍ଭେ ନିଶ୍ଚଯ ତାକୁ ଭଲ ପାଇବ। ୟଦି ଜଣେ ବ୍ଯକ୍ତି ତୁମ୍ଭ ପ୍ରତି ନିର୍ମଳ ଅନୁରକ୍ତି ପ୍ରକାଶ କରେ, ତୁମ୍ଭେ ମଧ୍ଯ ତାକୁ ସହେିପରି ପ୍ରତିଦାନ ଦଇେଥାଅ।
25 Tu, ó Senhor Deus, és fiel com os que são fiéis a ti e correto com aqueles que são corretos.
26 ସଦାପ୍ରଭୁ ତୁମ୍ଭେ ମହାନ ଓ ଯେଉଁମାନେ ଉତ୍ତମ କଥା ନିର୍ମଳ ହୃଦଯର, ତୁମ୍ଭେ ସହେିମାନଙ୍କ ପାଇଁ ପବିତ୍ର ଅଟ। କିନ୍ତୁ ତୁମ୍ଭେ ଦୁଷ୍ଟ ଲୋକ ପ୍ରତି ଆପଣାକୁ ଚତୁର ଦଖାଇବେ।
26 Tu és puro para os que são puros, mas és inimigo dos que são maus.
27 ହେ ସଦାପ୍ରଭୁ, ତୁମ୍ଭେ ଦୁଃଖୀ ଲୋକମାନଙ୍କୁ ସାହାୟ୍ଯ କର। କିନ୍ତୁ ଅହଂକାରୀର ଗର୍ବ ଓ ଦର୍ପକୁ ଚୂର୍ଣ୍ଣ କର।
27 Tu salvas os humildes, mas humilhas os orgulhosos.
28 ହେ ସଦାପ୍ରଭୁ, ତୁମ୍ଭେ ମାରେ ଦୀପକୁ ଆ ଲୋକିତ କର। ମାେ ଚତୁର୍ଦ୍ଦିଗରେ ଥିବା ଅନ୍ଧକାରକୁ ଦୂର କର।
28 Tu, ó Senhor , me iluminas; tu, meu Deus, acabas com a minha escuridão.
29 ହେ ସଦାପ୍ରଭୁ, ତୁମ୍ଭର ସାହାୟ୍ଯରେ ମୁଁ ସୈନ୍ଯମାନଙ୍କ ସହିତ ଲଢ଼ିପାରେ। ପରମେଶ୍ବରଙ୍କ ସାହାୟ୍ଯରେ ମୁଁ ଶତ୍ରୁର ପ୍ରାଚୀରକୁ ଚଢ଼ିୟାଇପାରେ।
29 Tu me dás força para atacar os meus inimigos e poder para vencer as suas defesas.
30 ପରମେଶ୍ବରଙ୍କ ଶକ୍ତି ଅତୁଳନୀଯ। ସଦାପ୍ରଭୁଙ୍କ ବାକ୍ଯ ସୁପରୀକ୍ଷିତ, ସେ ତାଙ୍କର ଆଶ୍ରିତମାନଙ୍କୁ ରକ୍ଷା କରନ୍ତି।
30 Este Deus faz tudo perfeito e cumpre o que promete. Ele é como um escudo para os que procuram a sua proteção.
31 ସଦାପ୍ରଭୁଙ୍କ ବ୍ଯତୀତ ଅନ୍ୟ ପରମେଶ୍ବର ନାହାନ୍ତି। ଆମ୍ଭମାନଙ୍କ ପରମେଶ୍ବରଙ୍କ ବ୍ଯତୀତ ଅନ୍ୟ ଶୈଳ ନାହିଁ।
31 O Senhor é o único Deus; somente Deus é a nossa rocha.
32 ପରମେଶ୍ବର ଆମ୍ଭକୁ ବଳ ପ୍ରଦାନ କରନ୍ତି। ସେ ମାେତେ ଶୁଦ୍ଧ ଜୀବନୟାପନ କରିବା ପାଇଁ ସାହାୟ୍ଯ କରନ୍ତି।
32 Ele é o Deus que me dá forças e me protege aonde quer que eu vá.
33 ପରମେଶ୍ବର ମାେତେ ହରିଣଠାରୁ ଅଧିକ ବଗରେେ ଦୌଡ଼ିବାକୁ ସାହାୟ୍ଯ କରନ୍ତି। ସେ ମାେତେ ଉଚ୍ଚସ୍ଥଳୀରେ ସ୍ଥାପନ କରନ୍ତି।
33 Ele não me deixa tropeçar e me põe a salvo nas montanhas.
34 ପରମେଶ୍ବର ମାେତେ ୟୁଦ୍ଧ କରିବା ପାଇଁ ଶିକ୍ଷା ଦିଅନ୍ତି। ସେଥିପାଇଁ ମାରେ ବାହୁଗୁଡ଼ିକ ଶକ୍ତ ଧନୁକୁ ବଙ୍କଇବୋ ପାଇଁ ୟଥେଷ୍ଟ ବଳିଷ୍ଠ।
34 Ele me treina para a batalha para que eu possa usar os arcos mais fortes.
35 ହେ ପରମେଶ୍ବର, ମାେତେ ତୁମ୍ଭେ ରକ୍ଷା କରିଛ ଓ ଜଯଲାଭ କରିବାକୁ ସାହାୟ୍ଯ କରିଛ। ତୁମ୍ଭେ ମାେତେ ତୁମ୍ଭର ଦକ୍ଷିଣ ବାହୁ ଦ୍ବାରା ସାହାୟ୍ଯ କରିଛ। ତୁମ୍ଭେ ମାେତେ ମାରେ ଶତ୍ରୁକୁ ପରାଜିତ କରିବାରେ ସାହାୟ୍ଯ କରିଛ।
35 Tu, ó Senhor Deus, me deste o escudo que salva a minha vida. O teu cuidado me tem feito prosperar, e o teu poder me tem sustentado.
36 ମାରେ ଗୋଡ଼ ଓ ଆଣ୍ଠୁକୁ ଅଧିକ ଶକ୍ତିଶାଳୀ କର, ୟାହାଫଳରେ ମୁଁ ଦୁର୍ବଳ ହବେି ନାହିଁ ଏବଂ ପଡ଼ିବି ନାହିଁ।
36 Tu não tens deixado que os meus inimigos me peguem, e eu não caí nenhuma vez.
37 ତା'ପରେ ମୁଁ ମାରେ ଶତ୍ରୁ ପଛରେ ଗୋଡ଼ାଇ ପାରିବି ଓ ସମାନଙ୍କେୁ ଧରି ପାରିବି। ମୁଁ ସମାନଙ୍କେୁ ଧ୍ବଂସ ନ କଲା ପର୍ୟ୍ଯନ୍ତ ଫରେି ଆସିବି ନାହିଁ।
37 Persigo esses inimigos e os pego de surpresa; não paro até acabar com eles.
38 ମୁଁ ମାରେ ଶତ୍ରୁମାନଙ୍କୁ ପରାଜିତ କରିବି। ସମାନେେ ଆଉ ପୁନର୍ବାର ଉଠିପାରିବେ ନାହିଁ। ମାରେ ଶତ୍ରୁମାନେ ମାରେ ପାଦ ତଳେ ପାତିତ ହବେେ।
38 Eu os esmago, e eles não podem se levantar; eles caem derrotados aos meus pés.
39 ହେ ପରମେଶ୍ବର, ତୁମ୍ଭେ ମାେତେ ୟୁଦ୍ଧ କ୍ଷେତ୍ରରେ ବଳଶାଳୀ କରିଛ। ତୁମ୍ଭେ ମାରେ ଶତ୍ରୁମାନଙ୍କୁ ମାେ ନିକଟରେ ପକାଇ ଦଇେଛ।
39 Tu me dás força para a batalha e fazes com que eu derrote os meus inimigos.
40 ତୁମ୍ଭେ ମାେତେ ସୁଯୋଗ ଦଇେଛ, ମାରେ ଶତ୍ରୁମାନଙ୍କୁ ଧରିବା ପାଇଁ ଓ ମୁଁ ମାରେ ଶତ୍ରୁମାନଙ୍କୁ ଧ୍ବଂସ କରିଅଛି।
40 Tu fazes com que eles fujam de mim, e eu destruo os que me odeiam.
41 ମାରେ ଶତ୍ରୁମାନେ ସାହାୟ୍ଯ ପାଇଁ ଚିତ୍କାର କଲେ, କିନ୍ତୁ କହେି ସମାନଙ୍କେୁ ରକ୍ଷା କରିବାକୁ ଆଗଇେ ଆସି ନ ଥଲେ। ସମାନେେ ସଦାପ୍ରଭୁଙ୍କୁ ମଧ୍ଯ ଡାକିଲେ କିନ୍ତୁ ସେ ସମାନଙ୍କେୁ ଉତ୍ତର ଦେଲେ ନାହିଁ।
41 Eles gritam pedindo socorro, mas não há ninguém para salvá-los. Chamam o mas ele não responde.
42 ମୁଁ ମାରେ ଶତ୍ରୁମାନଙ୍କୁ ପରାସ୍ତ କରିଛି। ସମାନେେ ଧୂଳି ସଦୃଶ ପବନରେ ଉଡ଼ିୟାଇଛନ୍ତି। ମୁଁ ସମାନଙ୍କେୁ େଛାଟ େଛାଟ ଖଣ୍ଡ କରି ପେଶି ଦଇେଛି।
42 Eu os esmago, e eles viram pó, o pó que o vento leva. Eu os piso como se fossem a lama das ruas.
43 ଯେଉଁମାନେ ମାେ ବିରୁଦ୍ଧରେ ଲାଗିଛନ୍ତି, ସମାନଙ୍କେଠାରୁ ମାେତେ ରକ୍ଷା କର। ମାେତେ ସହେି ସବୁ ରାଜ୍ଯର ନେତା କର। ଯେଉଁ ଲୋକମାନଙ୍କୁ ମୁଁ ଜାଣି ନାହିଁ, ସମାନେେ ମାରେ ସବୋ କରିବେ।
43 Tu me livras de revoluções no meio do povo e me colocas como rei das nações. Povos que eu não conhecia são agora meus escravos.
44 ସହେି ଲୋକମାନେ ମାେ କଥା ଶୁଣିବେ ଓ ଖୁବ୍ ଶୀଘ୍ର ମାେତେ ମାନିବେ। ସହେି ବିଦେଶୀମାନେ ମାେତେ ଦେଖି ଭୟଭୀତ ହବେେ।
44 Estrangeiros se curvam diante de mim e me obedecem quando dou ordens.
45 ସମାନେେ ଭୟରେ ଦୁର୍ବଳ ହାଇଯେିବେ। ସମାନେେ ଲୁଚିଥିବା ଗୁପ୍ତ ସ୍ଥାନମାନଙ୍କରୁ ଭୟରେ ଥରହର ହାଇେ ବାହାରି ଆସିବେ।
45 Eles perdem a coragem e saem tremendo das suas fortalezas.
46 ସଦାପ୍ରଭୁ ଜୀବନ୍ତ ଅଟନ୍ତି। ମୁଁ ସହେି ଶୈଳକୁ ପ୍ରଶଂସା କରେ। ପରମେଶ୍ବର ମାେତେ ରକ୍ଷା କରନ୍ତି। ସେ ମହାନ୍ ଅଟନ୍ତି।
46 O Senhor vive. Louvem aquele que é a minha rocha, anunciem a grandeza do Deus que salva a minha vida.
47 ପରମେଶ୍ବର ମାେ ପାଇଁ ମାରେ ଶତ୍ରୁମାନଙ୍କୁ ଦଣ୍ଡ ଦିଅନ୍ତି। ସେ ଲୋକମାନଙ୍କୁ ମାରେ ନିଯନ୍ତ୍ରଣରେ ରଖନ୍ତି।
47 Ele me vinga dos meus inimigos, põe os povos debaixo do meu poder
48 ହେ ସଦାପ୍ରଭୁ, ତୁମ୍ଭେ ମାେତେ ଶତ୍ରୁମାନଙ୍କ କବଳରୁ ରକ୍ଷା କରିଅଛ। ଯେଉଁମାନେ ମାେ ବିରୁଦ୍ଧରେ ଲାଗିଥିଲେ ତାଙ୍କୁ ପରାସ୍ତ କରି ମାେତେ ସାହାୟ୍ଯ କରିଛ। ତୁମ୍ଭେ ନିଷ୍ଠୁର ଲୋକମାନଙ୍କ କବଳରୁ ମାେତେ ବଞ୍ଚାଇଛ।
48 e me livra dos meus adversários. Tu, ó eu vença os meus inimigos e me proteges dos homens violentos.
49 ହେ ସଦାପ୍ରଭୁ, ସେଥିପାଇଁ ମୁଁ ଗୋଷ୍ଠୀଯମାନଙ୍କ ମଧ୍ୟରେ ତୁମ୍ଭର ପ୍ରଶଂସା କରେ। ସହେି କାରଣରୁ ତୁମ୍ଭ ନାମରେ ଜଯଗାନ କରି ଗୀତ ବୋଲେ।
49 Por isso eu te louvo entre os pagãos; a ti eu canto hinos de louvor.
50 ସଦାପ୍ରଭୁ ତାଙ୍କର ରାଜାଙ୍କୁ ଅନକେ ୟୁଦ୍ଧରେ ଜଯଲାଭ କରିବାକୁ ସାହାୟ୍ଯ କରିଛନ୍ତି। ସେ ତାଙ୍କର ମନୋନୀତ ରାଜାଙ୍କ ପ୍ରତି ପ୍ରମେ ଦଖାଇେଛନ୍ତି। ସେଥିପାଇଁ ସେ ଦାଉଦ ଓ ତାଙ୍କର ବଂଶଧରମାନଙ୍କ ପ୍ରତି ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳ ପାଇଁ ଦଖାଇେଛନ୍ତି।
50 Deus dá grandes vitórias ao seu rei e mostra o seu amor a quem ele escolheu — a Davi e aos seus descendentes, para sempre.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Salmos 18, comparar traduções ou montar um estudo — tudo direto pelo WhatsApp.