Salmos 17
Oriya Bible (GL_ORIYA) vs NTLH
1 ହେ ସଦାପ୍ରଭୁ, ମାରେ ପ୍ରାର୍ଥନା ଥରେ ଶୁଣ ଓ ମାେତେ ନ୍ଯାଯ ପ୍ରଦାନ କର। ମୁଁ ତୁମ୍ଭକୁ ଉଚ୍ଚ ସ୍ବରରେ ଡ଼ାକୁ ଅଛି। ୟେ ହତେୁ ମୁଁ ନିଷ୍କପଟ, ତଣେୁ ୟାହା ମୁଁ କହୁଛି, ଦୟାକରି ମାରେ ପ୍ରାର୍ଥନାକୁ ଗ୍ରହଣ କର।
1 Ó Senhor Deus, atende o meu pedido de justiça! Escuta o meu pedido de ajuda. Ouve a oração que faço com sinceridade.
2 ତୁମ୍ଭେ ନିଶ୍ଚଯ ମାେ ବିଷଯରେ ଉଚିତ୍ ନ୍ଯାଯ ପ୍ରଦର୍ଶନ କରିବ, ତୁମ୍ଭେ ନିଶ୍ଚଯ ସତ୍ଯକୁ ଦେଖୁଅଛ।
2 Tu julgarás a meu favor porque sabes o que é direito.
3 ତୁମ୍ଭେ ମାରେ ହୃଦଯର ଅନ୍ତଃସ୍ଥଳକୁ ଭଲ ଭାବରେ ଜାଣ। ତୁମ୍ଭେ ସାରାରାତ୍ରି ମାେ ସହିତ ଥିଲ। ତୁମ୍ଭେ ମାେତେ ପ୍ରଶ୍ନ କରିଛ ଏବଂ ମାଠାେରେ କିଛି ଭୁଲ ଦେଖିନାହଁ। ମୁଁ କିଛି ମନ୍ଦ ଯୋଜନା କରେ ନାହିଁ।
3 Tu conheces o meu coração e de noite me visitas. Tu tens me examinado profundamente e não encontraste em mim nenhum desejo mau. Não digo coisas que te desagradam,
4 ମୁଁ ୟଥାସାଧ୍ଯ ଚେଷ୍ଟା କରିଛି ତୁମ୍ଭର ଆଦେଶ ମାନିବାକୁ।
4 como os outros fazem. Tenho obedecido às tuas e tenho procurado não agir como os violentos.
5 ମୁଁ ତୁମ୍ଭର ମାର୍ଗ ଅନୁସରଣ କରୁଅଛି। ମାରେ ପାଦ ସହେି ପଥରୁ କବେେ ବିଚ୍ଯୁତ ହବେ ନାହିଁ।
5 Tenho andado sempre nos teus caminhos e nunca me desviei deles.
6 ମୁଁ ଯେତବେେଳେ ତୁମ୍ଭକୁ ଡାକେ, ହେ ପ୍ରଭୁ ତୁମ୍ଭେ ମାେତେ ଉତ୍ତର ଦିଅ। ତଣେୁ ବର୍ତ୍ତମାନ ମାରେ କଥା ଶୁଣ।
6 Eu oro a ti, ó Deus, porque tu me respondes. Por isso ouve-me, escuta as minhas palavras.
7 ପରମେଶ୍ବର ତୁମ୍ଭର ଅଦ୍ଭୁତ କରୁଣା ଦଖାେଅ ଏବଂ ଯେଉଁମାନେ ତୁମ୍ଭଠାରେ ନିର୍ଭର କରନ୍ତି ସମାନଙ୍କେୁ ଉଦ୍ଧାର କର। ସମାନଙ୍କେର ପ୍ରତିପକ୍ଷମାନଙ୍କୁ ପରାସ୍ତ କରିବା ପାଇଁ, ତୁମ୍ଭେ ତୁମ୍ଭର ମହାନ୍ ଶକ୍ତି ବ୍ଯବହାର କର। ତଣେୁ ଏହି ପ୍ରାର୍ଥନାଟିକୁ ଗ୍ରହଣ କର। ଏହା ଜଣକର ପ୍ରାର୍ଥନା ୟିଏ ତୁମ୍ଭଠାରେ ଆଶ୍ରଯ ନଇେଛି ଏବଂ ୟିଏ ତୁମ୍ଭର ଅନୁସରଣକାରୀ ଅଟେ।
7 Mostra o teu amor maravilhoso, ó Salvador! Ao teu lado estou livre dos meus inimigos.
8 ମାେତେ ତୁମ୍ଭେ ଆପଣା ଚକ୍ଷୁର ପିତୁଳା ଭଳି ରକ୍ଷା କର, ଓ ତୁମ୍ଭର ବାହୁଛାଯା ତଳେ ଲୁଚାଇ ରଖ।
8 Protege-me como protegerias os teus próprios olhos e, na sombra das tuas asas,
9 ହେ ସଦାପ୍ରଭୁ, ମାେତେ ସହେି ଦୁଷ୍ଟ ଲୋକଙ୍କଠାରୁ ବଞ୍ଚାଇ ରଖ। ଯେଉଁମାନେ କି ମାେତେ ଧ୍ବଂସ କରିବାକୁ ଚାହୁଁଛନ୍ତି। ମାରେ ଚାରିକଡ଼ରେ ଥିବା ସହେି ଦୁଷ୍ଟ ଲୋକଙ୍କ କବଳରୁ ମାେତେ ରକ୍ଷା କର। ଯେଉଁମାନେ ମାେତେ ଆଘାତ କରିବାକୁ ଚାହୁଁଛନ୍ତି।
9 esconde-me dos ataques dos maus. Inimigos violentos estão ao meu redor;
10 ସହେି ଦୁଷ୍ଟ ଲୋକମାନେ ଅତ୍ଯନ୍ତ ଅହଂକାର ବଶତଃ ପରମେଶ୍ବରଙ୍କ କଥା ଶୁଣନ୍ତି ନାହିଁ। ସମାନେେ କବଳେ ନିଜ ବିଷଯ ଚିନ୍ତା କରନ୍ତି।
10 eles não têm pena de ninguém e falam com arrogância.
11 ସହେି ଦୁଷ୍ଟ ଲୋକମାନେ ମାେତେ ଅନୁସରଣ କରୁଛନ୍ତି। ସମାନେେ ମାରେ ଚତୁର୍ଦ୍ଦିଗରେ ଘରେି ଗଲଣେି ଓ ସମାନେେ ମାେତେ ଆକ୍ରମଣ କରିବାକୁ ପ୍ରସ୍ତୁତ।
11 Eles me seguem de perto e agora estão em volta de mim, esperando o momento de me derrubarem.
12 ସହେି ଦୁଷ୍ଟ ଲୋକମାନେ ସିଂହ ସଦୃଶ ୟିଏକି ଅନ୍ୟ ପ୍ରାଣୀମାନଙ୍କୁ ଶିକାର କରି ଖାଇବାକୁ ଅପେକ୍ଷା କରିଥାଏ। ସମାନେେ ସିଂହ ଭଳି ଲୁଚି ରହି ଆକ୍ରମଣ କରିବାକୁ ସର୍ବଦା ପ୍ରସ୍ତୁତ ଥାଆନ୍ତି।
12 Eles são como leões escondidos, esperando por mim, prontos para me despedaçar.
13 ହେ ସଦାପ୍ରଭୁ, ତୁମ୍ଭେ ଉଠ ଏବଂ ଶତ୍ରୁମାନଙ୍କ ପାଖକୁ ୟାଇ ତାଙ୍କୁ ଆତ୍ମା ସମର୍ପଣ କରିବାକୁ ବାଧ୍ଯ କର। ତୁମ୍ଭେ ଆପଣା ଖଡ୍ଗ ପ୍ରଯୋଗ କରି ସହେି ଦୁଷ୍ଟ ଲୋକଙ୍କ କବଳରୁ ମାେତେ ଉଦ୍ଧାର କର।
13 Vem, ó Senhor Deus, enfrenta os meus inimigos e acaba com eles! Com a tua espada, salva-me dos maus.
14 ହେ ସଦାପ୍ରଭୁ, ତୁମ୍ଭେ ଆପଣା ଶକ୍ତି ପ୍ରଯୋଗ କରି ଏ ସଂସାରରୁ ଦୁଷ୍ଟ ଲୋକମାନଙ୍କୁ ନିପାତ କର। ହେ ସଦାପ୍ରଭୁ, ବହୁତ ଲୋକ ତୁମ୍ଭ ପାଖକୁ ସାହାୟ୍ଯ ପାଇଁ ଆସନ୍ତି। ସମାନଙ୍କେ ମଧ୍ଯରୁ ଅନକଙ୍କେର ଏହି ଇହଲୋକରେ ଅଧିକ କିଛି ଆଶା ନ ଥାଏ। ସହେି ଲୋକମାନଙ୍କୁ ପ୍ରଚୁର ଖାଦ୍ୟ ପ୍ରଦାନ କର। ସମାନଙ୍କେର ଶିଶୁମାନଙ୍କର ଆବଶ୍ଯକତାକୁ ପୂରଣ କର। ସମାନଙ୍କେର ଶିଶୁମାନଙ୍କୁ ଏତେ ଖାଦ୍ୟ ପ୍ରଦାନ କର ୟେ, ୟାହା ସବୁଦିନ ପାଇଁ ସମାନଙ୍କେର ଆବଶ୍ଯକତା ପୂରଣ କରିବ।
14 Ó Senhor Deus, livra-me daqueles que nesta vida têm tudo o que querem! Castiga-os com os sofrimentos que tens guardado para eles. Que haja bastante castigo para os seus filhos e que ainda sobre para os filhos dos seus filhos!
15 ମୁଁ ନ୍ଯାଯ ପାଇଁ ଏସବୁ ପ୍ରାର୍ଥନା କରୁଛି। ତଣେୁ ମୁଁ ନିଶ୍ଚଯ ତୁମ୍ଭର ମୁଖ ଦର୍ଶନ କରିବି ଓ ହେ ସଦାପ୍ରଭୁ ତୁମ୍ଭକୁ ଦର୍ଶନ କରି ଅତ୍ଯନ୍ତ ତୃପ୍ତ ହବେି।
15 Mas eu te verei, pois tenho vivido corretamente; e, quando acordar, a tua presença me encherá de alegria.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Salmos 17, comparar traduções ou montar um estudo — tudo direto pelo WhatsApp.