Salmos 16

Oriya Bible (GL_ORIYA) vs ARA

Sair da comparação
ARA Almeida Revista e Atualizada 1993
1 ହେ ପରମେଶ୍ବର, ମାେତେ ତୁମ୍ଭେ ରକ୍ଷା କର କାରଣ ମୁଁ ତୁମ୍ଭ ଉପରେ ନିର୍ଭର କ
1 Guarda-me, ó Deus, porque em ti me refugio.
2 ମୁଁ ସଦାପ୍ରଭୁଙ୍କୁ କହିଅଛି, ସଦାପ୍ରଭୁ ତୁମ୍ଭେ ମାରେ ପ୍ରଭୁ। ମାରେ ୟାହା କିଛି ମଙ୍ଗଳମଯ ସେ ସବୁ ତୁମ୍ଭ କୃପାରୁ।
2 Digo ao Senhor : Tu és o meu Senhor; outro bem não possuo, senão a ti somente.
3 ସଦାପ୍ରଭୁ ୟାହାକିଛି ଆଶ୍ଚର୍ୟ୍ଯଜନକ କାର୍ୟ୍ଯ କରନ୍ତି, ତାହା ତାଙ୍କର ଏ ପୃଥିବୀରେ ଥିବା ଅନୁଗତ ଲୋକଙ୍କ ପାଇଁ। ସଦାପ୍ରଭୁ ପ୍ରକୃତରେ ଦଖାଇେ ଦିଅନ୍ତି ୟେ ସେ ସମାନଙ୍କେୁ ଭଲ ପାଆନ୍ତି।
3 Quanto aos santos que há na terra, são eles os notáveis nos quais tenho todo o meu prazer.
4 କିନ୍ତୁ ଯେଉଁ ଲୋକମାନେ ଅନ୍ୟ ଦବେତାମାନଙ୍କୁ ପୂଜା କରନ୍ତି, ସମାନେେ ଅଧିକ ଦୁଃଖ ପାଆନ୍ତି। ମୁଁ ସମାନଙ୍କେ ସହିତ ଏକମତ ହାଇପୋରିବି ନାହିଁ। ଯେଉଁମାନେ ସହେି ମୂର୍ତ୍ତିଗୁଡ଼ିକ ଆଗରେ ରକ୍ତ ଅର୍ପଣ କରନ୍ତି, ସମାନଙ୍କେର ନାମ ମୁଁ କବେେ ଉଚ୍ଚାରଣ କରିବି ନାହିଁ।
4 Muitas serão as penas dos que trocam o Senhor por outros deuses; não oferecerei as suas libações de sangue, e os meus lábios não pronunciarão o seu nome.
5 ମୁଁ କବଳେ ମାରେ ଭକ୍ତି ଓ ଶ୍ରଦ୍ଧାକୁ ସଦାପ୍ରଭୁଙ୍କଠାରେ ଅର୍ପଣ କରିବି। ହେ ସଦାପ୍ରଭୁ, ତୁମ୍ଭେ ମାରେ ସହାୟ ହୁଅ ଏବଂ ମାେତେ ମାରେ ପ୍ରାପ୍ଯ ପ୍ରଦାନ କର।
5 O Senhor é a porção da minha herança e o meu cálice; tu és o arrimo da minha sorte.
6 ମାରେ ପ୍ରାପ୍ଯ ଅତି ଆଶ୍ଚର୍ୟ୍ଯଜନକ, ମାରେ ଅଧିକାର ମଧ୍ଯ ଅତି ସୁନ୍ଦର।
6 Caem-me as divisas em lugares amenos, é mui linda a minha herança.
7 ମୁଁ ସଦାପ୍ରଭୁଙ୍କୁ ପ୍ରଶଂସା କରେ କାରଣ ସେ ମାେତେ ଉଚିତ୍ ଶିକ୍ଷା ପ୍ରଦାନ କରନ୍ତି। ଏପରିକି ରାତ୍ରିରେ ମଧ୍ଯ ସେ ତାଙ୍କର ଉପଦେଶକୁ ମାରେ ମନରେ ପ୍ରବେଶ କରାନ୍ତି।
7 Bendigo o Senhor , que me aconselha; pois até durante a noite o meu coração me ensina.
8 ମୁଁ ସବୁବେଳେ ସଦାପ୍ରଭୁଙ୍କୁ ମାରେ ସମ୍ମୁଖରେ ରଖିଅଛି। ମୁଁ କବେେ ହେଲେ ତାଙ୍କର ଉପୟୁକ୍ତ ମାର୍ଗରୁ ବଞ୍ଚିତ ହବେି ନାହିଁ।
8 O Senhor , tenho-o sempre à minha presença; estando ele à minha direita, não serei abalado.
9 ତଣେୁ ମାରେ ହୃଦଯ ଓ ଆତ୍ମା ଅତି ଆନନ୍ଦିତ ହବେ। ଏପରିକି ମାରେ ଶରୀର ନିରାପଦରେ ରହିବ।
9 Alegra-se, pois, o meu coração, e o meu espírito exulta; até o meu corpo repousará seguro.
10 କାରଣ ତୁମ୍ଭେ ସଦାପ୍ରଭୁ ମାରେ ଆତ୍ମାକୁ ମୃତ୍ଯୁ ସ୍ଥାନରେ ପରିତ୍ଯାଗ କରିବି ନାହିଁ। ତୁମ୍ଭେ ଆପଣା ପବିତ୍ର ଜନକୁ ପୃଥିବୀରେ କ୍ଷଯ ହବୋକୁ ଦବେ ନାହିଁ।
10 Pois não deixarás a minha alma na morte, nem permitirás que o teu Santo veja corrupção.
11 ତୁମ୍ଭେ ମାେତେ ବଞ୍ଚିବା ପାଇଁ ଜୀବନପଥ ଶିକ୍ଷା ଦବେ। ୟେ ହତେୁ ମୁଁ ତୁମ୍ଭ ସହିତ ଅଛି। ହେ ସଦାପ୍ରଭୁ, ତୁମ୍ଭେ ମାେତେ ସୁଖ ଶାନ୍ତିରେ ରହିବାକୁ ଦବେ। ୟେ ହତେୁ ମୁଁ ତୁମ୍ଭର ଦକ୍ଷିଣ ପାଶର୍‌ବରେ ଅବସ୍ଥିତ, ମାେ ପାଇଁ ଚିରଦିନ ନିତ୍ଯ ସୁଖ ଭୋଗ ଆଣିଦବେ।
11 Tu me farás ver os caminhos da vida; na tua presença há plenitude de alegria, na tua destra, delícias perpetuamente.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Salmos 16, comparar traduções ou montar um estudo — tudo direto pelo WhatsApp.