Salmos 145
Oriya Bible (GL_ORIYA) vs NAA
1 ସେ ରାଜନ୍, ମାରେ ପରମେଶ୍ବର, ମୁଁ ତୁମ୍ଭର ପ୍ରଶଂସା କରିବି। ମୁଁ ସଦାସର୍ବଦା ତୁମ୍ଭ ନାମର ଧନ୍ଯବାଦ କରିବି।
1 Eu te exaltarei, ó Deus meu e Rei; bendirei o teu nome para todo o sempre.
2 ପ୍ରତିଦିନ ମୁଁ ତୁମ୍ଭର ପ୍ରଶଂସା କରେ। ପୁଣି ସଦାସର୍ବଦା ମୁଁ ତୁମ୍ଭ ନାମର ପ୍ରଶଂସା କରିବି।
2 Todos os dias te bendirei e louvarei o teu nome para todo o sempre.
3 ସଦାପ୍ରଭୁ ହେଉଛନ୍ତି ମହାନ୍ ଏବଂ ସେ ଅତ୍ଯନ୍ତ ପ୍ରଶଂସନୀଯ। ଆମ୍ଭମାନେେ ତାଙ୍କର ମହାନତାକୁ ପୁରାପୁରି ଜାଣି ପାରିବୁ ନାହିଁ।
3 Grande é o Senhor e mui digno de ser louvado; a sua grandeza é insondável.
4 ଲୋକମାନେ ପୁରୁଷାନୁକ୍ରମେ ତୁମ୍ଭ କ୍ରିଯା ସକଳର ପ୍ରଶଂସା କରନ୍ତୁ ସମାନେେ ତୁମ୍ଭର କାର୍ୟ୍ଯ ବିଷଯରେ କୁହନ୍ତୁ।
4 Uma geração louvará à outra geração as tuas obras e anunciará os teus poderosos feitos.
5 ତୁମ୍ଭ ଗୌରବ ଓ ମହିମା ଆଶ୍ଚର୍ୟ୍ଯପୂର୍ଣ୍ଣ। ମୁଁ ତୁମ୍ଭ ଅଦଦ୍ଭୂତ କର୍ମ ବିଷଯ ଧ୍ଯାନ କରିବି।
5 Meditarei no glorioso esplendor da tua majestade e nas tuas maravilhas.
6 ହେ ସଦାପ୍ରଭୁ, ଲୋକମାନେ ତୁମ୍ଭ ଭୟାନକ କର୍ମର ଶକ୍ତି ବିଷଯରେ ବ୍ଯକ୍ତ କରନ୍ତୁ। ପୁଣି ମୁଁ ତୁମ୍ଭର ମହାନତା ବିଷଯରେ ପ୍ରଚାର କରିବି।
6 Falarão do poder dos teus feitos tremendos, e eu anunciarei a tua grandeza.
7 ଲୋକମାନେ ତୁମ୍ଭର ମହାନ୍ ଉତ୍ତମତା ବିଷଯରେ କୁହନ୍ତୁ ଓ ସମାନେେ ତୁମ୍ଭ ଧାର୍ମିକତା ବିଷଯରେ ଗାନ କରନ୍ତୁ।
7 Divulgarão a memória da tua imensa bondade e com júbilo celebrarão a tua justiça.
8 ସଦାପ୍ରଭୁ ଅତ୍ଯନ୍ତ ଦୟାବାନ, ସହାନୁଭୂତିଶୀଳ, ର୍ଧୈୟ୍ଯଶୀଳ ଏବଂ ସ୍ନହେଶୀଳ।
8 Bondoso e compassivo é o Senhor , tardio em irar-se e grande em misericórdia.
9 ସଦାପ୍ରଭୁ ସମସ୍ତଙ୍କ ପ୍ରତି ମଙ୍ଗଳମଯ। ପରମେଶ୍ବରଙ୍କର ହସ୍ତକୃତ ସମସ୍ତ କର୍ମ ଉପରେ ତାଙ୍କର ଦୟା ଥାଏ।
9 O Senhor é bom para todos, e as suas misericórdias permeiam todas as suas obras.
10 ସଦାପ୍ରଭୁ, ତୁମ୍ଭେ ୟାହା କରିଅଛ, ସଗେୁଡ଼ିକ ସମସ୍ତେ ତୁମ୍ଭର ପ୍ରଶଂସା କରନ୍ତୁ। ତୁମ୍ଭର ବିଶ୍ବସ୍ତ ଅନୁସରଣକାରୀମାନେ ତୁମ୍ଭର ଧନ୍ଯବାଦ କରନ୍ତୁ।
10 Todas as tuas obras te renderão graças, e os teus santos te bendirão.
11 ସମାନେେ ତୁମ୍ଭ ରାଜ୍ଯର ଗୌରବ ବ୍ଯକ୍ତ କରନ୍ତୁ ଓ ତୁମ୍ଭ ପରାକ୍ରମ ବିଷଯରେ କୁହନ୍ତୁ।
11 Falarão da glória do teu reino e confessarão o teu poder,
12 ତଣେୁ ଅନ୍ୟ ଲୋକମାନେ ତୁମ୍ଭର ମହାନ୍ କାର୍ୟ୍ଯ ବିଷଯରେ ଜାଣିବେ ଏବଂ ତୁମ୍ଭର ଶାସନ କେତେ ଆଶ୍ଚର୍ୟ୍ଯଜନକ ଓ ମହାନ୍।
12 para que os filhos dos homens conheçam os teus feitos poderosos e a glória da majestade do teu reino.
13 ହେ ସଦାପ୍ରଭୁ, ତୁମ୍ଭର ଶାସନ ଅନନ୍ତକାଳସ୍ଥାଯୀ ରହିବ। ତୁମ୍ଭେ ଅନନ୍ତକାଳ ରାଜତ୍ବ କରିବ। ସଦାପ୍ରଭୁଙ୍କ ଉପରେ ବିଶ୍ବାସ କରାୟାଇ ପାରିବ, ୟାହା ସେ କୁହନ୍ତି। ସେ କରୁଥିବା ସମସ୍ତ କର୍ମ ଉପରେ ବିଶ୍ବସ୍ତ।
13 O teu reino é um reino eterno, e o teu domínio subsiste por todas as gerações. O em todas as suas palavras e santo em todas as suas obras.
14 ସଦାପ୍ରଭୁ ସମସ୍ତ ପଡ଼ିବା ଲୋକଙ୍କୁ ଧରି ରଖନ୍ତି। ଏବଂ ନଇଁ ପଡ଼ୁଥିବା ଲୋକମାନଙ୍କୁ ଉଠାନ୍ତି।
14 O Senhor sustém todos os que vacilam e levanta todos os que estão prostrados.
15 ହେ ସଦାପ୍ରଭୁ, ସମସ୍ତ ସଜୀବ ପ୍ରାଣୀ ଖାଦ୍ୟ ପାଇଁ ତୁମ୍ଭକୁ ଅନାଇଥାନ୍ତି। କାରଣ ଉପୟୁକ୍ତ ସମଯରେ ତୁମ୍ଭେ ଆହାର ୟୋଗାଇ ଥାଅ।
15 Em ti esperam os olhos de todos, e tu, a seu tempo, lhes dás o alimento.
16 ହେ ସଦାପ୍ରଭୁ, ତୁମ୍ଭେ ଆପଣା ହସ୍ତ ମଲୋଇ ପ୍ରେତ୍ୟକକ ପ୍ରାଣୀର କାମନା ପୂର୍ଣ୍ଣ କରୁଛ।
16 Abres a mão e satisfazes os desejos de todos os viventes.
17 ସଦାପ୍ରଭୁ ୟାହା କିଛି କରନ୍ତି ତାହା ଉତ୍ତମ ଓ ତାଙ୍କର ନିଜର ସମସ୍ତ କାର୍ୟ୍ଯ ବିଶ୍ବସ୍ତତାକୁ ପ୍ରଦର୍ଶନ କରେ।
17 Justo é o Senhor em todos os seus caminhos, bondoso em todas as suas obras.
18 ସଦାପ୍ରଭୁ ସମସ୍ତ ପ୍ରାର୍ଥନାକାରୀଙ୍କର ନିକଟବର୍ତ୍ତୀ ଅଟନ୍ତି, ଯେଉଁମାନେ ତାଙ୍କୁ ସାହାୟ୍ଯ ପାଇଁ ଡ଼ାକନ୍ତି।
18 Perto está o Senhor de todos os que o invocam, de todos os que o invocam em verdade.
19 ସେ ଆପଣା ଅନୁସରଣକାରୀମାନଙ୍କ ବାଞ୍ଚା ପୂର୍ଣ୍ଣ କରନ୍ତି। ସେ ସମାନଙ୍କେର ଗୁହାରି ଶୁଣନ୍ତି ଏବଂ ସମାନଙ୍କେୁ ରକ୍ଷା କରନ୍ତି।
19 Ele satisfaz o desejo dos que o temem; ouve o seu clamor e os salva.
20 ସଦାପ୍ରଭୁ ସହେିମାନଙ୍କୁ ରକ୍ଷା କରନ୍ତି ଯେଉଁମାନେ ତାଙ୍କୁ ଭଲ ପାଆନ୍ତି, ମାତ୍ର ସମସ୍ତ ଦୁଷ୍ଟ ଲୋକମାନଙ୍କୁ ଧ୍ବଂସ କରିବେ।
20 O Senhor protege todos os que o amam; porém todos os ímpios serão exterminados.
21 ମୁଁ ସଦାପ୍ରଭୁଙ୍କର ପ୍ରଶଂସା କରିବି !ସମୁଦାଯ ପ୍ରାଣୀ ଅନନ୍ତକାଳ ତାଙ୍କର ପବିତ୍ର ନାମର ପ୍ରଶଂସା କରିବା ଉଚିତ୍।
21 A minha boca proclamará o louvor do Que todos os seres vivos louvem o seu santo nome, para todo o sempre.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Salmos 145, comparar traduções ou montar um estudo — tudo direto pelo WhatsApp.