Salmos 142

Oriya Bible (GL_ORIYA) vs ARIB

Sair da comparação
ARIB Almeida Revisada Imprensa Bíblica
1 ମୁଁ ସଦାପ୍ରଭୁଙ୍କୁ ସାହାୟ୍ଯ ପାଇଁ ଡ଼ାକିବି। ମୁଁ ସଦାପ୍ରଭୁଙ୍କ ଆଗରେ ପ୍ରାର୍ଥନା କରେ।
1 Com a minha voz clamo ao Senhor; com a minha voz ao Senhor suplico.
2 ମୁଁ ସଦାପ୍ରଭୁଙ୍କୁ ମାରେ ସମସ୍ଯା ବିଷଯରେ କହିବି। ମାରେ ଅସୁବିଧାସକଳ ବିଷଯରେ ସଦାପ୍ରଭୁଙ୍କୁ କହିବି।
2 Derramo perante ele a minha queixa; diante dele exponho a minha tribulação.
3 ଆଶା ଛାଡ଼ିଦବୋ ପାଇଁ ମୁଁ ପ୍ରସ୍ତୁତ ଅଟେ। କିନ୍ତୁ ସଦାପ୍ରଭୁ, ତୁମ୍ଭେ ଜାଣ ଯେଉଁ ପଥ ଉପରେ ମୁଁ ଅଛି, ମାରେ ଶତ୍ରୁଗଣ ମାେ ପାଇଁ ଫାନ୍ଦ ବସାଇଅଛନ୍ତି।
3 Quando dentro de mim esmorece o meu espírito, então tu conheces a minha vereda; no caminho em que eu ando ocultaram-me um laço.
4 ମାରେ ଚତୁଃପାଶର୍‌ବରେ କୌଣସି ବନ୍ଧୁଙ୍କୁ ପାଉ ନାହିଁ। ମାେତେ କେଉଁଠାକୁ ରକ୍ଷା ପାଇବାକୁ ଦୌଡ଼ି ୟିବାକୁ ସ୍ଥାନ ନାହିଁ। କୌଣସି ଲୋକ ମାେତେ ରକ୍ଷା କରିବା ପାଇଁ ଚେଷ୍ଟା କରନ୍ତି ନାହିଁ।
4 Olha para a minha mão direita, e vê, pois não há quem me conheça; refúgio me faltou; ninguém se interessa por mim.
5 ସଦାପ୍ରଭୁ, ମୁଁ ସାହାୟ୍ଯ ପାଇଁ ତୁମ୍ଭକୁ ଡାକେ : ସଦାପ୍ରଭୁ ତୁମ୍ଭେ ମାରେ ନିରାପଦର ସ୍ଥାନ। ତୁମ୍ଭେ ହେଉଛ ସବୁକିଛି ୟାହା ମୁଁ ଜୀବନରେ ଦରକାର କରେ।
5 A ti, ó Senhor, clamei; eu disse: Tu és o meu refúgio, o meu quinhão na terra dos viventes.
6 ହେ ସଦାପ୍ରଭୁ, ମାରେ ପ୍ରାର୍ଥନା ଶୁଣ। ମୁଁ ବହୁତ ଦୁର୍ବଳ ଅଟେ। ସହେି ଲୋକମାନଙ୍କଠାରୁ ମାେତେ ରକ୍ଷା କର ଯେଉଁମାନେ ମାେ ପଛରେ ଗୋଡ଼ାଇଛନ୍ତି। ସହେି ଲୋକମାନେ ମାେ ଠାରୁ ଅଧିକ ଶକ୍ତିଶାଳୀ।
6 Atende ao meu clamor, porque estou muito abatido; livra-me dos meus perseguidores, porque são mais fortes do que eu.
7 ଏହି ଫାନ୍ଦରୁ ମାେତେ ଉଦ୍ଧାର କରିବାରେ ସାହାୟ୍ଯ କର। ୟପରେିକି ମୁଁ ତୁମ୍ଭ ନାମକୁ ଧନ୍ଯବାଦ ଦଇପୋରିବି। ଧାର୍ମିକମାନେ ମାେ ସହିତ ପାଳନ କରିବେ, କାରଣ ତୁମ୍ଭେ ମାରେ ଯତ୍ନ ନଲେ।
7 Tira-me da prisão, para que eu louve o teu nome; os justos me rodearão, pois me farás muito bem.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Salmos 142, comparar traduções ou montar um estudo — tudo direto pelo WhatsApp.