Salmos 141

Oriya Bible (GL_ORIYA) vs NTLH

Sair da comparação
NTLH Nova Tradução na Linguagem de Hoje 2000
1 ହେ ସଦାପ୍ରଭୁ, ମୁଁ ତୁମ୍ଭ ସହାୟତା ପାଇଁ ପ୍ରାର୍ଥନା କରେ। ଯେତବେେଳେ ମୁଁ ଡ଼ାକୁଛି ସେତବେେଳେ ତୁମ୍ଭେ ମାରେ ପ୍ରାର୍ଥନାରେ କର୍ଣ୍ଣପାତ କର। ୟଥା ଶୀଘ୍ର ମାେତେ ସାହାୟ୍ଯ କର।
1 Ó Senhor Deus, eu clamo a ti; vem depressa me socorrer! Escuta-me quando peço a tua ajuda.
2 ସଦାପ୍ରଭୁ ଜଳୁଥିବା ଧୂପକାଠିର ସୁଗନ୍ଧି ଧୂପ ପରି ମାରେ ପ୍ରାର୍ଥନାକୁ ଗ୍ରହଣ କର। ସନ୍ଧ୍ଯା ବଳରେ ଉତ୍ସର୍ଗ କରି ମୁଁ ମାରେ ହାତ ବଢ଼ାଇ କରୁଥିବା ପ୍ରାର୍ଥନାକୁ ଗ୍ରହଣ କର।
2 Recebe a minha oração como se fosse incenso, e que as minhas mãos levantadas sejam como a oferta da tarde!
3 ହେ ସଦାପ୍ରଭୁ, ମୁଖ ଆଗର ପ୍ରହରୀ, ମାେତେ ସାହାୟ୍ଯ କର। କୌଣସି ପାପପୂର୍ଣ୍ଣ କଥା କହିବାଠାରୁ ମାେତେ ରକ୍ଷା କର।
3 Ó Senhor , controla a minha boca e não me deixes falar o que não devo!
4 ମାେତେ ମନ୍ଦକାର୍ୟ୍ଯ କରିବାର ଇଚ୍ଛା ଦିଅ ନାହିଁ। ଦୁଷ୍ଟ ସାଙ୍ଗ ଓ ତାଙ୍କର ଖାଦ୍ୟ ଏବଂ ମନ୍ଦ କାର୍ୟ୍ଯରେ ମାେତେ ମିଶିବା ପାଇଁ ବନ୍ଦ କର। ଏପରି ସମାନଙ୍କେର ଭୋଜିଠାରୁ ଦୂରରେ ରହିବାକୁ ମାେତେ ସାହାୟ୍ଯ କର।
4 Não permitas que o meu coração deseje fazer o mal, nem que eu ande com os que são perversos ou tome parte na maldade deles. E que eu nunca esteja presente nas suas festas!
5 ଗୋଟିଏ ଧାର୍ମିକ ଲୋକ ମାେତେ ସୁଧାରି ପାରେ। ତାହା ତାଙ୍କ ପ୍ରତି ବହୁତ ଦୟା ହବେ। ୟଦି ସେ ମାେତେ ସମାଲୋଚନା କରେ, ମୁଁ ଏହା ହାର୍ଦ୍ଦିକ ସ୍ବାଗତ ଭଳି ଗ୍ରହଣ କରିବି। କିନ୍ତୁ ମୁଁ ସର୍ବଦା ଦୁଷ୍ଟମାନେ କରୁଥିବା କୁକର୍ମ ବିରୁଦ୍ଧରେ ପ୍ରାର୍ଥନା କରେ।
5 Eu aceito que uma pessoa direita me repreenda ou castigue, pois isso é um gesto de amizade; mas eu nunca aceitarei elogios dos perversos e continuarei a orar contra a ruindade deles.
6 ସମାନଙ୍କେର ନ୍ଯାଯଧୀଶମାନଙ୍କୁ ପର୍ବତର ଶୀର୍ଷରୁ ଫିଙ୍ଗା ଯାଉ। ତବେେ ଲୋକମାନେ ଜାଣିବେ ୟେ, ମୁଁ ସତ୍ଯ କହିଅଛି।
6 Quando os seus chefes forem atirados do alto dos rochedos, então o povo saberá que eu dizia a verdade.
7 ଚାଷୀମାନେ ଭୂମିରେ ହଳ କରିଥିବା ପଥରପରି, ଠିକ୍ ସହେିପ୍ରକାର ଆମ୍ଭମାନଙ୍କର ଅସ୍ଥିସବୁ କବରରେ ମିଶିୟିବ।
7 Como a lenha é rachada e cortada em pedaços, assim os seus ossos serão espalhados na beira da sepultura deles.
8 ସଦାପ୍ରଭୁ, ମାରେ ପ୍ରଭୁ, ମୁଁ ତୁମ୍ଭ ଆଡ଼େ ଚାହୁଁ ଅଛି। ମୁଁ ସୁରକ୍ଷା ପାଇଁ ତୁମ୍ଭ ଆଡ଼େ ଚାହିଁଅଛି। ତଣେୁ ମାେତେ ମୃତ୍ଯୁବରଣ କରିବାକୁ ଦିଅ ନାହିଁ।
8 Mas eu, ó Senhor , meu Deus, continuo confiando em ti e buscando a tua proteção. Não me deixes morrer.
9 ମନ୍ଦ ଲୋକମାନେ ମାେ ପାଇଁ ଫାଶ ବସାନ୍ତି। ସମାନଙ୍କେର ଫାଶରେ ମାେତେ ପଡ଼ିବା ପାଇଁ ଦିଅ ନାହିଁ।
9 Livra-me das redes que os perversos estendem para me pegar, livra-me das armadilhas dos que fazem o mal.
10 ଦୁଷ୍ଟମାନେ ନିଜନିଜ ଜାଲରେ ପଡ଼ନ୍ତୁ। ସହେି ଅବସରରେ ମୁଁ ରକ୍ଷା ପାଏ।
10 Que os maus caiam nas suas próprias armadilhas, e que eu consiga escapar são e salvo!

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Salmos 141, comparar traduções ou montar um estudo — tudo direto pelo WhatsApp.