Salmos 140

Oriya Bible (GL_ORIYA) vs NVI

Sair da comparação
NVI Nova Versão Internacional
1 ହେ ସଦାପ୍ରଭୁ, ଦୁଷ୍ଟ ଲୋକମାନଙ୍କଠାରୁ ମାେତେ ଉଦ୍ଧାର କର। ଦୌରାତ୍ମ୍ଯକାରୀ ଲୋକମାନଙ୍କଠାରୁ ମାେତେ ରକ୍ଷା କର।
1 Livra-me, Senhor, dos maus; protege-me dos violentos,
2 ଯେଉଁ ଦୁର୍ଜ୍ଜନମାନେ, ଦୁଷ୍ଟ ଯୋଜନା କରନ୍ତି। ସମାନେେ ପ୍ରେତ୍ୟକକ ଦିନ ୟୁଦ୍ଧ କରିବା ପାଇଁ ପ୍ରସ୍ତୁତ ହୁଅନ୍ତି।
2 que no coração tramam planos perversos e estão sempre provocando guerra.
3 ସମାନଙ୍କେର ଜିହ୍ବା ବିଷଧର ସର୍ପପରି, ୟପରେି ସମାନଙ୍କେର ଜିହ୍ବାତଳେ ନାଗର ଗରଳ ରହିଛି।
3 Afiam a língua como a da serpente; veneno de víbora está em seus lábios. Pausa
4 ହେ ସଦାପ୍ରଭୁ ଦୁଷ୍ଟ ଲୋକମାନଙ୍କଠାରୁ ମାେତେ ରକ୍ଷା କର। ଦୌରାତ୍ମ୍ଯକାରୀମାନଙ୍କଠାରୁ ମାେତେ ସୁରକ୍ଷା ଦିଅ। ଯେଉଁମାନେ ମାେ ପଛରେ ପଡ଼ିଛନ୍ତି ଏବଂ ଦୁଃଖ ଦବୋପାଇଁ ଯୋଜନା କରୁଛନ୍ତି।
4 Protege-me, Senhor, das mãos dos ímpios; protege-me dos violentos, que pretendem fazer-me tropeçar.
5 ସହେି ଗର୍ବୀ ଲୋକମାନେ ମାେ ପାଇଁ ଫାନ୍ଦ ବିଛାଇଛନ୍ତି। ସମାନେେ ମାେତେ ଧରିବା ପାଇଁ ଜାଲ ବିଛାଇଛନ୍ତି। ସମାନେେ ମାେ ପଥରେ ୟନ୍ତା ବିଛାଇଛନ୍ତି।
5 Homens arrogantes prepararam armadilhas contra mim, perversos estenderam as suas redes; no meu caminho armaram ciladas contra mim. Pausa
6 ମୁଁ ସଦାପ୍ରଭୁଙ୍କୁ କହିଲି, ତୁମ୍ଭେ ମାରେ ପରମେଶ୍ବର। ହେ ସଦାପ୍ରଭୁ, ମାରେ ପ୍ରାର୍ଥନାକୁ ଗ୍ରହଣ କର।
6 Eu declaro ao Senhor: "Tu és o meu Deus". Ouve, Senhor, a minha súplica!
7 ହେ ସଦାପ୍ରଭୁ, ମାରେ ପ୍ରଭୁ, ତୁମ୍ଭେ ହେଉଛ ଶକ୍ତିଶାଳୀ, ୟିଏକି ମାେତେ ରକ୍ଷା କଲେ। ତୁମ୍ଭେ ମାରେ ମସ୍ତକର ରକ୍ଷାକବଚ, ୟାହା ମାରେ ୟୁବ ସମଯରେ ମସ୍ତକ ଆଚ୍ଛାଦନ କରି ସୁରକ୍ଷା ଦିଅ।
7 Ó Soberano Senhor, meu salvador poderoso, tu me proteges a cabeça no dia da batalha;
8 ହେ ସଦାପ୍ରଭୁ, ସହେି ଲୋକମାନେ ଦୁଷ୍ଟ ପ୍ରକୃତିର। ସମାନଙ୍କେର ଇଚ୍ଛା ପୂର୍ଣ୍ଣ ହବୋକୁ ଦିଅ ନାହିଁ। ସମାନଙ୍କେର ଯୋଜନାକୁ ସଫଳ ହବୋକୁ ଦିଅ ନାହିଁ।
8 não atendas os desejos dos ímpios, Senhor! Não permitas que os planos deles tenham sucesso, para que não se orgulhem. Pausa
9 ହେ ସଦାପ୍ରଭୁ, ମାରେ ଶତ୍ରୁମାନଙ୍କୁ ବିଜଯ କରାଅ ନାହିଁ। ସହେି ଦୁଷ୍ଟ ଲୋକମାନଙ୍କର ଯୋଜନା ମନ୍ଦ ଅଟେ। ସମାନଙ୍କେ ମନ୍ଦ ଯୋଜନା ତୁମ୍ଭେ ସହେିଠାରେ ଶଷେ କର।
9 Recaia sobre a cabeça dos que me cercam a maldade que os seus lábios proferiram.
10 ସମାନଙ୍କେ ମୁଣ୍ଡରେ ଜଳନ୍ତା କୋଇଲା ପଡ଼ୁ। ମାରେ ଶତ୍ରୁମାନଙ୍କୁ ଅଗ୍ନିରେ ନିକ୍ଷପେ କର। ସମାନେେ ୟପରେି ଉଠିପାରିବେ ନାହିଁ ଏଥିପାଇଁ ତାଙ୍କୁ ଗଭୀର ଗର୍ଭରେ ନିକ୍ଷପେ କର।
10 Caiam brasas sobre eles, e sejam lançados ao fogo, em covas das quais jamais possam sair.
11 ସଦାପ୍ରଭୁ ସହେି ମିଥ୍ଯାବାଦୀ ଲୋକମାନଙ୍କୁ ସୁଖ ସମୃଦ୍ଧି ଦିଅ ନାହିଁ। ସମାନଙ୍କେୁ ଆକସ୍ମିକ ବିପତ୍ତି ଶିକାର କରିନେଉ।
11 Que os difamadores não se estabeleçam na terra, e a desgraça persiga os violentos até à morte.
12 ମୁଁ ଜାଣେ ୟେ, ସଦାପ୍ରଭୁ ଗରିବ ଲୋକମାନଙ୍କୁ ଉଚିତ୍ ନ୍ଯାଯ ପ୍ରଦାନ କରିବେ ଏବଂ ସେ ନିଃସହାୟ ଲୋକମାନଙ୍କୁ ଆକ୍ରମଣରୁ ରକ୍ଷା କରିବେ।
12 Sei que o Senhor defenderá a causa do necessitado e fará justiça aos pobres.
13 ହେ ସଦାପ୍ରଭୁ, ଧାର୍ମିକ ଲୋକମାନେ ତୁମ୍ଭ ନାମର ପ୍ରଶଂସା କରିବେ। ଧାର୍ମିକ ଲୋକମାନେ ତୁମ୍ଭର ଉପସ୍ଥିତିରେ ବଞ୍ଚିବେ।
13 Com certeza os justos darão graças ao teu nome, e os homens íntegros viverão na tua presença.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Salmos 140, comparar traduções ou montar um estudo — tudo direto pelo WhatsApp.