Salmos 137

Oriya Bible (GL_ORIYA) vs VC

Sair da comparação
VC Versão Católica
1 ଆମ୍ଭମାନେେ ବାବିଲୀଯ ନଦୀ ନିକଟରେ ସିୟୋନକୁ ସ୍ମରଣ କଲା ବେଳେ ସଠାେରେ ବସି ରୋଦନ କଲୁ।
1 Às margens dos rios de Babilônia, nos assentávamos chorando, lembrando-nos de Sião.
2 ଆମ୍ଭମାନେେ ସଠାେରେ ଥିବା ବାଇଶୀ ବୃକ୍ଷରେ ନିଜ ନିଜର ବୀଣା ଟଙ୍ଗାଇ ରଖିଲୁ।
2 Nos salgueiros daquela terra, pendurávamos, então, as nossas harpas,
3 ବାବିଲରେ ଯେଉଁ ଲୋକମାନେ ଆମ୍ଭମାନଙ୍କୁ ବନ୍ଦୀ କରିଥିଲେ, ଆମ୍ଭେ ଗୀତ ଗାଉ ବୋଲି ସମାନେେ ଚାହିଁଲେ। ସମାନଙ୍କେର ମନୋରଞ୍ଜନ କରିବାକୁ ସମାନେେ ଆମ୍ଭମାନଙ୍କୁ ଡାକିଲେ : ଆମ୍ଭମାନଙ୍କ ନିକଟରେ ସିୟୋନର ଗୋଟିଏ ଗୀତ ଗାନ କର।
3 porque aqueles que nos tinham deportado pediam-nos um cântico. Nossos opressores exigiam de nós um hino de alegria: Cantai-nos um dos cânticos de Sião.
4 କିନ୍ତୁ ଆମ୍ଭମାନେେ ସଦାପ୍ରଭୁଙ୍କର ଗୀତ କିପରି ବିଦେଶରେ ଗାନ କରିପାରିବା।
4 Como poderíamos nós cantar um cântico do Senhor em terra estranha?
5 ହେ ୟିରୁଶାଲମ, ୟଦି ମୁଁ ତୁମ୍ଭକୁ ଭୁଲେ, ତବେେ ମାରେ ଦକ୍ଷିଣ ହସ୍ତ ଆପଣାର କର୍ମ କୌଶଳ ପାଶାରେି ଯାଉ।
5 Se eu me esquecer de ti, ó Jerusalém, que minha mão direita se paralise!
6 ହେ ୟିରୁଶାଲମ, ୟଦି ମୁଁ ତୁମ୍ଭକୁ କବେେ ଭୁଲେ, ତବେେ ମାରେ କାମନା କି ମୁଁ ଆଉ କୌଣସି ଗୀତ ଗାଇ ପାରିବି ନାହିଁ।
6 Que minha língua se me apegue ao paladar, se eu não me lembrar de ti, se não puser Jerusalém acima de todas as minhas alegrias.
7 ମୁଁ ପ୍ରତିଜ୍ଞା କରୁଅଛି ୟେ, ୟିରୁଶାଲମ ସର୍ବଦା ମାରେ ଆନନ୍ଦ ଧାମ ହାଇେ ରହିବ। ହେ ସଦାପ୍ରଭୁ, ଇଦୋମୀଯମାନଙ୍କୁ ସ୍ମରଣ କର ଏବଂ ୟିରୁଶାଲମ ଅବରୋଧ ହବୋ ସମୟ ସମାନେେ ୟାହା କଲେ ସେଥିପାଇଁ ସମାନଙ୍କେୁ ଦଣ୍ଡିତ କର। ସ୍ମରଣ କର ସମାନେେ କିପରି ଚିତ୍କାର କଲେ, ଏହି କୋଠାଘରକୁ ଧ୍ବଂସ କର !ସମାନଙ୍କେୁ ଟାଣିଆଣି ଧୂଳିରେ ମିଶାଇ ଦିଅ।
7 Contra os filhos de Edom, lembrai-vos, Senhor, do dia da queda de Jerusalém, quando eles gritavam: Arrasai-a, arrasai-a até os seus alicerces!
8 ହେ ବାବିଲୋନ, ତୁମ୍ଭେ ଧ୍ବଂସ ହବେ! ମୁଁ ୟେ କୌଣସି ଲୋକକୁ ଆଶୀର୍ବାଦ ଦବେି, ୟିଏ ତୁମ୍ଭକୁ ପ୍ରତିଦାନ ଦବେ, ୟାହା ତୁମ୍ଭେ ଆମ୍ଭ ପ୍ରତି କରିଥିଲ।
8 Ó filha de Babilônia, a devastadora, feliz aquele que te retribuir o mal que nos fizeste!
9 ମୁଁ ୟେ କୌଣସି ବ୍ଯକ୍ତିକୁ ଆଶୀର୍ବାଦ ଦବେି, ୟିଏ ତୁମ୍ଭର ଶିଶୁଗଣକୁ ତୁମ୍ଭଠାରୁ ଛଡ଼ାଇ ଆଣିବ ଏବଂ ସମାନଙ୍କେୁ ପଥରରେ ପିଟି ଦବେ।
9 Feliz aquele que se apoderar de teus filhinhos, para os esmagar contra o rochedo!

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Salmos 137, comparar traduções ou montar um estudo — tudo direto pelo WhatsApp.