Salmos 136
Oriya Bible (GL_ORIYA) vs NVI
1 ସଦାପ୍ରଭୁଙ୍କର ପ୍ରଶଂସା କର, କାରଣ ସେ ମଙ୍ଗଳମଯ। ତାଙ୍କର ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।
1 Dêem graças ao Senhor, porque ele é bom. O seu amor dura para sempre!
2 ଦବେତାମାନଙ୍କର ଦବେତାର ପ୍ରଶଂସା କର। ତାଙ୍କର ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।
2 Dêem graças ao Deus dos deuses. O seu amor dura para sempre!
3 ପ୍ରଭୁମାନଙ୍କର ସଦାପ୍ରଭୁଙ୍କ ପ୍ରଶଂସା କର। ତାହାଙ୍କ ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।
3 Dêem graças ao Senhor dos senhores. O seu amor dura para sempre!
4 ୟେ ଆଶ୍ଚର୍ୟ୍ଯକାର୍ୟ୍ଯମାନ କରନ୍ତି, ତାଙ୍କର ପ୍ରଶଂସା କର। ତାଙ୍କ ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।
4 Ao único que faz grandes maravilhas, O seu amor dura para sempre!
5 ପରମେଶ୍ବରଙ୍କର ପ୍ରଶଂସା କର ୟିଏ ତାଙ୍କ ବୁଦ୍ଧିରେ ଆକାଶମଣ୍ଡଳ ନିର୍ମାଣ କଲେ। ତାହାଙ୍କ ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।
5 que com habilidade fez os céus, O seu amor dura para sempre!
6 ପରମେଶ୍ବର ୟେ ଭୂମଣ୍ଡଳକୁ ଜଳରାଶି ଉପରେ ବିସ୍ତୀର୍ଣ୍ଣ କଲେ, ତାଙ୍କର ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।
6 que estendeu a terra sobre as águas; O seu amor dura para sempre!
7 ପରମେଶ୍ବର ମହାନ୍ ଜ୍ଯୋତିର୍ଗଣ ନିର୍ମାଣ କଲେ। ତାହାଙ୍କ ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।
7 Àquele que fez os grandes luminares, O seu amor dura para sempre!
8 ପରମେଶ୍ବର ଦିବସରେ କତ୍ତୃର୍ତ୍ବ କରିବା ପାଇଁ ସୂର୍ୟ୍ଯକୁ ସୃଷ୍ଟି କଲେ, ତାଙ୍କର ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।
8 o sol para governar o dia, O seu amor dura para sempre!
9 ପରମେଶ୍ବର ରାତ୍ରିରେ କତ୍ତୃର୍ତ୍ବ କରିବା ପାଇଁ ଚନ୍ଦ୍ର ଓ ତାରାଗଣ ସୃଷ୍ଟି କଲେ। ତାହାଙ୍କ ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।
9 a lua e as estrelas para governarem a noite; O seu amor dura para sempre!
10 ପରମେଶ୍ବର ମିଶରର ପ୍ରଥମଜାତ ମନୁଷ୍ଯ ଏବଂ ପଶୁମାନଙ୍କୁ ହତ୍ଯା କଲେ। ତାଙ୍କର ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।
10 Àquele que matou os primogênitos do Egito O seu amor dura para sempre!
11 ପରମେଶ୍ବର ମିଶର ମଧ୍ଯରୁ ଇଶ୍ରାୟେଲକୁ ବାହାର କରି ଆଣିଲେ। ତାଙ୍କର ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।
11 e tirou Israel do meio deles O seu amor dura para sempre!
12 ପରମେଶ୍ବର ତାଙ୍କର ମହାନ ଶକ୍ତି ଏବଂ ପରାକ୍ରମ ଦଖାଇେଲେ। ତାଙ୍କର ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।
12 com mão poderosa e braço forte; O seu amor dura para sempre!
13 ପରମେଶ୍ବର ସୁଫସାଗରକୁ ଦୁଇ ଭାଗରେ ବିଭକ୍ତ କଲେ। ତାଙ୍କର ବିଶ୍ବସ୍ତ ପ୍ରମେ ଅନନ୍ତକାଳସ୍ଥାଯୀ।
13 Àquele que dividiu o mar Vermelho O seu amor dura para sempre!
14 ପରମେଶ୍ବର ଇଶ୍ରାୟେଲକୁ ଏଥି ମଧ୍ୟରେ ଗମନ କରାଇଲେ। ତାଙ୍କର ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।
14 e fez Israel atravessá-lo, O seu amor dura para sempre!
15 ପରମେଶ୍ବର ଫାରୋ ସ ତାହାର ସୈନ୍ଯଗଣଙ୍କୁ ସୁଫ ସାଗରରେ ବୁଡ଼ାଇ ଦେଲେ। ତାଙ୍କର ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।
15 mas lançou o faraó e o seu exército no mar Vermelho; O seu amor dura para sempre!
16 ପରମେଶ୍ବର ମରୁଭୂମି ଦଇେ ଆପଣା ଲୋକମାନଙ୍କୁ ଆଗଇେ ନଲେେ। ତାଙ୍କର ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।
16 Àquele que conduziu seu povo pelo deserto, O seu amor dura para sempre!
17 ପରମେଶ୍ବର ଶକ୍ତିଶାଳୀ ରାଜାମାନଙ୍କୁ ପରାସ୍ତ କଲେ। ତାଙ୍କର ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।
17 que feriu grandes reis O seu amor dura para sempre!
18 ପରମେଶ୍ବର ପରାକ୍ରାନ୍ତ ରାଜାମାନଙ୍କୁ ପରାସ୍ତ କଲେ। ତାଙ୍କର ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।
18 e matou reis poderosos; O seu amor dura para sempre!
19 ପରମେଶ୍ବର ଇ ମାରେୀଯମାନଙ୍କର ରାଜା ସୀହାନକେୁ ପରାସ୍ତ କଲେ। ତାଙ୍କର ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।
19 Seom, rei dos amorreus, O seu amor dura para sempre!
20 ପରମେଶ୍ବର ବାଶନର ରାଜା ଓଗକୁ ପରାସ୍ତ କଲେ। ତାଙ୍କର ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।
20 e Ogue, rei de Basã, O seu amor dura para sempre!
21 ପରମେଶ୍ବର ଇଶ୍ରାୟେଲୀୟମାନଙ୍କୁ ତାଙ୍କ ଭୂମି ଦେଲେ। ତାଙ୍କର ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।
21 e deu a terra deles como herança, O seu amor dura para sempre!
22 ପରମେଶ୍ବର ସହେି ଭୂମିକୁ ଇଶ୍ରାୟେଲଙ୍କୁ ଦାନ କଲେ। ତାଙ୍କର ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।
22 como herança ao seu servo Israel; O seu amor dura para sempre!
23 ପରମେଶ୍ବର ଆମ୍ଭମାନଙ୍କୁ ସ୍ମରଣ କଲେ, ଯେ ତବେଳେ ଆମ୍ଭେ ପରାସ୍ତ ଥିଲୁ। ତାଙ୍କର ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।
23 Àquele que se lembrou de nós quando fomos humilhados O seu amor dura para sempre!
24 ପରମେଶ୍ବର ଆମ୍ଭମାନଙ୍କର ଶତ୍ରୁମାନଙ୍କଠାରୁ ଆମ୍ଭକୁ ରକ୍ଷା କଲେ। ତାଙ୍କର ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।
24 e nos livrou dos nossos adversários; O seu amor dura para sempre!
25 ପରମେଶ୍ବର ସମସ୍ତ ଜୀବିତ ପ୍ରାଣୀମାନଙ୍କ ନିମନ୍ତେ ଆହାର ୟୋଗାନ୍ତି। ତାଙ୍କର ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।
25 Àquele que dá alimento a todos os seres vivos. O seu amor dura para sempre!
26 ସ୍ବର୍ଗର ପରମେଶ୍ବରଙ୍କ ପ୍ରଶଂସା କର !ତାଙ୍କର ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।
26 Dêem graças ao Deus dos céus. O seu amor dura para sempre!
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Salmos 136, comparar traduções ou montar um estudo — tudo direto pelo WhatsApp.