Salmos 135

Oriya Bible (GL_ORIYA) vs NAA

Sair da comparação
NAA Nova Almeida Atualizada 2017
1 ସଦାପ୍ରଭୁଙ୍କର ପ୍ରଶଂସା କର। ସଦାପ୍ରଭୁଙ୍କ ନାମର ପ୍ରଶଂସା କର। ହେ ସଦାପ୍ରଭୁଙ୍କର ଦାସମାନେ, ତାଙ୍କୁ ପ୍ରଶଂସା କର।
1 Aleluia! Louvem o nome do Louvem-no vocês, servos do
2 ତୁମ୍ଭେ ଯେଉଁ ଲୋକମାନେ ସଦାପ୍ରଭୁଙ୍କର ମନ୍ଦିରରେ ଛିଡ଼ା ହାଇେଅଛ। ଯେଉଁମାନେ ତାଙ୍କ ପ୍ରାଙ୍ଗଣରେ ଛିଡ଼ା ହାଇେଅଛ, ତାଙ୍କର ଧନ୍ଯବାଦ କର।
2 que estão na Casa do Senhor , nos átrios da casa do nosso Deus.
3 ସଦାପ୍ରଭୁଙ୍କୁ ପ୍ରଶଂସା କର କାରଣ ସଦାପ୍ରଭୁ ମଙ୍ଗଳମଯ ଅଟନ୍ତି। ତାଙ୍କ ନାମର ପ୍ରଶଂସାଗାନ କର, କାରଣ ଏହା ଆନନ୍ଦ ଆଣେ।
3 Louvem o Senhor , porque o cantem louvores ao seu nome, porque é agradável.
4 ସଦାପ୍ରଭୁ ଆପଣା ନିମନ୍ତେ ୟାକୁବକୁ ମନୋନୀତ କଲେ। ସେ ନିଜର ଅତି ଆପଣା ଲୋକ ହବୋ ପାଇଁ ସେ ଇଶ୍ରାୟେଲକୁ ମନୋନୀତ କଲେ।
4 Pois o Senhor escolheu Jacó para ser dele, e Israel, para ser o seu tesouro especial.
5 ମୁଁ ଜାଣେ ସଦାପ୍ରଭୁ ମହାନ ଅଟନ୍ତି। ଆମ୍ଭମାନଙ୍କର ପ୍ରଭୁ ସମସ୍ତ ଦବେତାମାନଙ୍କ ଅପେକ୍ଷା ଶ୍ରେଷ୍ଠ।
5 De fato, eu sei que o e que o nosso Deus está acima de todos os deuses.
6 ସ୍ବର୍ଗରେ, ପୃଥିବୀରେ, ସମୁଦ୍ରରେ ଓ ସମଗ୍ର ବାରିଧିରେ ସଦାପ୍ରଭୁ ୟାହା ଇଚ୍ଛା କରନ୍ତି, ତାହା କରନ୍ତି।
6 Tudo o que agrada ao Senhor , ele o faz, nos céus e na terra, no mar e em todos os abismos.
7 ପରମେଶ୍ବର ପୃଥିବୀର ଉପରେ ଆକାଶ ସୃଷ୍ଟି କରିଛନ୍ତି। ସେ ବର୍ଷା ସହିତ ବିଜୁଳି କରାନ୍ତି। ଏବଂ ସେ ତାଙ୍କର ଭଣ୍ଡାର ଘରୁ ପବନ ପ୍ରବାହିତ କରାନ୍ତି।
7 Faz subir as nuvens dos confins da terra, faz os relâmpagos para a chuva, faz sair o vento dos seus reservatórios.
8 ପରମେଶ୍ବର ମିଶରର ସମସ୍ତ ପ୍ରଥମଜାତ ମନୁଷ୍ଯ ଓ ପଶୁଗଣଙ୍କୁ ହତ୍ଯା କଲେ।
8 Foi ele quem matou os primogênitos no Egito, tanto das pessoas como dos animais.
9 ପରମେଶ୍ବର ମିଶରରେ ବହୁତ ଆଶ୍ଚର୍ୟ୍ଯ ଓ ଅଦଦ୍ଭୂତ କାର୍ୟ୍ଯମାନ କଲେ। ସେ ସଗେୁଡ଼ିକୁ ଫାରୋ ଓ ତାଙ୍କର ପଦାଧିକାରୀମାନଙ୍କ ବିପକ୍ଷରେ ବ୍ଯବହାର କଲେ।
9 Foi ele quem fez sinais e maravilhas em seu meio, ó Egito, contra Faraó e todos os seus servos.
10 ପରମେଶ୍ବର ଅନକେ ଗୋଷ୍ଠୀକୁ ପରାସ୍ତ କଲେ। ସେ ବହୁତ ଶକ୍ତିଶାଳୀ ରାଜାମାନଙ୍କୁ ହତ୍ଯା କଲେ।
10 Ele destruiu muitas nações e matou reis poderosos:
11 ପରମେଶ୍ବର ଇ ମାରେୀଯମାନଙ୍କ ରାଜା ସୀହାନକେୁ ଓ ବାଶନର ରାଜା ଓଗକୁ ଏବଂ କିଣାନର ସକଳ ରାଜ୍ଯକୁ ପରାସ୍ତ କଲେ।
11 Seom, rei dos amorreus, Ogue, rei de Basã, e todos os reinos de Canaã.
12 ଆଉ ସଦାପ୍ରଭୁ ସମାନଙ୍କେର ଦେଶ ଇଶ୍ରାୟେଲକୁ ଦେଲେ। ସଦାପ୍ରଭୁ ସହେି ଭୂମି ତାଙ୍କର ନିଜର ଲୋକମାନଙ୍କୁ ଦେଲେ।
12 E a terra deles deu em herança, em herança a Israel, seu povo.
13 ହେ ସଦାପ୍ରଭୁ, ତୁମ୍ଭ ନାମ ଅନନ୍ତକାଳ ପାଇଁ ପ୍ରସିଦ୍ଧ ହବେ। ହେ ସଦାପ୍ରଭୁ, ତୁମ୍ଭଙ୍କୁ ଲୋକମାନେ ଚିରଦିନ ପାଇଁ ସ୍ମରଣ କରିବେ।
13 O teu nome, Senhor , permanece para sempre; a tua memória, de geração em geração.
14 ସଦାପ୍ରଭୁ ତାଙ୍କ ଲୋକମାନଙ୍କ ପ୍ରତି ରକ୍ଷା କରନ୍ତି। ସେ ତାଙ୍କର ସବେକମାନଙ୍କ ପ୍ରତି ଦୟା ଦଖାେନ୍ତି।
14 Pois o Senhor julga o seu povo e se compadece dos seus servos.
15 ଅନ୍ୟ ଦେଶୀଯମାନଙ୍କ ମୂର୍ତ୍ତିସବୁ ରୂପା ଓ ସୁନା ଥିଲା। ସଗେୁଡ଼ିକ ମନୁଷ୍ଯର ହସ୍ତ ଦ୍ବାରା ନିର୍ମିତ ହେଉଥିଲା।
15 Os ídolos das nações são prata e ouro, obra de mãos humanas.
16 ସହେି ମୂର୍ତ୍ତିମାନଙ୍କର ମୁଖ ଅଛି ମାତ୍ର ସମାନେେ କଥା କହିପାରିବେ ନାହିଁ। ସମାନଙ୍କେର ଆଖି ଅଛି, କିନ୍ତୁ ସମାନେେ ଦେଖିପାରିବେ ନାହିଁ।
16 Têm boca e não falam; têm olhos e não veem;
17 ସମାନଙ୍କେର କାନ ଅଛି ମାତ୍ର ସମାନେେ ଶୁଣି ପାରିବେ ନାହିଁ। ସମାନଙ୍କେର ନାକ ଅଛି, କିନ୍ତୁ ଶ୍ବାସ ପ୍ରଶ୍ବାସ ନାହିଁ।
17 têm ouvidos e não ouvem; pois não há alento de vida em sua boca.
18 ଯେଉଁମାନେ ମୂର୍ତ୍ତି ତିଆରି କରନ୍ତି ଏବଂ ସମାନଙ୍କେଠାରେ ବିଶ୍ବାସ ରଖନ୍ତି, ସମାନେେ ସମାନଙ୍କେ ତୁଲ୍ଯ ହବେେ।
18 Tornam-se semelhantes a eles os que os fazem, e todos os que neles confiam.
19 ହେ ଇଶ୍ରାୟେଲର ପରିବାର, ସଦାପ୍ରଭୁଙ୍କର ପ୍ରଶଂସା କର। ହେ ହାରୋଣର ପରିବାର, ସଦାପ୍ରଭୁଙ୍କର ପ୍ରଶଂସା କର।
19 Casa de Israel, bendigam o Casa de Arão, bendigam o
20 ହେ ଲବେୀର ପରିବାର, ସଦାପ୍ରଭୁଙ୍କର ପ୍ରଶଂସା କର। ତୁମ୍ଭେ ୟିଏକି ସଦାପ୍ରଭୁଙ୍କୁ ଭୟ କର, ସଦାପ୍ରଭୁଙ୍କର ପ୍ରଶଂସା କର।
20 Casa de Levi, bendigam o Senhor ! Vocês que temem o bendigam o
21 ୟିରୁଶାଲମବାସୀ, ସଦାପ୍ରଭୁ ସିୟୋନଠାରୁ ଧନ୍ଯ ହୁଅନ୍ତୁ। ତୁମ୍ଭମାନେେ ସଦାପ୍ରଭୁଙ୍କର ପ୍ରଶଂସା କର।
21 Desde Sião bendito seja o que habita em Jerusalém! Aleluia!

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Salmos 135, comparar traduções ou montar um estudo — tudo direto pelo WhatsApp.