Salmos 131

Oriya Bible (GL_ORIYA) vs BKJ

Sair da comparação
1 ହେ ସଦାପ୍ରଭୁ, ମୁଁ ଗର୍ବୀ ବା ଅହଙ୍କାରୀ ନୁହେଁ। ମୁଁ ଗୁରୁତ୍ୱପୂର୍ଣ୍ଣ ଜିନିଷ କରିବା ପାଇଁ ଚେଷ୍ଟା କରୁ ନାହିଁ। ମୁଁ ମହାନ କାର୍ଯ୍ୟ କିଅବା ବହୁତ ଆଶ୍ଚର୍ଯ୍ୟ କାର୍ଯ୍ୟ କରିବା ପାଇଁ ଆଗ୍ରହୀ ହୋଇ ନାହିଁ।
1 Canção gradual de Davi. SENHOR, o meu coração não é altivo nem os meus olhos elevados; nem me exercito em grandes questões, ou em coisas elevadas demais para mim.
2 ମୁଁ ଶାନ୍ତ ଅଟେ, ମୋର ପ୍ରାଣ ଧୀର ଅଟେ। ଏକ ଶିଶୁ ତା’ର ମା କୋଳରେ ଥିବାପରି ମୋ’ ପ୍ରାଣ ଶାନ୍ତ ଓ ସୁସ୍ଥିର ଅଟେ।
2 Certamente que me comportei e me aquietei como uma criança desmamada de sua mãe; a minha alma é mesmo como uma criança desmamada.
3 ହେ ଇସ୍ରାଏଲ, ବର୍ତ୍ତମାନ ଏବଂ ଅନନ୍ତକାଳ ପାଇଁ ସଦାପ୍ରଭୁଙ୍କଠାରେ ବିଶ୍ୱାସ ରଖ।
3 Espere Israel no SENHOR, daqui em diante e para sempre.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Salmos 131, comparar traduções ou montar um estudo — tudo direto pelo WhatsApp.