Salmos 127

Oriya Bible (GL_ORIYA) vs ARA

Sair da comparação
ARA Almeida Revista e Atualizada 1993
1 ସଦାପ୍ରଭୁ ୟବେେ ଗୃହ ନିର୍ମାଣ ନ କରନ୍ତି, ତବେେ ନିର୍ମାଣକାରୀମାନଙ୍କ ପରିଶ୍ରମ ବ୍ଯର୍ଥ ହୁଏ। ୟବେେ ସଦାପ୍ରଭୁ ନଗର ରକ୍ଷା ନ କରନ୍ତି, ତବେେ ପ୍ରହରୀ ଜାଗ୍ରତ ହବୋ କବଳେ ବୃଥା ଅଟେ।
1 Se o Senhor não edificar a casa, em vão trabalham os que a edificam; se o em vão vigia a sentinela.
2 ତୁମ୍ଭମାନେେ ଦୈନନ୍ଦିନ ଜୀବିକା ଉପାର୍ଜନ ନିମନ୍ତେ ପ୍ରଭାତରେ ଉଠ, ଏବଂ ବିଳମ୍ବରେ ବିଶ୍ରାମ କର, ଏହା ତୁମ୍ଭମାନଙ୍କ ନିକଟରେ ବୃଥା। କାରଣ ସଦାପ୍ରଭୁ ଭଲ ପାଉଥିବା ଲୋକମାନଙ୍କୁ ନିଦ୍ରିତ ଅବସ୍ଥାରେ ମଧ୍ଯ ଯତ୍ନ ନିଅନ୍ତି।
2 Inútil vos será levantar de madrugada, repousar tarde, comer o pão que penosamente granjeastes; aos seus amados ele o dá enquanto dormem.
3 ଦେଖ, ସନ୍ତାନଗଣ ସଦାପ୍ରଭୁଙ୍କର ଉପହାର। ଗର୍ଭାଶଯରୁ ଶିଶୁମାନେ ସଦାପ୍ରଭୁଙ୍କର ପୁରସ୍କାର ଅଟନ୍ତି।
3 Herança do Senhor são os filhos; o fruto do ventre, seu galardão.
4 ୟୁବକର ପୁତ୍ରଗଣ ଏକ ସୈନ୍ଯର ହସ୍ତର ବାଣଗୁଡ଼ିକ ସଦୃଶ ଅଟେ।
4 Como flechas na mão do guerreiro, assim os filhos da mocidade.
5 ସହେି ବ୍ଯକ୍ତି ଭାଗ୍ଯବାନ, ଯେଉଁ ବ୍ଯକ୍ତିର କବେବେି ପରାସ୍ତ ହବେ ନାହିଁ, ଯେତବେେଳେ ତାହାଙ୍କୁ ଶତ୍ରୁଗଣ ନଗର ଫାଟକରେ ଅବରୋଧ କରନ୍ତି। ପୁତ୍ର ରୂପକ ବାଣରେ ଭର୍ତ୍ତି ହୁଏ, ସେ ହେଉଛି ଭାଗ୍ଯବାନ୍।
5 Feliz o homem que enche deles a sua aljava; não será envergonhado, quando pleitear com os inimigos à porta.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Salmos 127, comparar traduções ou montar um estudo — tudo direto pelo WhatsApp.