Salmos 126
Oriya Bible (GL_ORIYA) vs NVT
1 ଯେତବେେଳେ ସଦାପ୍ରଭୁ ସିୟୋନରେ ପୁନଃସ୍ଥାପନ କରନ୍ତି। ଏହା ଏକ ସ୍ବପ୍ନ ତୁଲ୍ଯ ଥିଲା।
1 Quando o S enhor trouxe os exilados de volta a Sião, foi como um sonho.
2 ଆମ୍ଭମାନେେ ଖୁସିରେ ପୂର୍ଣ୍ଣ ହାଇେଥିଲୁ ଏବଂ ଖୁସିରେ ଗୀତ ଗାଇଲୁ। ଅନ୍ୟ ଜାତିର ଲୋକମାନେ କହିଲେ, ସଦାପ୍ରଭୁ ସମାନଙ୍କେ ପାଇଁ ମହତ କର୍ମ କଲେ।
2 Nossa boca se encheu de riso, e cantamos de alegria. As outras nações disseram: “O S
3 ହଁ, ସଦାପ୍ରଭୁ ଆମ୍ଭ ପାଇଁ ମହତ କର୍ମ କଲେ, ତହିଁରେ ଆମ୍ଭମାନେେ ଖୁସି ଅଟୁ।
3 Sim, o S enhor fez coisas grandiosas por nós; que alegria!
4 ସଦାପ୍ରଭୁ, ଆଉଥରେ ଆମ୍ଭର ଶାନ୍ତି ପୁନଃସ୍ଥାପନ କର, ୟପରେି ମରୁଭୂମିରେ ଝରଣାରୁ ଜଳଷୋର୍ତ ବ ହେ।
4 Restaura, S enhor , nossa situação, como os riachos revigoram o deserto.
5 ଜଣେ ଲୋକ ବିହନ ବୁଣିବା ସମଯରେ ଦୁଃଖ ପାଇଥାଏ, କିନ୍ତୁ ସେ ଅମଳ ସମଯରେ ବହୁତ ଖୁସି ହୁଏ।
5 Os que semeiam com lágrimas colherão com gritos de alegria.
6 ୟଦିଓ ସେ ବିହନ କାନ୍ଦି କାନ୍ଦି ଆପଣା କ୍ଷତକେୁ ନଇୟୋଏ, ତଥାପି ସେ ଅମଳ ଘରକୁ ଆଣିବା ସମଯରେ ଖୁସି ହୁଏ।
6 Choram enquanto lançam as sementes, mas cantam quando voltam com a colheita.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Salmos 126, comparar traduções ou montar um estudo — tudo direto pelo WhatsApp.