Salmos 125

Oriya Bible (GL_ORIYA) vs NVT

Sair da comparação
NVT Nova Versão Transformadora
1 ଯେଉଁ ଲୋକମାନେ ସଦାପ୍ରଭୁଙ୍କଠାରେ ବିଶ୍ବାସ ରଖନ୍ତି ସମାନେେ ସିୟୋନ୍ ପର୍ବତ ତୁଲ୍ଯ। ସମାନେେ କବେେ ମଧ୍ଯ ଥରିବେ ନାହିଁ। ସମାନେେ ନିତ୍ଯସ୍ଥାଯୀ ହାଇେ ବଞ୍ଚି ରହିବେ।
1 Os que confiam no S enhor são como o monte Sião; não serão abalados, mas permanecerão para sempre.
2 ୟମେନ୍ତ ୟିରୁଶାଲମର ଚତୁର୍ଦ୍ଦିଗରେ ପର୍ବତମାନ ଥାଏ, ସହେିପରି ସଦାପ୍ରଭୁ ଆପଣା ଲୋକମାନଙ୍କର ଚତୁଃର୍ଦ୍ଦିଗରେ ଥା'ନ୍ତି। ସେ ତାଙ୍କର ଲୋକମାନଙ୍କୁ ଚିରଦିନ ପାଇଁ ରକ୍ଷା କରିବେ।
2 Assim como os montes cercam Jerusalém, o S
3 ଧାର୍ମିକ ଲୋକମାନଙ୍କର ଭୂମିକୁ ସଦାକାଳ ଅଧର୍ମ ଲୋକମାନେ ନିଜ ନିଯନ୍ତ୍ରଣରେ ରଖିପାରିବେ ନାହିଁ। ୟଦି ଏପରି ଘଟିଲା, ତବେେ ଧାର୍ମିକ ଲୋକମାନେ ଅଧର୍ମ କାର୍ୟ୍ଯ କରିବାକୁ ଆରମ୍ଭ କରିଦବେେ।
3 Os perversos não governarão a terra dos justos, para que os justos não sejam tentados a fazer o mal.
4 ସଦାପ୍ରଭୁ, ଉତ୍ତମ ଲୋକମାନଙ୍କ ପ୍ରତି ମଙ୍ଗଳ କର। ପବିତ୍ର ହୃଦଯ ସହିତ ଲୋକମାନଙ୍କର ମଙ୍ଗଳ କର।
4 Ó S enhor , faze o bem àqueles que são bons, aos que têm o coração sincero.
5 ସଦାପ୍ରଭୁ, ସହେିମାନଙ୍କୁ ଦଣ୍ଡ ଦିଅ, ଯେଉଁମାନେ ଅପରାଧ ଦିଗ ଆଡ଼କୁ ମାଡ଼ନ୍ତି। ସହେିମାନଙ୍କୁ ଦଣ୍ଡ ଦିଅ, ଯେଉଁମାନେ ଅପରାଧ କରନ୍ତି। ଇଶ୍ରାୟେଲ ଉପରେ ଶାନ୍ତି ବତ୍ତୁର୍।
5 Expulsa, porém, os que andam por caminhos tortuosos, ó S enhor ; leva-os embora junto com os que praticam o mal. Que Israel tenha paz!

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Salmos 125, comparar traduções ou montar um estudo — tudo direto pelo WhatsApp.