Salmos 123

Oriya Bible (GL_ORIYA) vs NAA

Sair da comparação
NAA Nova Almeida Atualizada 2017
1 ସଦାପ୍ରଭୁ, ମୁଁ ତୁମ୍ଭକୁ ଚାହିଁ, ପ୍ରାର୍ଥନା କରେ। ତୁମ୍ଭେ ସ୍ବର୍ଗରେ ରାଜାପରି ବସ।
1 A ti, que habitas nos céus, elevo os olhos!
2 କ୍ରୀତଦାସମାନେ ସମାନଙ୍କେ ଆବଶ୍ଯକ ଦ୍ରବ୍ଯ ପାଇଁ ତାଙ୍କର କର୍ତ୍ତାଙ୍କ ଉପରେ ନିର୍ଭର କରନ୍ତି।
2 Como os olhos dos servos estão atentos às mãos dos seus senhores, e os olhos da serva, à mão de sua senhora, assim os nossos olhos estão atentos ao até que tenha compaixão de nós.
3 ଠିକ୍ ସହେିପରି, ଆମ୍ଭେ ଆପଣା ସଦାପ୍ରଭୁ ପରମେଶ୍ବରଙ୍କଠାରେ ନିର୍ଭର କରୁ। ଆମ୍ଭେ ପରମେଶ୍ବରଙ୍କ ପାଇଁ ଅପେକ୍ଷା କରୁ, ଆମ୍ଭକୁ ଦୟା ଦଖାେଅ।
3 Tem compaixão de nós, Senhor , tem compaixão, pois estamos saturados de tanto desprezo.
4 ଆମ୍ଭମାନଙ୍କ ପ୍ରତି ଦୟାଶୀଳ ହୁଅ, ସଦାପ୍ରଭୁ, ଆମ୍ଭମାନଙ୍କ ପ୍ରତି ଦୟାଶୀଳ ହୁଅ !ଆମ୍ଭମାନେେ ଦୀର୍ଘ ସମୟ ଅପମାନିତ ହାଇେଅଛୁ। [5] ସହେି ଅଳସୁଆ ଓ ଅହଙ୍କାରୀମାନଙ୍କଠାରୁ ଆମ୍ଭକୁ ବହୁତ ଅପମାନ ଓ ଘୃଣ୍ଯ ବାକ୍ଯସବୁ ମିଳିଅଛି।
4 A nossa alma está saturada da zombaria dos arrogantes e do desprezo dos soberbos.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Salmos 123, comparar traduções ou montar um estudo — tudo direto pelo WhatsApp.