Salmos 122

Oriya Bible (GL_ORIYA) vs NVI

Sair da comparação
NVI Nova Versão Internacional
1 ମୁଁ ଖୁସି ହଲିେ, ଯେତବେେଳେ ଲୋକମାନେ କହିଲେ, ଚାଲ ସଦାପ୍ରଭୁଙ୍କ ମନ୍ଦିରକୁ ୟିବା।
1 Alegrei-me com os que me disseram: "Vamos à casa do Senhor! "
2 ହେ ୟିରୁଶାଲମ !ଏହିଠାରେ ଆମ୍ଭମାନେେ ତୁମ୍ଭର ଫାଟକ ପାଖରେ ଠିଆ ହାଇେଅଛୁ।
2 Nossos pés já se encontram dentro de suas portas, ó Jerusalém!
3 ୟିରୁଶାଲମ ସହର ଭଳି ତିଆରି ହାଇେଅଛି, ଏହା ଦୃଢ଼ ଭାବରେ ଏବଂ କଠିନ ଭାବରେ ନିର୍ମିତ ହବୋ ଉଚିତ୍।
3 Jerusalém está construída como cidade firmemente estabelecida.
4 ଏହା ହେଉଛି ଯେଉଁଠାରେ କି ଗୋଷ୍ଠୀବର୍ଗ ଆସନ୍ତି। ସଦାପ୍ରଭୁଙ୍କର ଗୋଷ୍ଠୀବର୍ଗ ତାଙ୍କୁ ପ୍ରଶଂସା କରିବା ପାଇଁ ଏଠାକୁ ଆସନ୍ତି। ଇଶ୍ରାୟେଲକୁ ଏହିସବୁ କରିବା ପାଇଁ ଆଦେଶ ଦିଆହୁଏ।
4 Para lá sobem as tribos do Senhor, para dar graças ao Senhor, conforme o mandamento dado a Israel.
5 ଦାଉଦଙ୍କ ପରିବାରର ରାଜାମାନେ ସମାନଙ୍କେର ସିଂହାସନ ଏଠାରେ ସ୍ଥାପନ କରିଥିଲେ। ସମାନେେ ସଠାେରେ ଲୋକମାନଙ୍କୁ ସୁବିଚାର ଦବୋ ପାଇଁ ସିଂହାସନ ସ୍ଥାପନ କଲେ।
5 Lá estão os tribunais de justiça, os tribunais da casa real de Davi.
6 ୟିରୁଶାଲମରେ ସୁଖ ସମୃଦ୍ଧି ପାଇଁ ପ୍ରାର୍ଥନା କର। ମୁଁ ଆଶାକରେ ଯେଉଁମାନେ ତୁମ୍ଭକୁ ପ୍ରମେ କରନ୍ତି ସମାନେେ ସଠାେରେ ଶାନ୍ତି ପାଇବେ।
6 Orem pela paz de Jerusalém: "Vivam em segurança aqueles que te amam!
7 ମୁଁ ଆଶାକରେ ସଠାେରେ ତୁମ୍ଭର ପବିତ୍ର ଗୃହ ଭିତରେ ଶାନ୍ତି ମିଳିବ। ମୁଁ ଆଶା କରେ ୟେ, ତୁମ୍ଭର ବିରାଟ ରାଜ ପ୍ରାସାଦରେ ନିରାପଦ ହେଉ।
7 Haja paz dentro dos teus muros e segurança nas tuas cidadelas! "
8 ମାରେ ପରିବାର ଏବଂ ମାରେ ପଡ଼ୋଶୀମାନଙ୍କର ମଙ୍ଗଳ ପାଇଁ ୟିରୁଶାଲମ, ତୁମ୍ଭର ଶାନ୍ତି ପାଇଁ ପ୍ରାର୍ଥନା କରେ।
8 Em favor de meus irmãos e amigos, direi: "Paz seja com você! "
9 ସଦାପ୍ରଭୁ ଆମ୍ଭର ପରମେଶ୍ବରଙ୍କର ମନ୍ଦିରର ମଙ୍ଗଳ ନିମନ୍ତେ ମୁଁ ପ୍ରାର୍ଥନା କରେ ୟେ, ୟିରୁଶାଲମ ତୁମ୍ଭ ପାଇଁ ସବୁ ଉତ୍ତମ ଘଟୁ।
9 Em favor da casa do Senhor, nosso Deus, buscarei o seu bem.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Salmos 122, comparar traduções ou montar um estudo — tudo direto pelo WhatsApp.