Salmos 120
Oriya Bible (GL_ORIYA) vs NVT
1 ମୁଁ ଆପଣା ବିପଦ ସମଯରେ ସଦାପ୍ରଭୁଙ୍କଠାରେ ପ୍ରାର୍ଥନା କଲି ଏବଂ ସେ ମାେତେ ଉତ୍ତର ଦେଲେ।
1 Em minha angústia, clamei ao S enhor , e ele respondeu à minha oração.
2 ହେ ସଦାପ୍ରଭୁ, ମାେ ବିଷଯରେ ମିଥ୍ଯା କହୁଥିବା ଲୋକମାନଙ୍କଠାରୁ ମାେତେ ଉଦ୍ଧାର କର। ସମାନେେ ଯେଉଁ କଥାସବୁ କହୁଥିଲେ, ତାହାସବୁ ସତ୍ଯ ନ ଥିଲା।
2 Livra-me, S enhor , dos mentirosos e dos enganadores.
3 ହେ ମିଥ୍ଯାବାଦୀମାନେ, ତୁମ୍ଭଙ୍କୁ କ'ଣ ଦିଆୟିବ, ତୁମ୍ଭେ କ'ଣ ପାଇବ ? କ'ଣ ତୁମ୍ଭେ ଜାଣ ?
3 Ó língua mentirosa, o que Deus fará com você? Como aumentará seu castigo?
4 ତୁମ୍ଭକୁ ଦଣ୍ଡ ଦବୋ ପାଇଁ ସୈନିକର ତୀକ୍ଷ୍ମ ଶର ଓ ଗରମ କୋଇଲା ପରମେଶ୍ବର ଆଣିବେ।
4 Ele a atravessará com flechas afiadas e a queimará com brasas vivas.
5 ମିଥ୍ଯାବାଦୀ ଲୋକମାନେ, ମେଶକରେ ବାସ କଲା ପରି ତୁମ୍ଭ ପାଖରେ ବାସ କରୁଛନ୍ତି। ଏହା କଦୋରର ତମ୍ବୁରେ ବାସ କରିବା ସଦୃଶ।
5 Como sofro na distante Meseque! É doloroso viver entre os moradores de Quedar!
6 ଶାନ୍ତି ଘୃଣାକାରୀମାନଙ୍କ ସହିତ ମୁଁ ଦୀର୍ଘଦିନଧରି ବାସ କରିଅଛି।
6 Estou cansado de habitar entre os que odeiam a paz.
7 ମୁଁ କହିଲି, ମୁଁ ଶାନ୍ତି ଚା ହେଁ, କିନ୍ତୁ ସମାନେେ ୟୁଦ୍ଧ ଚାହାଁନ୍ତି।
7 Procuro a paz, mas, quando falo de paz, eles querem guerra!
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Salmos 120, comparar traduções ou montar um estudo — tudo direto pelo WhatsApp.