Salmos 110

Oriya Bible (GL_ORIYA) vs ACF

Sair da comparação
ACF Almeida Corrigida Fiel
1 ସଦାପ୍ରଭୁ ମାରେ ପ୍ରଭୁଙ୍କୁ କହିଲେ, ମାେ ସହିତ ମାରେ ଦକ୍ଷିଣ ପାଖରେ ବସ। ଆମ୍ଭେ ତୁମ୍ଭ ଶତ୍ରୁଗଣଙ୍କୁ ତୁମ୍ଭର ପାଦପୀଠ କରିବା ପର୍ୟ୍ଯନ୍ତ।
1 Disse o SENHOR ao meu Senhor: Assenta-te à minha mão direita, até que ponha os teus inimigos por escabelo dos teus pés.
2 ସଦାପ୍ରଭୁ ତୁମ୍ଭର ରାଜ୍ଯ ସିୟୋନରୁ ବଢ଼ାଇବେ, ୟପରେିକି ତୁମ୍ଭେ ଶତ୍ରୁଗଣର ରାଜ୍ଯକୁ ଶାସନ କର।
2 O Senhor enviará o cetro da tua fortaleza desde Sião, dizendo: Domina no meio dos teus inimigos.
3 ତୁମ୍ଭ ପରାକ୍ରମର ଦିନରେ, ଯେତବେେଳେ ତୁମ୍ଭର ସୈନ୍ଯବାହିନୀ ଏକତ୍ର ହବେେ, ତୁମ୍ଭ ଲୋକମାନେ ସ୍ବଇଚ୍ଛାରେ ମିଶିବେ। ପବିତ୍ର ପର୍ବତ ଉପରେ ଅତି ପ୍ରଭାତରେ ସମାନେେ ମିଳିତ ହବେେ। ସହେି ସମସ୍ତ ୟୁବକ ତୁମ୍ଭ ଚାରିପଟେ ପଡ଼ିଆରେ କାକର ଟୋପା ପରି ବେଢ଼ି ରହିବେ।
3 O teu povo será mui voluntário no dia do teu poder; nos ornamentos de santidade, desde a madre da alva, tu tens o orvalho da tua mocidade.
4 ସଦାପ୍ରଭୁ ପ୍ରତିଜ୍ଞା କଲେ, ସେ ତାଙ୍କର ମନ ପରିବର୍ତ୍ତନ କରିବେ ନାହିଁ। ୟାଜକ ମଲ୍କୀଷଦକଙ୍କେ ପରି ତୁମ୍ଭେ ଅନନ୍ତକାଳୀନ ୟାଜକ ହବେ।
4 Jurou o Senhor, e não se arrependerá: tu és um sacerdote eterno, segundo a ordem de Melquisedeque.
5 ମାରେ ପ୍ରଭୁ ତୁମ୍ଭର ଦକ୍ଷିଣ ପାଶର୍‌ବରେ ଅଛନ୍ତି। ଯେତବେେଳେ ସେ କୋପ କରିବେ, ଅନ୍ୟ ରାଜାମାନଙ୍କୁ ପରାସ୍ତ କରିବେ।
5 O Senhor, à tua direita, ferirá os reis no dia da sua ira.
6 ପରମେଶ୍ବର ଦେଶଗୁଡ଼ିକର ବିଚାର କରିବେ। ଏହି ଭୂମିସବୁ ମୃତ ଦହରେେ ଆଚ୍ଛାଦିତ ହବେ। ସେ ପୃଥିବୀର ଶକ୍ତିଶାଳୀ ନେତାମାନଙ୍କୁ ଧ୍ବଂସ କରିବେ।
6 Julgará entre os gentios; tudo encherá de corpos mortos; ferirá os cabeças de muitos países.
7 ରାଜାମାନେ ପଥ ମଧ୍ୟରେ ଥିବା ଝରଣାରୁ ଜଳପାନ କରିବେ ଏବଂ ଏହି ହତେୁ ସେ ଆପଣା ମସ୍ତକ ଉଠାଇବେ ଏବଂ ଶକ୍ତିଶାଳୀ ହବେେ।
7 Beberá do ribeiro no caminho, por isso exaltará a cabeça.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Salmos 110, comparar traduções ou montar um estudo — tudo direto pelo WhatsApp.