Salmos 109

Oriya Bible (GL_ORIYA) vs VC

Sair da comparação
VC Versão Católica
1 ପରମେଶ୍ବର, ୟାହାଙ୍କୁ ମୁଁ ପ୍ରଶଂସା କରେ, ନୀରବ ରୁହ ନାହିଁ।
1 Ao mestre de canto. Salmo de Davi. Ó Deus de meu louvor, não fiqueis insensível,
2 ଦୁଷ୍ଟ ଲୋକମାନେ ମାେ ବିରୁଦ୍ଧରେ ମିଛ କହନ୍ତି। ସମାନେେ ଯେଉଁ କଥା କୁହନ୍ତି ତାହା ସତ୍ଯ ନୁହେଁ।
2 porque contra mim se abriu boca ímpia e pérfida.
3 ଲୋକମାନେ ମାେ ପ୍ରତି ଘୃଣାକାରୀ କଥା କହନ୍ତି। ବିନା କାରଣରେ ମାେ ପ୍ରତି ଲୋକମାନେ ଆକ୍ରମଣ କରନ୍ତି।
3 Falaram-me com palavras mentirosas, com discursos odiosos me envolveram; e sem motivo me atacaram.
4 ମୁଁ ସମାନଙ୍କେୁ ପ୍ରମେ କଲି। କିନ୍ତୁ ସମାନେେ ମାେତେ ଦୋଷୀ କଲେ। କିନ୍ତୁ ମୁଁ କ୍ରମାଗତ ପ୍ରାର୍ଥନା କରିଚାଲିଛି।
4 Em resposta ao meu afeto me acusaram. Eu, porém, orava.
5 ମୁଁ ସହେି ଲୋକମାନଙ୍କ ପାଇଁ ମଙ୍ଗଳ କାର୍ୟ୍ଯ କଲି। ସମାନେେ ମାେ ପ୍ରତି ଅମଙ୍ଗଳ କାର୍ୟ୍ଯ କଲେ। ମୁଁ ସମାନଙ୍କେୁ ପ୍ରମେ କଲି କିନ୍ତୁ ସମାନେେ ମାେତେ ଘୃଣା କଲେ।
5 Pagaram-me o bem com o mal, e o amor com o ódio.
6 ସମାନେେ କହିଲେ, ତାଙ୍କୁ ନ୍ଯାଯ ଦବୋ ପାଇଁ କହେି ଜଣେ ଦୁଷ୍ଟ ଲୋକକୁ ନିୟୁକ୍ତି କର। କାହାକୁ ଜଣେ ବାହାର କର ୟିଏକି ଭୁଲ୍ ବୋଲି କହୁ।
6 Suscitai contra ele um ímpio, levante-se à sua direita um acusador.
7 ଯେତବେେଳେ ସେ ନ୍ଯାଯ ଦିଅନ୍ତି, ସେ ଦୋଷୀ ବୋଲି ବାହାର କରିବ ଏବଂ ତାଙ୍କର ପ୍ରାର୍ଥନାକୁ ପାପପୂର୍ଣ୍ଣ ଧରାୟିବ।
7 Quando o julgarem, saia condenado, e sem efeito o seu recurso.
8 ତାଙ୍କର ଜୀବନ କାଳ େଛାଟ ହେଉ। ଅନ୍ଯକହେି ଜଣେ ତାଙ୍କର କାମ ନିଅନ୍ତୁ।
8 Sejam abreviados os seus dias, tome outro o seu encargo.
9 ତାଙ୍କର ପିଲାମାନେ ଅନାଥ ହୁଅନ୍ତୁ ଏବଂ ତାଙ୍କର ସ୍ତ୍ରୀମାନେ ବିଧବା ହୁଅନ୍ତୁ।
9 Fiquem órfãos os seus filhos, e viúva a sua esposa.
10 ତାଙ୍କର ଘର ଉଜୁଡ଼ି ଯାଉ। ସମାନେେ ସବୁ ଭିକାରୀ ହୁଅନ୍ତୁ।
10 Andem errantes e mendigos os seus filhos, expulsos de suas casas devastadas.
11 ସେ ଋଣ ଦଇେଥିବା ଲୋକ ତାଙ୍କର ସର୍ବସ୍ବ ନଇଯାେଉ। ଏବଂ ବିଦେଶୀମାନେ ତାହାର ଶ୍ରମର ଫଳ ଲୁଟ କରନ୍ତୁ।
11 Arrebate o credor todos os seus bens, estrangeiros pilhem o fruto de seu trabalho.
12 ମୁଁ ଆଶା କରେ ସମାନଙ୍କେୁ କହେି ଦୟା ନ କରନ୍ତୁ। ତାଙ୍କର ପିଲାମାନଙ୍କୁ କହେି ଦୟା ନ ଦଖାେନ୍ତୁ।
12 Ninguém lhes tenha misericórdia, nem haja quem se condoa de seus órfãos.
13 ତାଙ୍କର ସବୁ ସନ୍ତାନ-ସନ୍ତତି ମରନ୍ତୁ। ଗୋଟିଏ ପିଢ଼ି ଭିତରେ ତା'ର ନାମକୁ ଲୁପ୍ତ କରିଦିଅନ୍ତୁ।
13 Exterminada seja a sua descendência, extinga-se o seu nome desde a segunda geração.
14 ତାଙ୍କ ପିତୃ ଲୋକଙ୍କର ଅପରାଧ ସଦାପ୍ରଭୁଙ୍କ ମନରେ ଥାଉ ଓ ତାହାର ମାତାର ପାପ ପୋଛି ନ ହେଉ।
14 Conserve o Senhor a lembrança da culpa de seus pais, jamais se apague o pecado de sua mãe.
15 ସଦାପ୍ରଭୁ ସମାନଙ୍କେ ପାପକୁ ଚିରଦିନ ମନେ ପକାନ୍ତୁ, କିନ୍ତୁ ପୃଥିବୀରେ ଲୋକମାନେ ସହେି ପରିବାର ବିଷଯରେ ସମ୍ପୂର୍ଣ୍ଣ ଭାବରେ ଭୁଲିୟାଆନ୍ତୁ।
15 Deus os tenha sempre presentes na memória, e risque-se da terra a sua lembrança,
16 କାରଣ ସେ ଦୟାଳୁ ଭାବେ କାମ କରିବାକୁ ମନେ କରି ନ ଥିଲେ। ସେ ଅତ୍ଯାଚାର ଏବଂ ସେ ଗରିବ ଓ ଦରିଦ୍ର ଲୋକମାନଙ୍କୁ ମାରି ଦେଲେ। ଯେଉଁମାନେ ଦିନହୀନ ଓ ହତାଶ ହୁଅନ୍ତି।
16 porque jamais pensou em ter misericórdia, mas perseguiu o pobre e desvalido e teve ódio mortal ao homem de coração abatido.
17 ସେ ଅନ୍ୟମାନଙ୍କର ମନ୍ଦ କାମକୁ ଭଲ ପାଇଲେ। ସହେି ମନ୍ଦ, ସମାନଙ୍କେ ପାଇଁ ଘଟୁ। ସେ ଅନ୍ୟର ମଙ୍ଗଳ କରିଲେ ନାହିଁ। ତାଙ୍କଠାରୁ ମଙ୍ଗଳ ଦୂରଇଯୋଉ।
17 Amou a maldição: que ela caia sobre ele! Recusou a bênção: que ela o abandone!
18 ଅଭିଶାପ ତା'ର ବସ୍ତ୍ର ହେଉ। ଅଭିଶାପ ସେ ପିଉଥିବା ପାଣି ହେଉ। ଅଭିଶାପ ତା'ର ଶରୀରର ତୈଳ ହେଉ।
18 Seja coberto de maldição como de um manto, que ela penetre em suas entranhas como água e se infiltre em seus ossos como óleo.
19 ଅଭିଶାପ ଦୁଷ୍ଟବ୍ଯକ୍ତି ବସ୍ତ୍ର ପରି ହେଉ ଓ ତାହାର ନିତ୍ଯ କଟୀବନ୍ଧନ ପରି ହେଉ।'
19 Seja-lhe como a veste que o cobre, como um cinto que o cinja para sempre.
20 ଏହା ମାରେ ଶତ୍ରୁଗଣ ମାେ ବିଷଯରେ କହନ୍ତି, ମୁଁ ଆଶାକରେ ମାେ ବିରୁଦ୍ଧରେ ୟିଏ ଦୁଷ୍ଟକତା କୁ ହେ ସଦାପ୍ରଭୁ ଏହିସବୁ ବିଷଯ ସହେି ଲୋକମାନଙ୍କ ପ୍ରତି କରନ୍ତୁ।
20 Esta, a paga do Senhor àqueles que me acusam e que só dizem mal de mim.
21 ହେ ସଦାପ୍ରଭୁ, ତୁମ୍ଭେ ମାରେ ପ୍ରଭୁ। ତଣେୁ ମାେତେ ସହେି ବାଟରେ ଚଲାଅ ଯେଉଁଥିରେ ତୁମ୍ଭ ନାମର ସମ୍ମାନ ଆସୁ। କାରଣ ତୁମ୍ଭେ ଦୟାମଯ, ମଙ୍ଗଳମଯ, ଏଣୁ ମାେତେ ଉଦ୍ଧାର କର।
21 Mas vós, Senhor Deus, tratai-me segundo a honra de vosso nome. Salvai-me em nome de vossa benigna misericórdia,
22 ମୁଁ ଏକମାତ୍ର ଦିନହୀନ ଓ ଅସହାୟ ବ୍ଯକ୍ତି ଅଟେ। ମୁଁ ବାସ୍ତବରେ ଦୁଃଖିତ। ମାରେ ହୃଦଯ ଭାଙ୍ଗିପଡ଼ିଛି।
22 porque sou pobre e miserável; trago, dentro de mim, um coração ferido.
23 ମୁଁ ଅନୁଭବ କରୁଛି, ୟପରେି ମାରେ ଜୀବନ ଶଷେ ହାଇେ ଆସୁଛି। ୟପରେି ଦିନ ବିରାଟ ଛାଇପରି ସରିସରି ଆସୁଛି। ମୁଁ ଛାରପୋକ ପରି ନ୍ଯାଯ ଚାଳିତ ହେଉଅଛି।
23 Vou-me extinguindo como a sombra da tarde que declina, sou levado para longe como o gafanhoto.
24 ମାରେ ଆଣ୍ଠୁ ଦୁର୍ବଳ ହାଇେଛି। କାରଣ ମୁଁ ଭୋକିଲା ଅଟେ। ମୁଁ ମାରେ ଓଜନ ହରାଉଛି ଓ ପତଳା ହାଇେ ଯାଉଛି।
24 Vacilam-me os joelhos à força de jejuar, e meu corpo se definha de magreza.
25 ମନ୍ଦ ଲୋକମାନେ ମାେତେ ଅପମାନିତ କରୁଛନ୍ତି। ସମାନେେ ମାେତେ ଦେଖି ମୁଣ୍ଡ ହଲାଉଛନ୍ତି।
25 Fizeram-me objeto de escárnio, abanam a cabeça ao me ver.
26 ହେ ସଦାପ୍ରଭୁ ମାରେ ପରମେଶ୍ବର, ମାେତେ ସାହାୟ୍ଯ କର। ତୁମ୍ଭର ପ୍ରକୃତ କରୁଣା ପ୍ରମେ ମାେତେ ଦଖାେଅ ଓ ମାେତେ ରକ୍ଷା କର।
26 Ajudai-me, Senhor, meu Deus. Salvai-me segundo a vossa misericórdia.
27 ଏହାପରେ ସହେି ଲୋକମାନେ ଜାଣିବେ, ୟେ ତୁମ୍ଭେ ମାେତେ ସାହାୟ୍ଯ କଲ। ଏହାପରେ ସମାନେେ ଜାଣିବେ ୟେ ଏହାଥିଲା ତୁମ୍ଭର ଶକ୍ତି ୟାହାକି ମାେତେ ସାହାୟ୍ଯ କଲା।
27 Que reconheçam aqui a vossa mão, e saibam que fostes vós que assim fizestes.
28 ସହେି ମନ୍ଦ ଲୋକମାନେ ମାେତେ ଅଭିଶାପ ଦିଅନ୍ତି। କିନ୍ତୁ ହେ ସଦାପ୍ରଭୁ, ତୁମ୍ଭେ ମାେତେ ଆଶୀର୍ବାଦ କରିବ। ଯେତବେେଳେ ସମାନେେ ମାେ ବିରୁଦ୍ଧରେ ଆକ୍ରମଣ କରିବେ, ସମାନେେ ଅପମାନିତ ହବେେ। ଏହାପରେ ମୁଁ ତୁମ୍ଭର ଦାସ, ଖୁସି ହବେି।
28 Enquanto amaldiçoam, abençoai-me. Sejam confundidos os que se insurgem contra mim, e que vosso servo seja cumulado de alegria.
29 ମାରେ ଶତ୍ରୁମାନଙ୍କୁ ଲଜ୍ଜିତ କରାଅ। ସମାନେେ ଉତ୍ତରୀଯ ବସ୍ତ୍ରତୁଲ୍ଯ ନିଜ ଇଚ୍ଛାରେ ଆଚ୍ଛାଦିତ ହୁଅନ୍ତୁ।
29 Cubram-se de ignomínia meus detratores, e envolvam-se de vergonha como de um manto.
30 ମୁଁ ସଦାପ୍ରଭୁଙ୍କୁ ବହୁତ ଧନ୍ଯବାଦ ଦବେି, ବହୁତ ଲୋକମାନଙ୍କ ସମ୍ମୁଖରେ ମୁଁ ତାଙ୍କର ପ୍ରଶଂସା କରିବି।
30 Celebrarei altamente o Senhor, e o louvarei em meio à multidão,
31 କାରଣ ସଦାପ୍ରଭୁ ନିଃସହାୟ ଲୋକମାନଙ୍କ ସପକ୍ଷରେ ଠିଆ ହୁଅନ୍ତି ଏବଂ ପରମେଶ୍ବର ସମାନଙ୍କେୁ ଅନ୍ୟମାନଙ୍କଠାରୁ ରକ୍ଷା କରନ୍ତି। ଯେଉଁମାନେ ତାଙ୍କୁ ନିନ୍ଦା କରନ୍ତି।
31 porque ele se pôs à direita do pobre, para o salvar dos que o condenam.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Salmos 109, comparar traduções ou montar um estudo — tudo direto pelo WhatsApp.