Salmos 108

Oriya Bible (GL_ORIYA) vs ACF

Sair da comparação
ACF Almeida Corrigida Fiel
1 ହେ ପରମେଶ୍ବର, ମୁଁ ଗୀତଗାନ ଓ ପ୍ରଶଂସା କରିବି, ମାରେ ପ୍ରାଣ ଜାଗ୍ରତ ହୁଅ।
1 Preparado está o meu coração, ó Deus; cantarei e darei louvores até com a minha glória.
2 ଜାଗ୍ରତ ହୁଅ ! ହେ ମାରେ ପ୍ରାଣ, ଜାଗ୍ରତ ହୁଅ ! ନବେଲ ଓ ବୀଣା, ଜାଗ୍ରତ ହୁଅ, ମୁଁ ଅତି ପ୍ରଭାତରେ ଜାଗ୍ରତ ହବେି।
2 Despertai, saltério e harpa; eu mesmo despertarei ao romper da alva.
3 ସଦାପ୍ରଭୁ, ମୁଁ ଜାତିମାନଙ୍କ ମଧ୍ୟରେ ତୁମ୍ଭର ପ୍ରଶଂସା କରିବି। ମୁଁ ଲୋକ ସମୂହରେ ତୁମ୍ଭର ପ୍ରଶଂସାଗାନ କରିବି।
3 Louvar-te-ei entre os povos, Senhor, e a ti cantarei louvores entre as nações.
4 ସଦାପ୍ରଭୁ ତୁମ୍ଭର ପ୍ରମେ ଆକାଶଠାରୁ ମହତ୍। ତୁମ୍ଭର ବିଶ୍ବାସନୀଯତା ଗଗନସ୍ପର୍ଶୀ ଆକାଶ ପର୍ୟ୍ଯନ୍ତ ପହଞ୍ଚେ।
4 Porque a tua benignidade se estende até aos céus, e a tua verdade chega até às mais altas nuvens.
5 ପରମେଶ୍ବର, ତୁମ୍ଭର ମହାନତାକୁ ଆକାଶ ମଣ୍ତଳରେ ଦଖାେଅ। ତୁମ୍ଭର ମହିମା ସାରା ପୃଥିବୀକୁ ଦେଖିବାକୁ ଦିଅ।
5 Exalta-te sobre os céus, ó Deus, e a tua glória sobre toda a terra.
6 ହେ ପରମେଶ୍ବର, ଏପରି କିଛି କର ଯେଉଁଥିରେ ତୁମ୍ଭର ପ୍ରିଯତମଗଣ ରକ୍ଷାପାଇବେ। ମାେ ପ୍ରାର୍ଥନାର ଉତ୍ତର ଦିଅ। ରକ୍ଷା କରିବାକୁ ତୁମ୍ଭର ମହାଶକ୍ତି ବ୍ଯବହାର କର।
6 Para que sejam livres os teus amados, salva-nos com a tua destra, e ouve-nos.
7 ପରମେଶ୍ବର, ତାଙ୍କ ପବିତ୍ର ମନ୍ଦିରରେ ଉତ୍ତର ଦେଲେ, ମୁଁ ୟୁଦ୍ଧରେ ଜିତିବି ଏବଂ ଏହି ଜଯଲାଭରେ ଆନନ୍ଦିତ ହବେି। ଏବଂ ଏହି ଦେଶକୁ ମାରେ ଲୋକମାନଙ୍କ ମଧ୍ୟରେ ବାଣ୍ଟି ଦବେି। ମୁଁ ଶିଖିମ୍କୁ ସମାନଙ୍କେୁ ଦବେି। ସୁକ୍କୋତ ଉପତ୍ୟକାକୁ ସମାନଙ୍କେୁ ଦବେି।
7 Deus falou na sua santidade; eu me regozijarei; repartirei a Siquém, e medirei o vale de Sucote.
8 ଗିଲିଯଦ୍ ମାରେ, ମନଃଶି ମାରେ, ଇଫ୍ରଯିମ ମାରେ ଶିରସ୍ତ୍ରାଣ, ଯିହୁଦା ମାରେ ରାଜଦଣ୍ଡ ସ୍ବରୂପ। ମାୟୋବ ମାରେ ପାଦର ପ୍ରକ୍ଷାଳନପାତ୍ର। ଇଦୋମ୍ ମାରେ ପାଦୁକା ବହିବ।
8 Meu é Gileade, meu é Manassés; e Efraim a força da minha cabeça, Judá o meu legislador.
9 ମୁଁ ପଲେଷ୍ଟୀୟମାନଙ୍କୁ ପରାସ୍ତ କରିବି ଏବଂ ଜଯଧ୍ବନି କରିବି।
9 Moabe a minha bacia de lavar; sobre Edom lançarei o meu sapato, sobre a Filístia jubilarei.
10 କିଏ ମାେତେ ଶତ୍ରୁମାନଙ୍କ ଦୁର୍ଗକୁ ନଇୟିବେ? କିଏ ଇଦୋମ ବିରୁଦ୍ଧରେ ୟୁଦ୍ଧ କରିବାରେ ମାରେ ନତେୃତ୍ବ ନବେ ?
10 Quem me levará à cidade forte? Quem me guiará até Edom?
11 କିଏ ମାେତେ ସହେି ସକଳ ସହରକୁ ନବେ? କିଏ ଇଦୋମ ବିରୁଦ୍ଧରେ ୟୁଦ୍ଧ କରିବାରେ ମାରେ ନତେୃତ୍ବ ନବେ ? ତୁମ୍ଭେ ନୁହଁ କି, ପରମେଶ୍ବର ? କିନ୍ତୁ ତୁମ୍ଭେ ଆମ୍ଭକୁ ପରିତ୍ଯାଗ କଲ। ତୁମ୍ଭେ ଆମ୍ଭ ସୈନ୍ଯମାନଙ୍କ ସହିତ ଆଉ ଯାଉ ନାହଁ।
11 Porventura não serás tu, ó Deus, que nos rejeitaste? E não sairás, ó Deus, com os nossos exércitos?
12 ହେ ପରମେଶ୍ବର, ଆମ୍ଭର ଶତ୍ରୁମାନଙ୍କୁ ପରାସ୍ତ କରିବାରେ ଆମ୍ଭକୁ ସାହାୟ୍ଯ କର। ଲୋକମାନେ ଆମ୍ଭକୁ ସାହାୟ୍ଯ କରିପାରିବେ ନାହିଁ।
12 Dá-nos auxílio para sair da angústia, porque vão é o socorro da parte do homem.
13 କବଳେ ପରମେଶ୍ବର ଆମ୍ଭକୁ ଶକ୍ତିଶାଳୀ କରିପାରିବେ। ପରମେଶ୍ବର ଆମ୍ଭର ଶତ୍ରୁମାନଙ୍କୁ ପରାସ୍ତ କରିବେ।
13 Em Deus faremos proezas, pois ele calcará aos pés os nossos inimigos.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Salmos 108, comparar traduções ou montar um estudo — tudo direto pelo WhatsApp.