Salmos 107

Oriya Bible (GL_ORIYA) vs NVI

Sair da comparação
NVI Nova Versão Internacional
1 ସଦାପ୍ରଭୁଙ୍କୁ ଧନ୍ଯବାଦ ଦିଅ। କାରଣ ସେ ମହାନ୍। ତାଙ୍କର ଦୟା ଅନନ୍ତକାଳସ୍ଥାଯୀ।
1 Dêem graças ao Senhor porque ele é bom; o seu amor dura para sempre.
2 ପ୍ରେତ୍ୟକକ ବ୍ଯକ୍ତି ଯେଉଁମାନଙ୍କୁ ସଦାପ୍ରଭୁ ରକ୍ଷା କରିଛନ୍ତି, କହିବା ଉଚିତ୍। ସଦାପ୍ରଭୁ ସମାନଙ୍କେର ଶତ୍ରୁମାନଙ୍କଠାରୁ ସମାନଙ୍କେୁ ରକ୍ଷା କରିଛନ୍ତି।
2 Assim o digam os que o Senhor resgatou, os que livrou das mãos do adversário,
3 ବିଭିନ୍ନ ଦେଶମାନଙ୍କରୁ ସଦାପ୍ରଭୁ ତାଙ୍କର ଲୋକମାନଙ୍କୁ ଏକତ୍ରୀତ କଲେ। ସେ ସମାନଙ୍କେୁ ପୂର୍ବ, ପଶ୍ଚିମ, ଉତ୍ତର ଓ ନଦୀ ସମୁଦ୍ର ସ୍ଥାନରୁ ଏକତ୍ରୀତ କଲେ।
3 e reuniu de outras terras, do Oriente e do Ocidente, do Norte e do Sul.
4 ସମାନଙ୍କେ ମଧ୍ଯରୁ କେତକେ ଶୁଷ୍କ ମରୁଭୂମିରେ ଏଣତେଣେେ ଭ୍ରମଣ କଲେ। ସମାନେେ ସହରରେ ବାସ କରିବାକୁ ଏକ ସ୍ଥାନ ଖାଜେୁଥିଲେ, ସମାନେେ ପାଇଲେ ନାହିଁ।
4 Perambularam pelo deserto e por terras áridas sem encontrar cidade habitada.
5 ସମାନେେ କ୍ଷୁଧିତ ଓ ତୃଷାର୍ତ୍ତ ଥିଲେ ଏବଂ ସମାନେେ ଦୁର୍ବଳ ହାଇୟୋଇଥିଲେ।
5 Estavam famintos e sedentos; suas vidas iam-se esvaindo.
6 ସମାନେେ ବିପଦରେ ଥିଲେ, ତଣେୁ ସମାନେେ ସଦାପ୍ରଭୁଙ୍କ ନିକଟରେ ସାହାୟ୍ଯ ପାଇଁ କାକୁକ୍ତି କଲେ। ଏବଂ ସେ ତାଙ୍କୁ ସହେି ବିପଦରୁ ମୁକ୍ତ କଲେ।
6 Na sua aflição, clamaram ao Senhor, e ele os livrou da tribulação em que se encontravam
7 ପରମେଶ୍ବର ସମାନଙ୍କେୁ ବସତି ନଗରକୁ ଆଗଇେ ନଲେେ, ଯେଉଁଠାରେ ସମାନେେ ବାସ କରିପାରିବେ।
7 e os conduziu por caminho seguro a uma cidade habitada.
8 ସମାନେେ ସଦାପ୍ରଭୁଙ୍କ କରୁଣା ପାଇଁ ତାଙ୍କୁ ଧନ୍ଯବାଦ କରିବା ଉଚିତ୍ କାରଣ ସେ ଲୋକମାନଙ୍କ ପାଇଁ ବହୁତ ଆଶ୍ଚର୍ୟ୍ଯ କର୍ମମାନ କରିଛନ୍ତି।
8 Que eles dêem graças ao Senhor por seu amor leal e por suas maravilhas em favor dos homens,
9 କାରଣ ପରମେଶ୍ବର ତୃଷାର୍ତ୍ତ ପ୍ରାଣକୁ ଶାନ୍ତ କରିଛନ୍ତି। କ୍ଷୁଧାର୍ତ୍ତମାନଙ୍କର ଉଦର ପରମେଶ୍ବର ପୂର୍ଣ୍ଣ କରିଛନ୍ତି।
9 porque ele sacia o sedento e satisfaz plenamente o faminto.
10 ପରମେଶ୍ବରଙ୍କର କିଛି ଲୋକ ଦୁଃଖ ଓ ଲୌହ ଶୃଙ୍ଖଳରେ ବନ୍ଧାହାଇେ ଅନ୍ଧକାରରେ ଥିଲେ।
10 Assentaram-se nas trevas e na sombra mortal, aflitos, acorrentados,
11 କାହିଁକି ? କାରଣ ସମାନେେ ପରମେଶ୍ବରଙ୍କ ବାକ୍ଯର ବିରୁଦ୍ଧାଚରଣ କଲେ। ସମାନେେ ସର୍ବୋପରିସ୍ଥ ପରମେଶ୍ବରଙ୍କ ଉପଦେଶକୁ ମାନିବାକୁ ମନା କଲେ।
11 pois se rebelaram contra as palavras de Deus e desprezaram os desígnios do Altíssimo.
12 ପରମେଶ୍ବର ସମାନଙ୍କେୁ ନମ୍ର କରଇବୋ ପାଇଁ ଅସୁବିଧାର ସମ୍ମୁଖୀନ କଲେ। ସମାନେେ ପତିତ ହେଲେ ଓ ସାହାୟ୍ଯ କରିବାକୁ କହେି ନ ଥିଲେ।
12 Por isso ele os sujeitou a trabalhos pesados; eles tropeçaram, e não houve quem os ajudasse.
13 ସମାନେେ ବିପଦରେ ଥିଲେ, ତଣେୁ ସମାନେେ ସଦାପ୍ରଭୁଙ୍କ ନିକଟରେ ସାହାୟ୍ଯ ପାଇଁ କାକୁକ୍ତି କଲେ। ଏବଂ ସେ ସମାନଙ୍କେୁ ବିପଦରୁ ରକ୍ଷା କଲେ।
13 Na sua aflição, clamaram ao Senhor, e eles os salvou da tribulação em que se encontravam.
14 ପରମେଶ୍ବର ସମାନଙ୍କେୁ ଅନ୍ଧକାର ଓ ମୃତ୍ଯୁ ଛାଯାରୁ ସମାନଙ୍କେୁ ବାହାର କରି ଆଣିଲେ ଓ ସମାନଙ୍କେ ବନ୍ଧନ ଛଦନେ କଲେ।
14 Ele os tirou das trevas e da sombra mortal, e quebrou as correntes que os prendiam.
15 ସମାନେେ ସଦାପ୍ରଭୁଙ୍କର କରୁଣା ପ୍ରମେ ପାଇଁ ତାଙ୍କୁ ଧନ୍ଯବାଦ କରନ୍ତୁ। ଲୋକମାନଙ୍କ ପାଇଁ ବହୁତ ଆଶ୍ଚର୍ୟ୍ଯ କର୍ମମାନ କରିଛନ୍ତି ବୋଲି।
15 Que eles dêem graças ao Senhor, por seu amor leal e por suas maravilhas em favor dos homens,
16 ପରମେଶ୍ବର ପିତ୍ତଳ ଫାଟକକୁ ଭାଙ୍ଗି ଦଇପୋରିବେ। ସେ କଏଦୀମାନଙ୍କର ଲୌହ ନିର୍ମିତ ଫାଟକରେ ଥିବା ଲୁହା ଅର୍ଗଳକୁ ଭାଙ୍ଗି ଚୂନା କରିପାରିବେ।
16 porque despedaçou as portas de bronze e rompeu as trancas de ferro.
17 କେତକେ ମୂର୍ଖ ହାଇଗେଲେ କାରଣ ସମାନଙ୍କେର ନିଜର ପାପ ୟୋଗୁଁ ଏବଂ ସମାନେେ ଅଧର୍ମାଚରଣ କଲେ।
17 Tornaram-se tolos por causa dos seus caminhos rebeldes, e sofreram por causa das suas maldades.
18 ସହେି ଲୋକମାନେ ବହୁତ ରୁଗ୍ଣ ଥିଲେ। ଖାଦ୍ୟ ପରିତ୍ଯାଗ କରିଥିଲେ। ସମାନେେ ପ୍ରାଯ ମୃତବତ୍ ରହିଥିଲେ।
18 Sentiram repugnância por toda comida e chegaram perto das portas da morte.
19 ସମାନେେ ବିପଦରେ ଥିଲେ, ତଣେୁ ସମାନେେ ସଦାପ୍ରଭୁଙ୍କ ନିକଟରେ ସହାୟତା ପାଇଁ କାକୁକ୍ତି କଲେ ଏବଂ ସେ ସମାନଙ୍କେ ଦୁର୍ଦ୍ଦଶାରୁ ସମାନଙ୍କେୁ ମୁକ୍ତ କଲେ।
19 Na sua aflição, clamaram ao Senhor, e ele os salvou da tribulação em que se encontravam.
20 ପରମେଶ୍ବର ଆପଣା ଆଦେଶ ପଠାଇ ତାଙ୍କୁ ସୁସ୍ଥ କଲେ। ଏବଂ ସେ ବିନାଶରୁ ସମାନଙ୍କେୁ ମୁକ୍ତ କଲେ।
20 Ele enviou a sua palavra e os curou, e os livrou da morte.
21 ସଦାପ୍ରଭୁଙ୍କୁ ତାଙ୍କର ସ୍ନହପେୂର୍ଣ୍ଣ କରୁଣା ନିମନ୍ତେ ଧନ୍ଯବାଦ କର କାରଣ ସେ ଆପଣା ଲୋକମାନଙ୍କ ପାଇଁ ଆଶ୍ଚର୍ୟ୍ଯ କର୍ମମାନ କରିଛନ୍ତି।
21 Que eles dêem graças ao Senhor, por seu amor leal e por suas maravilhas em favor dos homens.
22 ସମାନେେ ଧନ୍ଯବାଦାର୍ଥକ ବଳି ଉତ୍ସର୍ଗ କରନ୍ତୁ ଓ ଗାନକରି ତାଙ୍କ କର୍ମସକଳ ବର୍ଣ୍ଣନା କରନ୍ତୁ।
22 Que eles ofereçam sacrifícios de ação de graças e anunciem as suas obras com cânticos de alegria.
23 କେତକେ ଲୋକ ସମାନଙ୍କେର କାର୍ୟ୍ଯ ପାଇଁ ନେ ୗକାରେ ସମୁଦ୍ର ପାର ହୁଅନ୍ତି।
23 Fizeram-se ao mar em navios, para negócios na imensidão das águas,
24 ସମାନେେ ସଦାପ୍ରଭୁଙ୍କର କାର୍ୟ୍ଯ ଓ ସମୁଦ୍ର ଜଳରେ ତାଙ୍କର ଅଦଦ୍ଭୁତ କାର୍ୟ୍ଯ ଦେଖନ୍ତି।
24 e viram as obras do Senhor, as suas maravilhas nas profundezas.
25 ପରମେଶ୍ବର ଆଜ୍ଞା କଲେ ଏବଂ ପ୍ରବଳ ବାଯୁ ଉଠି ଆସିଲା। ଢ଼େଉଗୁଡ଼ିକ ସମୁଦ୍ରର ଦୁଇଗୁଣ ଉପର ଉଚ୍ଚରେ ଆସିଲା।
25 Deus falou e provocou um vendaval que levantava as ondas.
26 ସମାନେେ ସହେି ଢ଼େଉରେ ଆକାଶକୁ ଉଠିଲେ ଓ ଏହାପରେ ଜଳଗର୍ଭକୁ ଖସିଲେ। ଝଡ଼ ଏତେ ବିପଦପୂର୍ଣ୍ଣ ଥିଲା ୟେ, ସମାନେେ ସମାନଙ୍କେର ସାହସ ହରାଇଲେ।
26 Subiam aos céus e desciam aos abismos; diante de tal perigo, perderam a coragem.
27 ସମାନେେ ମତ୍ତଲୋକ ପରି ଏକଡ଼ ସକେଡ଼ ଦୋହଲନ୍ତି। ଏବଂ ସମାନଙ୍କେର ବୁଦ୍ଧି ହଜିୟାଏ।
27 Cambaleavam, tontos como bêbados, e toda a sua habilidade foi inútil.
28 ତବେେ ସମାନେେ ଆପଣା ସଙ୍କଟ ସମଯରେ ସଦାପ୍ରଭୁଙ୍କଠାରେ ସହାୟତା ପାଇଁ କାକୁକ୍ତି କଲେ ଏବଂ ତହିଁରେ ପରମେଶ୍ବର ସମାନଙ୍କେୁ ସଙ୍କଟରୁ ଉଦ୍ଧାର କଲେ।
28 Na sua aflição, clamaram ao Senhor, e ele os tirou da tribulação em que se encontravam.
29 ପରମେଶ୍ବର ବତାସକୁ ସ୍ଥିର କଲେ ଓ ସମୁଦ୍ରର ତରଙ୍ଗମାଳାକୁ ଶାନ୍ତ କଲେ।
29 Reduziu a tempestade a uma brisa e serenou as ondas.
30 ସମୁଦ୍ର ଶାନ୍ତ ହାଇଗେଲା ବୋଲି ନାବିକମାନେ ଖୁସି ହେଲେ, କାରଣ ସମାନେେ ଯେଉଁଠାକୁ ୟିବାକୁ ଚାହିଁଥିଲେ ପରମେଶ୍ବର ତାଙ୍କୁ ପୋତାଶଯକୁ ନିରାପଦରେ ଆଗଇେ ନଲେେ।
30 As ondas sossegaram, ele se alegraram, e Deus os guiou ao porto almejado.
31 ସମାନେେ ସଦାପ୍ରଭୁଙ୍କ ମଙ୍ଗଳଦାନ ପାଇଁ ତାଙ୍କୁ ଧନ୍ଯବାଦ କର, ଲୋକମାନଙ୍କ ପାଇଁ ବହୁତ ଆଶ୍ଚର୍ୟ୍ଯ କର୍ମମାନ କରିଛନ୍ତି ବୋଲି।
31 Que eles dêem graças ao Senhor por seu amor leal e por suas maravilhas em favor dos homens,
32 ଲୋକମାନଙ୍କ ମହାସଭାରେ ପରମେଶ୍ବରଙ୍କର ପ୍ରଶଂସା କରିବା ଉଚିତ୍ ଓ ପ୍ରାଚୀନବର୍ଗମାନଙ୍କ ସଭାରେ ତାଙ୍କ ପ୍ରଶଂସା କରିବା ଉଚିତ୍।
32 Que o exaltem na assembléia do povo e o louvem na reunião dos líderes.
33 ପରମେଶ୍ବର ନଦନଦୀକୁ ମରୁଭୂମିରେ ପରିଣତ କରିପାରିବେ ଏବଂ ଝରଣାର ଜଳ ସୋର୍ତକୁ ବନ୍ଦ କରିପାରନ୍ତି।
33 Ele transforma os rios em deserto e as fontes em terra seca,
34 ପରମେଶ୍ବର ଉର୍ବର ଜମିକୁ ଲବଣାକ୍ତ ଭୂମିରେ ବଦଳାଇ ପାରନ୍ତି। କାରଣ ଦେଶର ଅଧର୍ମୀ ଲୋକମାନେ ସଠାେରେ ବାସ କରନ୍ତି।
34 faz da terra fértil um solo estéril, por causa da maldade dos seus moradores.
35 କିନ୍ତୁ ପରମେଶ୍ବର ମଧ୍ଯ ମରୁଭୂମିକୁ ଜଳାଶଯରେ ପରିବର୍ତ୍ତିତ କରିପାରନ୍ତି। ସେ ପୁଣି ଶୁଷ୍କ ଭୂମିରେ ଝରଣା ବୁହାଇ ପାରନ୍ତି।
35 Transforma o deserto em açudes e a terra ressecada, em fontes.
36 ପରମେଶ୍ବର କ୍ଷୁଧାର୍ତ୍ତ ଲୋକମାନଙ୍କୁ ଉର୍ବର ଭୂମିକୁ ଆଗଇେ ନିଅନ୍ତି। ଏବଂ ସଠାେରେ ସମାନେେ ତାଙ୍କର ରହିବା ପାଇଁ ନୂତନ ସହର ସୃଷ୍ଟି କରନ୍ତି।
36 Ali ele assenta os famintos, para fundar uma cidade habitável,
37 ସହେି ଲୋକମାନେ ସମାନଙ୍କେର ଜମିରେ ବୀଜ ରୋପଣ କଲେ ଓ ସମାନେେ ଦ୍ରାକ୍ଷାଲତା ଲଗଇେଲେ ଏବଂ ଭଲ ଫସଲ ଅମଳ କରିପାରନ୍ତି।
37 semear lavouras, plantar vinhas e colher uma grande safra.
38 ପରମେଶ୍ବର ସମାନଙ୍କେୁ ଆଶୀର୍ବାଦ କରନ୍ତି। ତହିଁରେ ସମାନେେ ଅତିଶଯ ବୃଦ୍ଧି ପାନ୍ତି। ଏବଂ ସମାନଙ୍କେର ବହୁତ ପଶୁପଲ ଊଣା ହୁଅନ୍ତି ନାହିଁ।
38 Ele os abençoa, e eles se multiplicam; e não deixa que diminuam os seus rebanhos.
39 ଯେତବେେଳେ ପରମେଶ୍ବରଙ୍କର ଲୋକମାନେ େଛାଟ ହାଇଗେଲେ ଏବଂ ଅତ୍ଯାଚାର, ଅସୁବିଧା ଏବଂ ଦୁଃଖ ଯୋଗୁଁ ଅପମାନିତ ହେଲେ।
39 Quando, porém, reduzidos, são humilhados com opressão, desgraça e tristeza.
40 ପରମେଶ୍ବର ସମାନଙ୍କେର ଅଧିପତିମାନଙ୍କୁ ଅପମାନିତ ଓ ବିଚଳିତ କରିଥିଲେ, ଯେଉଁମାନେ ତାଙ୍କୁ ଅତ୍ଯାଚାର କରିଥିଲେ। ପୁଣି ସମାନଙ୍କେୁ ପଥହୀନ ମରୁଭୂମିରେ ଭ୍ରମଣ କରାଇଥିଲେ।
40 Deus derrama desprezo sobre os nobres e os faz vagar num deserto sem caminhos.
41 କିନ୍ତୁ ପରମେଶ୍ବର ସହେି ଦୀନହୀନ ଲୋକମାନଙ୍କୁ ଦୁଃଖରୁ ଉଦ୍ଧାର କଲେ। ସେ ସମାନଙ୍କେର ପରିବାରକୁ ମଷେପଲ ତୁଲ୍ଯ ପାଳନ କରନ୍ତି।
41 Mas tira os pobres da miséria e aumenta as suas famílias como rebanhos.
42 ସରଳ ଲୋକମାନେ ତାହା ଦେଖି ଆନନ୍ଦିତ ହେଲେ ଏବଂ ଦୁଷ୍ଟ ଲୋକମାନେ କ'ଣ କହିବା କଥା ତାହା ଜାଣନ୍ତି ନାହିଁ।
42 Os justos vêem tudo isso e se alegram, mas todos os perversos se calam.
43 ୟେ ଜ୍ଞାନବାନ୍, ସେ ଏହିସବୁ ବିଷଯରେ ମନୟୋଗ କରିବେ। ପୁଣି ସେ ପରମେଶ୍ବରଙ୍କର ପ୍ରକୃତ କରୁଣା ପ୍ରମେକୁ ସେ ବୁଝିବା ଉଚିତ୍।
43 Reflitam nisso os sábios e considerem a bondade do Senhor.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Salmos 107, comparar traduções ou montar um estudo — tudo direto pelo WhatsApp.